ଦି ପଟୁ ଅପରେସନ କରିଦିଅ ଆଉ ମନ ହବନି… ଏ ନେଇ କଣ କହିଲେ ସୁର ରାଉତରାୟ ( Sura Rautray )… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବହୁତ ମାତ୍ର ରେ ଭାଇରାଲ ହେଉଥିବା ସେହି ଭିଡ଼ିଓ ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଥିବା କୁହାଯାଇଛି | ତେବେ କିଛି ଦିନ ଧରି ବେଶ ଚର୍ଚ୍ଚା ରେ ଥିବା ଭୁବନେଶ୍ୱର ରବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଭିଡିଓ ଓ ମେସେଞ୍ଜର ଚାଟ୍ ଏବେ ଲୋକ ଲୋଚନକୁ ଆସିଛି ବୋଲି ସୂଚନା ମିଳିଛି ଉକ୍ତ ଭିଡିଓରେ ବ୍ଲାକମେଲ ପରେ ଅର୍ଚ୍ଚନା ହୋଟେଲରେ କିପରି ଡିଲ୍ କରୁଥିଲେ ତାହା ରହିଥିବା କୁହାଯାଉଛି | ତେବେ ସେ ଚାଟରେ ରହିଛି ସେ କେମିତି ବିଭିନ୍ନ ରାଜନେତା ମାନଙ୍କୁ ଫସାଇବା ପାଇଁ ବିଭିନ୍ନ ପ୍ରକାରର ବାହାନା କରୁଥିଲେ ଅର୍ଚ୍ଚନା | ଆଉ ଯାହାକୁ ନେଇକି କଣ ପ୍ରତିକ୍ରିୟା ରଖିଛନ୍ତି ଅର୍ଚ୍ଚନା ଆସନ୍ତୁ ଜାଣିବା |

ତେବେ ମିଳିଥିବା ସୂଚନା ଅନୁଯାୟୀ ସ୍ୱାମୀଙ୍କ ଅସୁସ୍ଥତାର ଫଟୋ ଛାଡ଼ି ଧନୀ ଲୋକଙ୍କ ସହିତ ସମ୍ପର୍କ ବଢ଼ାଇବା ପାଇଁ ଉଦ୍ୟମ କରିବା ସହିତ ବଡ଼ ବ୍ୟବସାୟୀର ପରିଚୟ ଦେଇ ଧନୀ ଲୋକଙ୍କୁ ଟଙ୍କା ମାଗୁଥିଲେ | ଧୀରେ ଧୀରେ ସମ୍ପର୍କ ବଢ଼ାଉଥିଲେ ସୁଯୋଗ ଦେଖି ଘରକୁ ଡାକୁଥିଲେ ଘରକୁ ଖାଇବାକୁ ନିମନ୍ତ୍ରଣ କରୁଥିଲେ | ଆଉ ଯଦି ଧନୀ ବ୍ୟକ୍ତିଜଣଙ୍କ ଅର୍ଚ୍ଚନାଙ୍କ ମାୟାଜାଲରେ ପଡ଼ି ଥରେ ଚାଲିଆସୁଥିଲେ ତାହେଲେ ସେଥିରୁ ମୁକୁଳିବା କଷ୍ଟକର ହୋଇପଡ଼ୁଥିଲା |

ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇବାକୁ ପ୍ରଲୋଭିତ କରୁଥିଲେ,ଆଉ ଏଥିପାଇଁ ସମସ୍ତ ପ୍ରକାରର ସୁଯୋଗ ସୃଷ୍ଟି କରୁଥିଲେ ସମ୍ପର୍କ ବଢ଼ିଯିବା ପରେ ସେମାନଙ୍କ ଅନ୍ତରଂଗ ମୁହୁର୍ତର ଫଟୋ ଓ ଭିଡିଓ ସୁଟିଂ କରି ନେଉଥିଲେ ପରବର୍ତ୍ତୀ ସମୟରେ ସେହି ଭିଡିଓ ଓ ଫଟୋକୁ ଦେଖାଇ ଆରମ୍ଭ କରୁଥିଲେ ବ୍ଲାକମେଲିଂ | ତେବେ ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ ଅର୍ଚ୍ଚନା କିଏ ମୁ ଜାଣିନି ଓ ଏଥିରେ ଯେଉଁ ରାଜନେତା ମାନେ ସାମିଲ ଅଛନ୍ତି ସେମାନଙ୍କୁ ଦଳରୁ ବାହାର କରିଦିଆଯାଉ |

ଏହା ସହିତ ସେ କଥା ମଧ୍ୟ କହିଛନ୍ତି ଯେ ଏପରି ସେକ୍ସକରୁଥିବା ମହିଳା ଙ୍କୁ ସେମାନଙ୍କର ଦି ପଟୁ ଅପେରସନ କରିଦିଅ ସେମାନଙ୍କର ଆଉ ମନ ହେବନି |ତେବେ କିଛି ଏମିତି କହି ଏବେ କଂଗ୍ରେସ ବିଧାୟକ ସୁର ରାଉତରାୟ ବେଶ ଚର୍ଚ୍ଚା ରେ ଥିବା କୁହାଯାଇଛି ହେଲେ, କଳାହାଣ୍ଡିରୁ କେମିତି ଆସି କଳାସାମ୍ରାଜ୍ୟର ମାଲିକାଣୀ ବନିଥିଲେ ଅର୍ଚ୍ଚନା ତାଙ୍କ ପଛରେ କାହାର ହାତ ରହିଛି ପୁଲିସ ଜବତ କରିଥିବା ପେନଡ୍ରାଇଭ ଓ ମୋବାଇଲରେ କେଉଁ ବିଶିଷ୍ଟ ବ୍ୟକ୍ତିଙ୍କର ରହିଛି ଭିଡିଓ ସାଧାରଣରେ ଏମିତି ଅନେକ ପ୍ରଶ୍ନ ଉଠିଛି| ହେଲେ ପୋଲିସର ଏନେଇ ମୁହଁ ଖୋଲୁ ନଥିବା ହେତୁ ଲୋକଙ୍କର ସନ୍ଦେହ ଅଧିକ ବଢି ଥିବା ଦେଖା ଯାଇଛି | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment