ଦୀନେଶର ଶ୍ୱଶୁର କାଲି ମୋର ବେକ ଚିପିଥିଲେ, ଆଉ ତା ପରେ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବେଶ କିଛି ଦିନ ହେବ ଦିନେଶ ଆଉ ଦୀପିକା ଙ୍କ କଥା କୁ ନେଇକି ଚାରି ଆଡେ ବେଶ ଚର୍ଚ୍ଚା ହେବାରେ ଲାଗୁଛି | ଆଉ ଯେଉଁଠି ଦେଖା ଯାଉଛି କି ଦୀପିକା ଘର ସାମ୍ନା ରେ ବସିଥିବା ବେଳେ ଦୀପିକା କହୁଛନ୍ତି କି ତାଙ୍କ ଗୋଳା କୁ ଚିପିବା ସହିତ ତାଙ୍କୁ ଟଣା ଅଟରା କରୁଛନ୍ତି ଆଉ ତାଙ୍କୁ ମାଡ଼ ମଧ୍ୟ ମାରିବା ପାଇଁ ଚେଷ୍ଟା କରିଛନ୍ତି |ତେବେ ନ୍ୟାୟ ପାଇବା ପାଇଁ ଦୀପିକା ଦିନେଶ ର ଘର ସାମ୍ନାରେ ପଡି ରହିଥିବା ବେଳେ ଏଠାରେ ଦୀପିକା ଙ୍କୁ ନ୍ୟାୟ ମିଳୁନି ମିଳୁଛି ପୁଣି ଶାଶୂ ଘର ଲୋକ ଙ୍କ ପାଖରୁ ନିର୍ଯାତନା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଯାହା କୁହାଯାଉଛି କି ଦୀର୍ଘ ଦିନ ଧରିକି ଦୀପିକା ଆଉ ଦିନେଶ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆଉ ଦିନେଶ ଙ୍କ ପିଲା କୁ ନେଇକି ବିବାଦ ଚାଲିଥିବା ବେଳେ ଦୀପିକା ନିଜର ଓ ନିଜ ପୁଅ ର ନ୍ୟାୟ ପାଇଁ ଦିନେଶ ଙ୍କ ଘର ସାମ୍ନା ରେ ବବସି ରହିଛନ୍ତି | କିନ୍ତୁ ତାହାକୁ ପସନ୍ଦ କରୁ ନାହାନ୍ତି ଦିନେଶ ଙ୍କ ପରିବାର ଲୋକ | ଆଉ ଯାହା ଜଣା ପଡିଛି କି ତାଙ୍କୁ ଗୋଳା ଚିପିବା ପାଇଁ ବାହାରି ପଡିଛନ୍ତି |ତାହା ସହିତ ତାଙ୍କର ଜେଜେ ମା ମଧ୍ୟ ବାଡିଆ ବାଡ଼ି କରିଥିବାର ସୂଚନା ମିଳିଛି ବୋଲି କୁହାଯାଉଛି |

ତେବେ ଦିନେଶ ଙ୍କ ଘରେ ଦୀପିକା ତାଲା ପକାଇ ନାହାନ୍ତି ବୋଲି କହୁଥିବା ବେଳେ ଦିନେଶ ଙ୍କ ମା ତାହା ବିଶ୍ୱାସ କରୁ ନାହାନ୍ତି, ଆଉ ଗେଟ ଭିତରେ ରହିକି ତାଙ୍କୁ ମାରିବା ପାଇଁ ଚେଷ୍ଟା କରୁଛନ୍ତି ଓ ତାଙ୍କ ପାଲ କୁ ମଧ୍ୟ ଟାଣି ଦେଉଛନ୍ତି ବୋଲି ଶୁଣିବାକୁ ମିଳିଛି ଦୀପିକା ଙ୍କ ସହିତ | ତେବେ ଟୁଟୁ ଗୌଡ଼ ଆଉ ତାଙ୍କର ମାମୁ ମିଶିକି ରାସ୍ତା ଉପରେ ଦୀପିକା ଙ୍କୁ ମାରିଦେବାର ମଧ୍ୟ ଧମକ ଦେବାକୁ ଲାଗିଛନ୍ତି |ତେବେ ଦିନେଶ ଙ୍କର ସମସ୍ତ ଘର ଲୋକ ମିଶିକି ଏହିଭଳି ଭାବରେ କରିବାକୁ ଲାଗିଛନ୍ତି ଅତ୍ୟାଚାର |

ଆଉ ଯେଉଁଥିପାଇଁ ଦୀପିକା ନ୍ୟାୟ ପାଇଁ ପ୍ରଥମେ ଏସପି ଙ୍କ ପାଖରେ ପହଂଚିଥିଲେ ଓ ପରେ ଦୀପିକା ଆଇ ଏ ଏସ ଙ୍କ ପାଖରେ ଲିଖିତ ଭାବରେ ଅଭିଯୋଗ ମଧ୍ୟ ଦେଇଛନ୍ତି | ଆଉ ତାଙ୍କର ଅଭିଯୋଗ କୁ ଆଧାର କରିକି କହିଛନ୍ତି କି ଯଦି ତାଙ୍କ ଉପରେ ଏମିତି କିଛି ଆଉ ଆକ୍ରମଣ ହୁଏ ତାହେଲେ ପୋଲିସ ସେମାନଙ୍କ ଉପରେ ଆକ୍ସନ ନେବ | ତାହା ବ୍ୟତୀତ ଯଦି ଦୀପିକା ଭୁଲ କରିଥିବେ ତାହେଲେ କେମେରା ରେ ତ ଦେଖା ଯିବ, ଆଉ ଶିଶିଟିଭି ଚେକ କରିବା କଥା,ଏମିତି କିଛି କହିଛନ୍ତି ଦୀପିକା | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment