14 ନଭେମ୍ବର ପବିତ୍ର ଦୀପାବଳୀରେ ଏହି ଚାରୋଟି ରାଶି ହେବେ ମାଲାମାଲ୍ , ଆପଣଙ୍କ ରାଶି ଅଛି କି ?

ଆନନ୍ଦର ପର୍ବ ହେଉଛି ଦୀପାବଳୀ ଏହା ସମସ୍ତଙ୍କ ମନରେ ଖୁସି ଆଣି ଦେଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ଏହି ଦୀପାବଳୀରେ କାହାର ଭାଗ୍ୟ ଖୋଲିବାକୁ ଯାଉଛି । କେଉଁ ମାନେ ଏହି ଦୀପାବଳୀର ସମସ୍ତ ପ୍ରକାର ଉନ୍ନତି ଲାଭ ପାଇବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ,ସେହି ରାଶି ମାନଙ୍କ ବିଷୟରେ ।

1–ମେଷ ରାଶି   –ଶାରିରାକ ସ୍ତରରେ ନିୟନ୍ତ୍ରଣ ରଖନ୍ତୁ ଆପଣ ମାନଙ୍କୁ ବିଦ୍ରୋହର ଭାବନା କ୍ଷତି କାରକ ହୋଇପାରେ । ଦୀପାବଳୀରେ ଆପଣ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତି ଗ୍ରସ୍ତ ହୋଇପାରନ୍ତି । ବ୍ୟବସାୟିକ ପରିସ୍ଥିତି ମଧ୍ୟ ଅଡୁଆ ହୋଇପାରେ ।

2–ବୃଷ ରାଶି

 


ଏହି ଦୀପାବଳୀରେ ଆପଣ ମାନଙ୍କର ଶତ୍ରୁ ମାନେ ପରାସ୍ତ ହେବେ । ଭଲ ଖବର ଶୁଣିବାକୁ ମିଳିପାରେ । ସ୍ୱାସ୍ଥ୍ୟ ବହୁତ ହିଁ ଭଲ ରହିବ । ବ୍ୟବସାୟ ମଧ୍ୟ ଲାଭ ଦାୟକ ହେବ । ଦୀପାବଳୀ ପୂର୍ବରୁ ଆପଣଙ୍କର ଭାଗ୍ୟରେ ଏକ ବହୁତ ହିଁ ବଡ ପରିବର୍ତ୍ତନ ରହିଛି ।

3–ମିଥୁନ ରାଶି

ସଠିକ ସମୟରେ ଆପଣଙ୍କର ମନକୁ ଆସିଥିବା ଶକ୍ତିକୁ ବ୍ୟବହାର କରନ୍ତୁ । କାହିଁକିନା ବର୍ତ୍ତମାନ ସମୟରେ ଏହାକୁ ବ୍ୟବହାର କଲେ କ୍ଷତି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସମୟରେ କେବଳ ଯୋଜନା ପ୍ରସ୍ତୁତ କରନ୍ତୁ ବାକି ସମୟ ଆପଣଙ୍କର ଭଲ ରହିବ । ଆଗାମୀ ଦିନ ଗୁଡିକ ଆପଣ ମାନଙ୍କ ପାଇଁ ଶୁଭ ଦାୟକ ହେବ ।

4–କର୍କଟ ରାଶି

ଆପଣଙ୍କର ମାନସିକ ସ୍ଥିତି ଭଲ ନାହିଁ , ମନ ଭିତରେ ଊୟ ଆସିପାରେ । ଶାରିରୀକ , ମାନସିକ , ବୃତ୍ତିଗତ ସ୍ଥିତି ମଧ୍ୟମ ଧରଣର ରହିବ । ଆଗାମୀ ଦିନ ଆପଣ ମାନଙ୍କ ପାଇଁ ଶୁଭ ଦାୟକ ହେବ ।

5–ସିଂହ ରାଶି

ଆପଣଙ୍କର ଦୃଢତା ବୃଦ୍ଧି ପାଇବ ମନରେ ସ୍ଥିରତା ଆସିବ , ମାନସିକ ଏବଂ ଶାରିରୀକ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ । ପିଲା ମାନଙ୍କର ଯତ୍ନ ନିଅନ୍ତୁ ଆପଣଙ୍କର ଆଗାମୀ ସମୟ ସମସ୍ତ ଠିକ ହୋଇଯିବ ।

6–କନ୍ୟା ରାଶି

ଆପଣ ମାନେ ଟିକେ ଧ୍ୟାନ ଦେଇ ଚାଲନ୍ତୁ କାରଣ ଆଘାତ ଆସିପାରେ । କୌଣସି ବିପଦ ପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ । ବ୍ୟବସାୟ ପରିସ୍ଥିତି ଆଗକୁ ଆପଣ ମାନଙ୍କର ବହୁତ ହିଁ ଭଲ ରହିଛି ।

7–ତୁଳା ରାଶି

ଆର୍ଥିକ ଦୃଷ୍ଟିରୁ ଭଲ ରହିବ । ଆପଣ ମାନେ କେବଳ ନିଜର ମନକୁ ନିୟନ୍ତ୍ରଣରେ ରଖନ୍ତୁ । ଆପଣଙ୍କର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ସ୍ୱାସ୍ଥ୍ୟ ପ୍ରେମ ଏବଂ ବ୍ୟବସାୟ କ୍ଷେତ୍ରରେ ମଧ୍ୟମ ଧରଣର ରହିବ । ଅନେକ ବର୍ଷ ପରେ ଆପଣଙ୍କର ସମସ୍ତ ଅସୁବିଧା ସମାପ୍ତ ହେବ ।

8–ବିଛା ରାଶି


ଆପଣ ମାନେ ଏହି ସମୟରେ ଆପଣଙ୍କର ଚତୁଃପାର୍ଶରୁ କିଛି ଆର୍ଶିବାଦ ପାଇ ପାରନ୍ତି । ଶରୀର ମଧ୍ୟମ ଧରଣର ରହିବ । ପ୍ରେମର ଅବସ୍ଥା ବହୁତ ହିଁ ଭଲ ରହିବ । ବ୍ୟବସାୟ ପରିସ୍ଥିତି ବହୁତ ହିଁ ଭଲ ହେବ ।

9–ଧନୁ ରାଶି

ଧର୍ମ କର୍ମରେ ମନଯୋଗ ଦେଲେ ଏହା ଆପଣ ମାନଙ୍କୁ ଶକ୍ତିଶାଳୀ କରିବ । ଆପଣଙ୍କର ଭାଗ୍ୟ ବଳରେ କିଛି ଭଲ ଘଟିବ , ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ । ବ୍ୟବସାୟ ପୂର୍ବପରି ସମାନ ରହିବ ।

10–ମକର ରାଶି

ଅସତ କର୍ମ କାରଣରୁ ଅସୁବିଧାରେ ପଡିପାରନ୍ତି । ,ସାରିରୀକ ସ୍ତରରେ ଉନ୍ନତି ହୋଇଛି ମାନସିକ ଭୟ ସୃଷ୍ଟି ହୋଇପାରେ । ପ୍ରେମ ପୂର୍ବ ଅପେକ୍ଷା ବଲ ରହିବ । ସମୟ ସମୟରେ ବ୍ୟବସାୟରେ ଉନ୍ନତି ହେବ ।

11-କୁମ୍ଭ ରାଶି


ଜୀବନ ସାଥୀ ସହିତ କିଛି ଭଲ ଘଟଣା ଘଟିବା ପାଇଁ ଯାଉଛି । ଦୀର୍ଘ ଦିନ ଧରି ଚାଲି ଆସୁଥିବା ବିବାଦ ଦୂର ହେବ । ବ୍ୟବସାୟ କ୍ଷେତ୍ରରେ କିଛି ଆସ୍ୱସନା ମିଳିବ । ପ୍ରେମ ବ୍ୟବସାୟ ସବୁ କିଛି ଭଲ ରହିବ ।

12–ମୀନ ରାଶି

ଆପଣଙ୍କର ରୋଗ ପ୍ରତି ରୋଧକ ଶକ୍ତିରେ ଉନ୍ନତି ଆସୁଛି । ମାନସିକତାକୁ ନିୟନ୍ତ୍ରଣରେ ରଖନ୍ତୁ । ବୃତ୍ତିଗତ ସ୍ତରରେ ଆପଣଙ୍କର ଭଲ ରହିବ । ବ୍ୟବସାୟ ପୂର୍ବପରି ସମାନ ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment