ଦେଖନ୍ତୁ Viral ଭିଡ଼ିଓ – ଦିବ୍ୟାଙ୍ଗ ହେଇ ବି ମୋର ବି ଜଣେ ପ୍ରେମିକା ଅଛନ୍ତି ,ସେ କେବେବି ମୋ ହାତ ଛାଡି ଯିବେନି ଏନେଇ ପ୍ରଶାନ୍ତ ଭାଇ କଣ କହୁଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ ….

ତେବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ତ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଜାଣି ପାରିବେ କି ମନରେ ଚେଷ୍ଟା ଆଉ ଆତ୍ମବିଶ୍ୱାସ ଥିଲେ ମଣିଷ ସବୁ କାର୍ଯ୍ୟ କୁ ସହଜରେ କରିପାରେ ବୋଲି | ଆଉ ସେମିତି ଏକ ଦୃଶ୍ୟ ଦେଖୁବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ଆଉ ଯେଉଁଠି କୁହାଯାଉଛି କି ଗୋଡ଼ ନାହିଁ କି ହାତ ନାହିଁ କିନ୍ତୁ ନିଜର ଇଚ୍ଛା ଶକ୍ତି ବଳରେ ଏଭଳି ଡାନ୍ସ କରୁଛନ୍ତି ଯୋଉଟା କି ସାରା ଓଡିଶା ର ଲୋକ ଙ୍କ ମନରେ ଖୁସି ଭରି ଦେଇଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ସେହି ପ୍ରଶାନ୍ତ ଙ୍କ ବିଷୟରେ ଅଧିକ କିଛି ଜାଣିବା |

ତେବେ ପ୍ରଶାନ୍ତ ଙ୍କ କହିବା ଅନୁସାରେ ତାଙ୍କର ଗୋଡ଼ ଆଉ ହାତ ନ ଥିବାରୁ ସେ ବହୁତ କଷ୍ଟ ସହିଛନ୍ତି ତାଙ୍କର ଜୀବନରେ | ଆଉ ବହୁତ ସାରା ଷ୍ଟ୍ରୋଗଲ କରିବାକୁ ମିଳିଥିଲା ତାଙ୍କୁ |ପିଲା ଦିନ ଠାରୁ ଆରମ୍ଭ କରିକି ବଡ଼ ହେବା ପର୍ଯ୍ୟନ୍ତ ବହୁତ କଷ୍ଟ ଆଉ ଲୋକ ମାନଙ୍କର ନିର୍ଯାତନା ର ମଧ୍ୟ ଶିକାର ହୋଇଥିଲେ ପ୍ରଶାନ୍ତ | ଆଉ ଯେତେବେଳେ ସେ ଛୋଟ ବେଳେ ସ୍କୁଲ କୁ ଯାଉଥିଲେ ସେତେବେଳେ ମଧ୍ୟ ଦିବ୍ୟାଙ୍ଗ ଯୋଗୁ ତାଙ୍କ ସହିତ ମିଶିବା ପାଇଁ କେହି ଭଲ ପାଉ ନ ଥିଲେ |

ପ୍ରଶାନ୍ତ କୁ କେବଳ ସପୋର୍ଟ କରିଥିଲେ ତାଙ୍କର ମା ଆଉ ଜେଜେ | ତେବେ ତାଙ୍କ ବାପା ମଧ୍ୟ ତାଙ୍କୁ ପକେଇ ଦେବା କୁ କହିଥିଲେ | ଆଉ ଯାହା କୁହାଯାଉଛି କି ପରେ ପ୍ରଶାନ୍ତ ଙ୍କର ଡାନ୍ସ ଏମିତି ଥିଲା କି ଯାହାକୁ ଦେଖିକି ତାଙ୍କର ବାପା ଜାଣି ପାରିଥିଲେ କି ତାଙ୍କର ପୁଅ ବଡ଼ ହୋଇ ଦିନେ ବହୁତ ନାଁ କମେଇବେ ବୋଲି | ଆଉ ତାହା ସହିତ ଦଶମ ଯାଏ ସେ ଭଲ ପଢୁ ନ ଥିଲେ ଆଉ ଶେଷ ବେଞ୍ଚ ରେ ମଧ୍ୟ ବସୁଥିଲେ କିନ୍ତୁ ତାହା ପରେ ସେ ମନ ଦେଇ ପଢିଲେ ଓ ଓଡ଼ିଆ ରେ ପିଜି ମଧ୍ୟ କରିଛନ୍ତି ବୋଲି କହିଛନ୍ତି ଆଉ ଲାଇଫ ରେ ବହୁତ ସଫଳତା ସେ ପାଇଛନ୍ତି |

ଆଉ ପ୍ରଶାନ୍ତ କହିଛନ୍ତି କି ସେ ଯାହାକୁ ପସନ୍ଦ କରୁଥିଲେ ସେ ତାଙ୍କୁ ଦିବ୍ୟାଙ୍ଗ ବୋଲି କହି ଦୁରେଇ ଦେଇଥିଲା | କିନ୍ତୁ ଏବେ ଯିଏ ପ୍ରେମିକା ତାଙ୍କର ଲାଇଫ ରେ ଆସିଛନ୍ତି ସେ ତାଙ୍କର ବାପା ଆଉ ମା ଙ୍କୁ ନିଜ ବାପା ମା ବୋଲି ଭାବୁଛନ୍ତି ଓ ବିବାହ କରିବେ ବୋଲି ମଧ୍ୟ କହିଛନ୍ତି | ତେବେ ପ୍ରଶାନ୍ତ ନିଜର ମନକୁ କେବେ ବି ଦୁର୍ବଳ କରି ନାହାନ୍ତି ଆଉ ସବୁବେଳେ ନିଜ କାମରେ ଧ୍ୟାନ ଦେଇଛନ୍ତି | ଆଉ ଯେଉଁଥିପାଇଁ ସେ ଆଜି ଏତେ ସଫଳ ହୋଇ ପାରିଛନ୍ତି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment