Odisha News Portal

ଦେଖନ୍ତୁ ଭିଡ଼ିଓ – ପୁଣି ଓଡ଼ିଶାରେ ଲଜ୍ୟା ! ଦିନ ଦ୍ୱିପହରରେ ସରକାରୀ ଅଫିସ ଭିତରେ ସରକାରୀ ବାବୁ କରୁଛନ୍ତି ରାସଲୀଳା ଭିଡ଼ିଓ ଭାଇରାଲ…

ପୁଣି ସାମ୍ନାକୁ ଆସିଲା ଲଜ୍ୟା ଜନକ ଘଟଣାର ଆଉ ଏକ ଉଦାହରଣ। ଯାହା ପ୍ରମାଣ କରୁଚି ଆଜିର ଲୋକ ମାନଙ୍କର ଆଚରଣ ଗତ ପ୍ରଭେଦ ଏବଂ ଆଧୁନିକ ସମାଜର ଲୋକଙ୍କ ହାବଭାବା,ଆଉ ଅନ୍ୟ ପକ୍ଷରେ ଇଣ୍ଟର୍ନେଟ୍ ଯୁଗରେ ଏହାର ପ୍ରଚାର ପ୍ରସାର କ୍ଷେତ୍ରରେ ଏହାର ନିନ୍ଦନୀୟ ଭୂମିକା।ତେବେ ଦିନ ଆମ ସମାଜରେ ଏମିତି କିଛି ଲଜ୍ୟାକର ଘଟଣା ମାନ ଘଟିବା ରେ ଲାଗିଛି ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହଁ। ଆଜିର ସମାଜରେ କୁତ୍ସିତ କଦାକାର ମାନସିକତା କୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ମଧ୍ୟ ଘଟିବାର ଦେଖିବାକୁ ମିଳୁଛି।ଯାହା ମଣିଷର ସଂସ୍କୃତି ଏବଂ ତାର ବ୍ୟବହାରକୁ ସ୍ପଷ୍ଟ ପ୍ରକାଶ କରୁଛି।

ଅନେକ କ୍ଷେତ୍ରରେ ଏହାର ବିପରୀତ ଦିଗ ଯାହା ସମାଜରେ ଏହାର ପ୍ରଭାବ ପକାଇ ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରୁଛି ତାହା ମଧ୍ୟ ଦୁଃଖ ଦାୟକ।ତେବେ କେତେବେଳେ ନିଜର ସମୂହ ସ୍ବାର୍ଥ କୁ ପୂରଣ କରିବାକୁ ଯାଇ ମଣିଷ ମାନବିକତା ଭୁଲି ଅନ୍ୟକୁ ଅତ୍ୟାଚାର କରୁଛି ତ ପୁଣି କେତେବେଳେ ନିଜର ସ୍ବାର୍ଥ ଏବଂ କାମନା ର ଅଭିଳାଷ କୁ ପୂରଣ କରିବା କୁ ଯାଇ ମଣିଷ ତଳକୁ ଖସି ଯାଉଛି ତାର ଚତୁପାର୍ଶ୍ବ ଏବଂ ସାମାଜିକ ସ୍ଥିତିକୁ ଅନୁଧ୍ୟାନ ନକରି। ତେବେ ସେହିଭଳି ଏକ ଅନୈତିକ ସମ୍ପର୍କ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କରିଛନ୍ତି ଏବଂ ଏହା କ୍ୟାମେରା ରେ ରେକର୍ଡ ହୋଇ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ଭିଡିଓ ଟି ହେଉଛି ଜଣେ ସରକାରୀ ବାବୁ ଙ୍କ ର। ଯିଏକି ରାଜସ୍ବ ନିରୀକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି ଢେଙ୍କାନାଳ ଜିଲ୍ଲାର ଗଦାଶିଲା ଆର୍ ଆଇ ଅଫିସ୍ ରେ। ଯାହାଙ୍କର ନାମ ହେଉଛି ରଞ୍ଜନ ପାଣିଗ୍ରାହୀ।ବନ୍ଧୁଗଣ ଅଫିସ୍ ରେ ସରକାର୍ ନିଯୁକ୍ତ କରନ୍ତି ବାବୁ ମାନଙ୍କୁ ଲୋକ ମାନଙ୍କ ସେବା କରିବା ପାଇଁ।ଏହି ଅଧିକାରୀ ଜଣଙ୍କ ଅଫିସ୍ ରେ ରାସଲୀଳା କରୁଥିବା ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସୁଛି। କେବଳ ଏହି ଜଣେ ମହିଳା ନୁହନ୍ତି ଅନେକ ମହିଳାଙ୍କ ସହ ଏହିପରି ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି ଓ ସମ୍ପର୍କ ରଖିଥାନ୍ତି ମଧ୍ୟ ଏହି ସରକାରୀ ବାବୁ ଜଣଙ୍କ।

ଏହାଛଡା ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ସେ ଏଭଳି ଅଶ୍ଳୀଳ କାମ କରିଥିବାର ଦେଖିବାକୁ ମିଳିଛି ଏହି ରେକର୍ଡ ହୋଇଥିବା ଭିଡିଓ ରେ।କେବଳ ଏତିକି ନୁହଁ ଏହି ସରକାରୀ ବାବୁ ଜଣଙ୍କ ଏତେ ମାତ୍ରାରେ ମଦ୍ୟପାନ କରନ୍ତି ଯେ ଏହି ଭିଡିଓ ରେକର୍ଡ ହେବା ସମୟରେ ମଧ୍ୟ ସେ ବେହୋସ୍ ଅବସ୍ଥା ରେ ଥିଲେ। ତାଙ୍କ ଅଫିସ ପଛ ପଟରୁ ମିଳିଛି ଏକ ବଡ଼ ପେଟି ରେ ପୂର୍ଣ୍ଣ ଥିବା ମଦ ବୋତଲ। ଯାହା ସ୍ପଷ୍ଟ କରୁଛି କେତେ ମାତ୍ରାରେ ମଦ ପିଇ ନିଶାରେ ବୁଡି ରୁହନ୍ତି ଏହି ସରକାରୀ ବାବୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।