Odisha News Portal

ଦେଖନ୍ତୁ ବାହାଘର ପରେ ପ୍ରଥମ ଦିନ ଶାଶୁ ଘରେ କେମିତି କାଟିଲେ ଓଡିଆ ସିଙ୍ଗର ଦିପ୍ତିରେଖା ! ଜାଣନ୍ତୁ ସଂମ୍ପୂର୍ଣ୍ଣ ଖବର….

ଗତ ଶୁକ୍ରବାର ଦିନ ବିଜନେସ୍ ମ୍ୟାନ୍ ସୌମ୍ୟଙ୍କ ହାତ ଧରିଥିଲେ ଓଲିଉଡ କଣ୍ଠଶିଳ୍ପୀ ଦିପ୍ତିରେଖା । ଓଲିଉଡ ଜଗତ ର ପ୍ରାୟ ସମସ୍ତ ହିଟ୍ ଗୀତ ଗାଇ ସୁପରିଚିତ ହୋଇଥିବା ଏହି ସିଙ୍ଗର ହେବେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଆଉ ବିବାହର ପ୍ରଥମ ପରେ ଶାଶୁ ଘରେ କେମିତି ଅଛନ୍ତି ଜାଣିବା ପାଇଁ ଚାହୁଁ ଥିଲେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ତେବେ ବିବାହ ବନ୍ଧରେ ବାନ୍ଧି ହୋଇ ସାରିଛନ୍ତି ଓଲିଉଡ ପପୁଲାର ସିଙ୍ଗର ଦିପ୍ତୀରେଖା ପାଢି । ଏକ ଘରୋଇ ଚ୍ୟାନାଲରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପପୁଲାର ସିରିଏଲ୍ ରାଜକନ୍ୟାର ଲିଡ୍ ଆର୍ଟିଷ୍ଟ ଭାବେ ସେ ଘରେ ଘରେ ଖୁବ୍ ପରିଚିତ ଥିଲେ ।

ପରେ ସେ ନିଜର ଅଭିନୟ କ୍ୟାରିୟରକୁ ଛାଡି ସଂଗୀତ ଦୁନିଆରେ ପାଦ ରଖିଲେ । ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମାନନ୍ଦଙ୍କ ଗାଇଡେନ୍ସରେ ସେ ନିଜର ସଂଗୀତ କ୍ୟାରିୟରେ ବହୁତ ସଫଳତା ମଧ୍ୟ ପାଇଛନ୍ତି ଏବଂ ଆଗକୁ ଓଲିଉଡ ଇଣ୍ଡଷ୍ଟ୍ରକୁ ତାଙ୍କର ସୁମଧୁର କଣ୍ଠରେ ଅନେକ ଗୁଡିଏ ଗୀତ ଭେଟିଦେବେ ।


ତେବେ କୋଭିଡର ଏହି ଜଟିଳ ପରିସ୍ଥିତିରେ ସରକାରଙ୍କ କୋଭିଡ ନିୟମକୁ ମାନି ଖୁବ୍ ନିରାଡମ୍ବର ଭାବରେ ଦିପ୍ତୀଙ୍କ ବିବାହ କାର୍ୟ୍ୟ ସରିଛି । ଖୋର୍ଦ୍ଧାର ବିଜେନେସ୍ ମ୍ୟାନ ସୌମ୍ୟରଞ୍ଜନଙ୍କୁ ଦିପ୍ତୀରେଖା ନିଜର ଜୀବନସାଥୀ ରୂପେ ବାଛିଛନ୍ତି । ଏହି ଅବସରରେ ଓଡିଶା ସିନେମା ଇଣ୍ଡଷ୍ଟ୍ରିର ବହୁ ନାମୀଦାମୀ କଳାକାର ମାନେ ଯୋଗ ଦେଇ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ବୋଲି ଆଶିର୍ବାଦ କରିଥିଲେ ।


ଦିପ୍ତିଙ୍କ ଅବଦାନ ବହୁତ ରହିଛି ଓଲିଉଡ ସିଙ୍ଗରଙ୍କ ପାଇଂ କାହିଁକି ନାଁ ବହୁତ ଆଇକନିକ୍ ଗୀତ ଗାଇ ଲୋକମାନଙ୍କ ହୃଦୟରେ ଛାଇ ଯାଇଛନ୍ତି ଦିପ୍ତି । ପ୍ରାୟ. ସମସ୍ତ ଗୀତ ଗୁଡିକ ଲୋକମାନଙ୍କ ହୃଦୟକୁ ଛୁଇଁଛି । ତେବେ ସୋମ୍ୟ ଜଣେ ବିଜେନେସ୍ ମ୍ୟାନ ହୋଇଥିବା ତାଙ୍କର ଘର ହେଉଛି ଖୋର୍ଦ୍ଧା । ଆଉ ବିବାହ ପରେ ଦିପ୍ତିରେଖା ଏବଂ ତାଙ୍କ ଶାଶୁଘର ଖୋର୍ଦ୍ଧାରେ ରହୁଛନ୍ତି ।

ତେବେ ସେ ତାଙ୍କ ସ୍ବାମୀଙ୍କ ସହିତ ରହିବା ସହିତ ସେହି ଠାରୁ ହିଁ ସିଙ୍ଗିଂଗ କ୍ୟାରିୟର ଗଢିବେ । ଅର୍ଥାତ ସେହି ଠାରୁ ହିଁ ସିଙ୍ଗିଙ୍ଗ କ୍ୟାରିୟର ଗଢିବେ । ମ୍ୟୁଜିକାଲ ସାଇଣ୍ଟିଷ୍ଟ ପ୍ରେମାନନ୍ଦଙ୍କ କମ୍ପୋଜିସନ ରେ ଅନେକ ଗୀତ ଗାଇ ଲୋକ ମାନଙ୍କ ହୃଦୟକୁ ଜିଣି ଥିବା ଦିପ୍ତି ରେଖା ଲୋକ ମାନଙ୍କ ହୃଦୟରେ ଜାଗା ମଧ୍ୟ କରିଥିଲେ । କାହିଁକି ନାଁ ତାଙ୍କର ଗୀତ ଯେତିକି ସୁନ୍ଦର ସେ ଦେଖିବା ପାଇଂ ମଧ୍ୟ ସେତିକି ସୁନ୍ଦର ।

ଅନେକ ଫ୍ୟାନ୍ ମାନେ ତାଙ୍କର ଭଲ ପାଇବାକୁ ନେଇ ସ୍ବପ୍ନ ଦେଖୁଥିଲେ ଏବଂ ତାଙ୍କର ବିବାହ ପରେ ଫ୍ୟାନ୍ ମାନଙ୍କ ମନରେ ଯେତିକି ଖୁସି ଖେଳିଛି ତା ଠାରୁ ଅଧିକ ଦୁଃଖ ଖେଳି ଯାଇଛି । କାହିଁକି ନାଁ ଦିପ୍ତିରେଖା ଅନେକ ଲୋକମାନଙ୍କର କ୍ରସ ମଧ୍ୟ ଥିଲେ ଏବଂ ଦିପ୍ତିରେଖାଙ୍କୁ କେହି କେହି୍ ତାଙ୍କର ଲଭର ମଧ୍ୟ ଭାବୁଥିଲେ । କିନ୍ତୁ ଦିପ୍ତିରେଖାଙ୍କ ବିବାହ ପରେ ତାଙ୍କର ଫ୍ୟାନ୍ ମାନଙ୍କ ପାଇଁ ଉଭୟ ଖୁସି ଏବଂ ଦୁଃଖ ଆଣିଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।