Odisha News Portal

ଦୀର୍ଘ 15 ବର୍ଷ ପରେ ଶନି ଦୋଷାରୁ ମୁକ୍ତି ପାଇବାପାଇଁ ଯାଉଛନ୍ତି ଏହି 6 ଟି ରାଶି , ଶନିଦେବଙ୍କର ଅସୀମ କୃପା ବର୍ଷିବାକୁ ଯାଉଛି ଏହି ରାଶି ମାନଙ୍କ ଉପରେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଚଳନର ପରିବର୍ତ୍ତନ ଯୋଗୁଁ ତାହାର ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ । ଶନିଦେବ ଜଣେ ନ୍ୟାୟ ପ୍ରିୟ ଦେବତା ଅଟନ୍ତି ଏବଂ ସେ ଯେଉଁ ବ୍ୟକ୍ତିଙ୍କ ଉପରେ ପ୍ରସନ୍ନ ରହିଥାନ୍ତି ତାର ସମସ୍ତ ଦୁଃଖ କଷ୍ଟ ଦୂର କରିଥାନ୍ତି । କିନ୍ତୁ ଯେଉଁ ବ୍ୟକ୍ତି ଅନୈତିକ ଓ କୁକାର୍ଯ୍ୟ କରିଥାଏ ସେମାନଙ୍କୁ ଶନିଦେବ କୋଠର ଶାସ୍ତି ଦେଇଥାନ୍ତି । ଯେତେବେଳେ ଶନିଦେବ ନିଜର ଚଳନ କରିଥାନ୍ତି ସେତେବେଳେ କାହା ଉପରେ ଭଲ ତ ଆଉ କାହା ଉପରେ ଖରାପ ପ୍ରଭାବ ପଡିଥାଏ । 12 ଟି ରାଶି ମାନଙ୍କ ମଧ୍ୟରୁ କତେକ ରାଶି ଉପରେ 21 ବର୍ଷ ପର୍ଯ୍ୟନ୍ତ ଖୁସୀ ଓ ଆନନ୍ଦ ରହିବାକୁ ଯାଉଛି , ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

1 ମେଷରାଶି —

ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କର ଅସୀମ କୃପା ରହିଛି ଏବଂ ଆସନ୍ତା 21 ବର୍ଷ ପର୍ଯ୍ୟନ୍ତ କୌଣସି ସମସ୍ୟା ଦେଖାଯିବ ନାହିଁ । ଆପଣଙ୍କୁ କେବେହେଲେ ଧନର ଅଭାବ ଦେଖାଯିବ ନାହିଁ କିନ୍ତୁ ଆପଣ ସର୍ବଦା ଶନିଦେବଙ୍କ ଉପରେ ବିଶ୍ୱାସ ରଖନ୍ତୁ ।

2 ସିଂହରାଶି —

ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିଦେବଙ୍କ ଆଶୀର୍ବାଦ ରହିଛି ଏବଂ ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହେବାକୁ ଯାଉଛି । ଧନର ଅଭାବ ମଧ୍ୟ ଦେଖାଯିବ ନାହିଁ କିନ୍ତୁ ଆପଣ ଶନିଦେବଙ୍କୁ ପୂଜା ଓ ବିଶ୍ୱାସ କରନ୍ତୁ ।

3 କନ୍ୟାରାଶି —

ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିଦେବ ବହୁତ ପ୍ରସନ୍ନ ରହିଛନ୍ତି ଏବଂ ବ୍ୟବସାୟ ବାଣିଜ୍ୟରେ ମଧ୍ୟ ଉନ୍ନତି ହେବାକୁ ଯାଉଛି । ଚାକିରୀ କ୍ଷେତ୍ରରେ ଆପଣଙ୍କର ପଦୋନ୍ନତି ଘଟିବ ଏବଂ ଦୁଃଖ କିମ୍ୱା ସମସ୍ୟା ଦେଖାଯିବ ନାହିଁ ।

4 ତୁଳାରାଶି —

ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ମଧ୍ୟ ଶନିଦେବ ପ୍ରସନ୍ନ ରହିଛନ୍ତି ଏବଂ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ । ସନ୍ତାନ ମାନଙ୍କ ଠାରୁ କୌଣସି ଖୁସୀ ଖବର ପାଇ ପାରନ୍ତି ଏବଂ ଆପଣ କଳହ ଓ ବିବାଦରୁ ଦୂରେଇ ରହୁହନ୍ତୁ ।

5 କର୍କଟରାଶି —

ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିଦେବଙ୍କର ଅସୀମ କୃପା ବର୍ଷିବାକୁ ଯାଉଛି ଏବଂ ଆପଣଙ୍କର କେବେବି ଧନର ଅଭାବ ରହିବ ନାହିଁ । ସମସ୍ତ ପ୍ରକାର ସୁଖ ସୁବିଧାରେ ଜୀବନ ଅତିବାହିତ କରିବେ , ଶନିଦେବଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ ।

6 କୁମ୍ଭରାଶି —-

ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଶନିଦେବ ପ୍ରସନ୍ନ ରହିଛନ୍ତି ଏବଂ ଏମାନଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ମଧ୍ୟ ପୂର୍ଣ୍ଣ ହେବାକୁ ଯାଉଛି । ଚାକିରୀ ବା ବ୍ୟବସାୟରେ ଲାଭବାନ ହେବା ସହିତ ଉନ୍ନତି କରିବେ । ଆପଣଙ୍କର କେବେହେଲେ ଧନର ଅଭାବ ଦେଖାଯିବ ନାହିଁ ଏବଂ ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ଆପଣମାନେ ଖୁସୀରେ ଜୀବନ ଅତିବାହିତ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।