Odisha News Portal

ଦୀର୍ଘ 15 ବର୍ଷ ହେଲାଣି ଏହି ମନ୍ଦିରରେ ପୁଜା କରୁଛି ଗୋଟିଏ ନାଗ ସାପ ଜାଣନ୍ତୁ ମନ୍ଦିର ପଛର ଆଉ ଏକ ଅଦ୍ଭୁତ କଥା…

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି। କିନ୍ତୁ ବେଳେ ବେକେ ପୂର୍ଣ୍ଣ୍ୟଭୂମି ,ଦେବଭୂମି ଭାରତବର୍ଷରେ ଏପରି କିଛି ଘଟଣା ଦେଖିବାକୁ ମିଳେ ଯାହା ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାଏ,ଆଉ ଏହି ଘଟଣା ଆମେ ଭଗବାନ ଙ୍କ ଲୀଳା ଭାବି ଥାଉ। ଆଉ ସମୟେ ସମୟରେ ଏହା ବହୁତ ରହସ୍ୟ୍ ମୟ ହୋଇ ଥାଏ, ଯାହାର କାରଣ ଆମେ ଜାଣି ପରିନଥାଉ ।

ତେବେ ଦେବଭୂମିରେ ଅନେକ ସ୍ୱତନ୍ତ୍ରତା ଓ ଭିନ୍ନତା ମଧ୍ୟରେ ବିଭିନ୍ନତା ପରିଲଖିତ୍ ହୁଏ । ଆମ ଦେଶ ଏଭଳି ଅଜବ ଘଟଣାରେ ଭରି ରହିଛି, ଆଉ ଭଗବାନଙ୍କ ଉପରେ ଲୋକଙ୍କର ମଧ୍ୟ ବହୁତ ବିଶ୍ବାସ ତଥା ଭରସା ରହିଛି । ଆଉ ଏହି ଦେବଭୂମି ଭାରତ ବର୍ଷରେ ରହିଛି ଅନେକ ମନ୍ଦିର ଆଉ ମସଜିଦ୍ ।


ଆମ ଦେଶରେ ସବୁ ପ୍ରକାର ଧର୍ମାବଲମ୍ବୀ ବାସ କରନ୍ତି । ସେଥିମଧ୍ୟରୁ ହିନ୍ଦୁ ଧର୍ମାବଲମ୍ବୀ ଅଧିକ ବସବାସ କରନ୍ତି। ତେଣୁ ହିନ୍ଦୁ ମାନଙ୍କ ମନ୍ଦିର ଭାରତରେ ଚାରିଆଡେ ଦେଖିବାକୁ ମିଳେ। ହିନ୍ଦୁ ଧର୍ମରେ ଭଗବାନ 33 କୋଟି ଦେବା ଦେବୀ ବୋଲି ବିଶ୍ୱାସ କରାଯାଏ। ଏହି ଦେବାଦେବୀ ମାନେ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ନାମରେ ଏବଂ ରୂପରେ ଦେଖିବାକୁ ମିଳିଥାଏ । ଆଉ ତାଙ୍କ ବାହାନମାନେ ମଧ୍ୟ ପୂଜା ପାଆନ୍ତି।


ତେବେ ସାଧାରଣତଃ ଆମେ ସାପ ନାଁ ଶୁଣିଲେ ଭୟରେ ଥରି ଥାଉ । ଆଉ ଏହାକୁ ଦେଖିବା ପରେ କାହାର କାହାର ହୋସ ମଧ୍ୟ ଉଡିଯାଏ । ତେବେ ଆପଣ ମାନେ ତ ନିଶ୍ଚିତ ଭାବରେ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହେଉଥିବା ଦେଖିଥିବେ । ସେମାନଙ୍କ ମଧ୍ୟରୁ ସାପ ଏକ ଏଭଳି ଜୀବ ଯିଏକି ମଣିଷକୁ ଭୟଭୀତ କରି ଦେଇଥାଏ। ଆମ ପୃଥିବୀରେ ଅନେକ ପ୍ରଜାତିର ସାପ ରହିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ସବୁ ସାପ ମାନଙ୍କୁ ଚିହ୍ନିବା ଓ ଜାଣିବା ଆଜି ମଧ୍ୟ ସମ୍ଭବ ହୋଇପାରି ନାହିଁ ।

କହିବାର ତାତ୍ପର୍ଯ୍ୟ ହେଉଛି ଯେ ମନ୍ଦିର ଗୁଡିକର ଏପରି ରହସ୍ୟ ଥାଏ ଯାହାକୁ ଆପଣମାନେ ଶୁଣିଲାପରେ ମଧ୍ୟ ବିଶ୍ବାସ କରିବେନାହିଁ। ଏବେ ଆପଣଙ୍କୁ ଶିବ ଲିଙ୍ଗ ବିଷୟରେ କିଛି କହିବୁ ଯେଉଁଠାରେ ପୂଜା କରିବାକୁ କେହି ବି ପୂଜାରୀ ନାହାନ୍ତି କିନ୍ତୁ ଶିବ ଲିଙ୍ଗଙ୍କୁ ପୂଜା କରିବାକୁ ତାଙ୍କ ବାହାନ ପ୍ରତିଦିନ ଆସିଥାଏ। ଯାହା ବହୁତ ଚାଂଚଲ୍ୟକର କଥା ଏବଂ ବହୁତ ରାହସ୍ୟକର । ଏହାକୁ ଦେଖିବାପାଇଁ ବହୁତ ଦୂରରୁ ଲୋକମାନେ ଆସନ୍ତି । ଏହି ମନ୍ଦିର ପୂଜାରୀ କଥା ଶୁଣିଲାପରେ ବି ଲୋକଙ୍କ ବିଶ୍ୱାସ ହଉ ନଥିବା ।

ଏହି ମନ୍ଦିର ଉତ୍ତରପ୍ରଦେଶର ଅଗ୍ରା ପାଖରେ ରହିଥିବା ସାଲେମାବାଦ ର ଏକ ପ୍ରାଚୀନ ଶିବ ମନ୍ଦିର । ଏହି ମନ୍ଦିରରେ ବିଗତ 15ବର୍ଷ ହେଲାଣି ନାଗସାପ ପ୍ରତିଦିନ ଆସିକି ପୂଜାରୀ ରୂପେ ଭଗବାନ ଶିବଙ୍କୁ ପୂଜା କରୁଛି। ଏହି ସାପ ପ୍ରତିଦିନ 10 ରେ ଆସେ 3 ବେଳେ ପଳାଏ ,ସେ ପ୍ରାୟ 5 ଘଣ୍ଟା ପୂଜା କରେ। ଲୋକ ମାନେ ଆଜି ପର୍ଯ୍ୟନ୍ତ ଜାଣିପାରନ୍ତି ନାହିଁ ଯେ ସାପ ପ୍ରତିଦିନ କଣ ପାଇଁ ଆସେ ଏବଂ ଏହା ପଛରେ କାରଣ କଣ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।