Odisha News Portal

ଦୀର୍ଘ 35 ବର୍ଷ ପରେ ଶନି ଚାଳିଲେ ଅଲଟାଗତି କାଲିଠୁ ଏହି 5 ରାଶିରେ ଭୟଙ୍କର ଘଟଣା ଶନିଙ୍କ ପ୍ରତିକାର ପାଇଁ କରନ୍ତୁ ଏହି କାମ..

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ । ଶନିଦେବ ଯେତେବେଳେ କାହା ଉପରେ ଖୁସି ହୁଅନ୍ତି ତେବେ ସେହି ସମୟ ବହୁତ ଅଧିକ ଭଲ ହେବାକୁ ଲାଗିଥାଏ । ଶନିଦେବଙ୍କର ପ୍ରକୋପ ଯେତେ ଅଧିକ ପଡିଥାଏ ତାହାଠାରୁ ଅଧିକ ସେ ଲୋକ ମାନଙ୍କୁ ଖୁସି ଦେଇଥାନ୍ତି । ଶନିଦେବ କାହାର ଶତୃ ନୁହଁନ୍ତି ବରଂ ସେ ସମସ୍ତଙ୍କର ମିତ୍ର ଅଟନ୍ତି ।

ସେ ନ୍ୟାୟ ପ୍ରିୟ ଦେବତା ଅଟନ୍ତି ଯିଏକି ପ୍ରତ୍ୟେକ ପ୍ରାଣୀ ସହିତ ସବୁବେଳେ ନ୍ୟାୟ କରିଥାନ୍ତି ଏବଂ ଯିଏ ଅନ୍ୟାୟ ପଥରେ ଥାଏ ତାଙ୍କୁ ଭଗବାନ ଶନିଦେବଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ ଏବଂ ଯାହାକୁ ଆମେ ଶନି ଦଶା ପଡିଛି ବୋଲି କହିଥାଉ । ତେବେ ଆଗକୁ ଏପରି କିଛି ରାଶିର ବ୍ୟକ୍ତି ରହିଛନ୍ତି ଯେଉଁ ମାନଙ୍କ ଉପରେ ପ୍ରଭୁ ଶନି ଦେବଙ୍କ ର ଆଶୀର୍ବାଦ ପଡି ବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ରାଶି ବିଷୟରେ।

1.ମିଥୁନ ରାଶି –

ଏହି ରାଶିର ଭାଗ୍ୟ ଏବେ ଅଚାନକ ଭାବେ ଚମକିବାକୁ ଯାଉଛି । ଏହି ରାଶିର ଭାଗ୍ୟରେ ଅନେକ ଖୁସି ଆସିପାରେ ଏବଂ ଏମାନେ ବର୍ତ୍ତମାନ ସଫଳ ଜୀବନ ଅତିବାହିତ କରିବେ । ଏମାନଙ୍କ ଜୀବନରେ ଏବେ ଖରାପ ସମୟ ଶେଷ ହୋଇ ସାରିଛି ଏବଂ ଧନର ଆଗମନ ହେବେ । ଯାହା ଫଳରେ ଏହି ରାଶିକୁ ଏବେ କେବଳ ଲାଭ ହିଁ ଲାଭ ଦେଖିବାକୁ ମିଳିବ ।

2.କର୍କଟ ରାଶି –

ଏମାନଙ୍କ ଜୀବନରୁ ଏବେ ଖରାପ ସମୟ ସମାପ୍ତ ହୋଇ ଯାଉଛି । ପ୍ରଭୁ ଶନିଦେବଙ୍କ କୃପା କାରଣରୁ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି । ଏ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ରହୁଥିଲା ତାହାର ଏବେ ଅନ୍ତ ହେବାକୁ ଯାଉଛୁ । ଶନିଦେବଙ୍କ ଶୁଭ ଦୃଷ୍ଟି ଆପଣଙ୍କ ଉପରେ ପଡିବା କାରଣରୁ ଆର୍ଥିକ ସମସ୍ୟା ଦୂର ହୋଇଯିବ । ଏହାସହିତ ଆପଣଙ୍କର ଧନଧାନ୍ୟର ବୃଦ୍ଧି ହେବାକୁ ଯାଉଛି ।

3.ବୃଷ ରାଶି –


ଆପଣଙ୍କ ଜୀବନରେ ଯାହା ବି ଆର୍ଥିକ ସମସ୍ୟା ଚାଲୁଥିଲା, ତାହା ଏବେ ଅନ୍ତ ହେବାର ଅଛି । ବ୍ୟାପାରି ମାନେ ଅଧିକ ଧନ ଲାଭ ହେବାର ଦେଖିପାରିବେ । ଚାକିରି ପାଇଁ ଅପେକ୍ଷାରେ ଥିଲେ ସେମାନଙ୍କୁ ଅଳ୍ପ ଦିନରେ ଭଲ ଚାକିରିଟିଏ ମିଳିପାରେ । ଆପଣଙ୍କର ଭଲ ସମୟ ଆସି ଯାଇଛି ।

4. ମୀନ ରାଶି –


ଆପଣଙ୍କର ଅଧୁରା ଇଚ୍ଛା ସବୁ ଏହି ସମୟରେ ପୂରଣ ହେବାକୁ ଲାଗିବ । ପ୍ରଭୁ ଶିନିଦେବ ବିଶେଷ କରି ଆପଣଙ୍କ ଉପରେ ଆଶିର୍ବାଦ ପ୍ରଦାନ କରିବେ । ବ୍ୟବସାୟରେ ମଧ୍ୟ ଚାରିଗୁଣା ଲାଭ ପ୍ରାପ୍ତ ହେବ ଏବଂ ଆର୍ଥିକ ସ୍ଥିତିରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବ । ଅଚାନକ ଧନ ପ୍ରାପ୍ତି ହେବ । ଏହି ରାଶି ଥିବା ବ୍ୟକ୍ତିଙ୍କ ଜୀବନରେ କିଛି ଶୁଭ ପରିବର୍ତ୍ତନ ଆସିବାକୁ ଯାଉଛି । ଏହି ପରିବର୍ତ୍ତନରେ ଏମାନଙ୍କର ଜୀବନ ସଂମ୍ପୂର୍ଣ୍ଣ ବଦଳିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।