Odisha News Portal

କେଉଁ କାରଣ ପାଇଁ ଆଲିଆ ଭଟ୍ଟ ଙ୍କ ସାମ୍ମନାରେ ରଣବୀର କପୂର ଙ୍କୁ ଦୀପିକା ପାଦୁକୋନ୍ କଣ୍ଡମ ପ୍ୟାକେଟ୍ ଦେବାପାଇଁ ଚାହୁଁଥିଲେ ! ରଣବୀରଙ୍କ ବିଷୟରେ ଦୀପିକା କହିଲେ ଏମିତି କଥା….

0 3

ଏବେ ସାରା ଦେଶରେ ସାରା ବିଶ୍ୱରେ କରୋନାର ଲହରୀ ଚାଲିଛି ଏବେ ପର୍ଯ୍ୟନ୍ତ ଦେଶ ଦୁନିଆରେ କରୋନାର ଲହରୀ କମିନାହିଁ । ପ୍ରତ୍ୟେକ ଦିନ ହଜାର ହଜାର ଲୋକମାନେ ଏହି ଭାଇରସର କାଳରେ ଆସୁଛନ୍ତି ଏବଂ ହଜାର ହଜାର ଲୋକ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି । ଭାରତରେ ଏଥିପାଇଁ ଲକଡାଉନ କରାଯାଇଥିଲା ଏବେ ଯେଉଁଥିପାଇଁ ଲୋକମାନେ ଘରୁ ବାହାରକୁ ବାହାରି ପାରୁନଥିଲେ । ମାତ୍ର ଏହା ପରେ ପରେ ଲକଡାଉନ ଶେଷ କରି ସରକାର ଅନଲକର ଘୋଷଣା କରିଥିଲେ । ତେବେ ଏହି ଅନଲକ ଆରମ୍ଭ ହେବା ପରେ ଲୋକମାନେ ଘରୁ ବାହାରିବା ସହିତ ସେମାନଙ୍କୁ ଅନେକ ପ୍ରକାର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି ।

ତେବେ ସାଧାରଣ ଲୋକମାନଙ୍କ ପରି ବଲିଉଡ ଷ୍ଟାର ମାନେ ମଧ୍ୟ ନିଜର ଦରକାର କାମ ପଡିଲେ ବା କିଛି ଦରକାର ହେଲେ ସେମାନେ ଘରୁ ବାହାରକୁ ବାହାରୁଛନ୍ତି ନହେଲେ ବାହାରୁ ନାହାନ୍ତି । ଏହି ସମୟରେ କିଛି ବଲିଉଡ ଷ୍ଟାର ମାନଙ୍କର ଯୋଡି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏହା ସହିତ ସେହି ଯୋଡି ମାନେ ଏବେ ବହୁତ ଚର୍ଚ୍ଚାରେ ମଧ୍ୟ ରହୁଛନ୍ତି । ଏହା ସହିତ କେତେକ ଷ୍ଟାର ମାନଙ୍କର କିଛି କତା ମଦ୍ୟ ଏହି ସମୟରେ ସମସ୍ତଙ୍କ ସାମ୍ନାକୁ ଆସୁଛି । ତେବେ ଏହି ସମୟରେ ଦୀପିକା ପାଦୁକୋନଙ୍କର ଏକ ପୁରୁଣା ଇଣ୍ଟରଭ୍ୟୁୟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ସେ ରଣବୀର କପୁରଙ୍କୁ ଏକ ଏମିତି କଥାରେ ପକେଇଥିଲେ ଯାହାକୁ ଶୁଣିକରି କେହି ମଧ୍ୟ ସେହି କଥାକୁ ବିଶ୍ୱାସ କରି ପାରିନଥିଲେ । ଯାହା ଫଳରେ ଏହି କଥା ଶୁଣି କରି ରଣବୀର କପୁରଙ୍କର ବାପା ରିଷି କପୁର ଦୀପିକାଙ୍କ ଉପରେ ବହୁତ ଜୋରରେ କିଛି କଥା କହିଥିଲେ ।


ଦୀପିକା ପାଦୁକୋନ କିଛି ବର୍ଷ ଆଗରୁ ଆଗରୁ କରନ ଜୋହରଙ୍କର ଚେଟ ଶୋରେ ପହଞ୍ଚିଥିଲେ । ଯେଉଁ ଶୋ ରେ ଦୀପିକା ପାଦୁକୋନ ନିଜର ବ୍ୟକ୍ତିଗତ ଜୀବନ ଏବଂ ଚାଙ୍କର କିଛି ରିଲେସନସିପ ବିଷୟରେ କଥା କହିଥିଲେ । ତେବେ ଏହି କଥା ସମୟରେ ସେ ରଣବୀର କପୁରଙ୍କୁ ନେଇ କରି କିଛି କଥାର ଖୁଲାସା କରିଥିଲେ । ସେହି ଶୋରେ ଯେତେବେଳେ କରନ ଜୋହର ଦୀପିକା ପାଦୁକୋନଙ୍କୁ ପ୍ରଶ୍ନ ପଚାରିଲେ କି ଆପଣ ରଣବୀର କପୁରଙ୍କୁ ଗିଫ୍ଟରେ କଣ ଦେବାକୁ ଚାହୁଁଛନ୍ତି ।

ସେହି ସମୟରେ ଦୀପିକା ପାଦୁକୋନ କହିଥିଲେ କି ମୁଂ ରଣବୀରକୁ ଏକ କଣ୍ଡମର ପ୍ୟାକେଟ ଗିଫ୍ଟ କରିବି କାହିଁକିନା ସେ ଏହାର ବ୍ୟବହାର ବହୁତ କରନ୍ତି । ଏହା ସହିତ ଦୀପିକା ଏହା ମଧ୍ୟ କହିଥିଲେ କି ରଣବୀର କପୁରଙ୍କୁ କିଛି କଣ୍ଡମ କମ୍ପାନୀର ବିଜ୍ଞାପନ ମଧ୍ୟ କରିବା ଆବଶ୍ୟକ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।