ଦେଖନ୍ତୁ Shocking ଭିଡ଼ିଓ : ଧୁମ ଷ୍ଟାଇଲରେ ସ୍ତ୍ରୀ କୁ ଟେକି ନେଲେ ରାହୁଲ… ଏମିତି ଦୃଶ୍ୟ ଜୀବନରେ କେବେ ବି ଦେଖି ନଥିବେ…

ହଁ ଦର୍ଶକବନ୍ଧୁ ବହୁତ ଦିନରୁ ସେସିଆଲ ମିଡିଆରେ ଭାଇରାଲ ହେଉଛି ରାହୁଲ ଓ ହରିପ୍ରିୟଙ୍କ ଘଟଣାଟି , ଘଟଣାରେ ହରିପ୍ରିୟଙ୍କର ହେଇଥିଲା କିଡନାପିଙ୍ଗ, ଆଉ ହରିପ୍ରିୟଙ୍କୁ ଖୋଜିବାରେ ବାହାରି ପଡିଥିଲା ତାଙ୍କର ସ୍ୱାମୀ ଓ ଶଶୁର ଘର ଲୋକ , ହରିପ୍ରିୟଙ୍କ କିଡନାପିଙ୍ଗ ରେ ମଧ୍ୟ ପାଗଳ ଭଳିଆ ହେଇଯାଇଥିଲା ରାହୁଲ | ତେବେ ଏବେ ହରିପ୍ରିୟଙ୍କୁ ଗୋଟିଏ ଜଗନ୍ନାଥ ମନ୍ଦିରରେ ବାହାଘର ହେଉଥିବାର ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ ତାଙ୍କ ସ୍ୱାମୀ ରାହୁଲ ଓ ତାଙ୍କ ଶଶୁର , ଆଉ ସେଠୁ ଫେରିଲା ପରେ ଏମିତି କିଛି କହିଥିଲେ ରାହୁଲଙ୍କ ବାପା |

ତାଙ୍କ କହିବା ଅନୁସାରେ ତାଙ୍କର ବୋହୁ ହରିପ୍ରିୟା ତାଙ୍କ ନିଜ ଇଚ୍ଛା ରେ କଲେଜରୁ ଯାଇନଥିଲା , ସମସ୍ତ ଘଟଣା ପଛରେ ଝିଅର ମାମୁ ତାଙ୍କ ମା ଙ୍କର ଭୂମିକା ରହିଛି | ସେମାନେ ମୋ ବୋହୂକୁ ନିଶା ଜିନିଷ ଦେଇକି ବେହୋସ କରିଦେଇଥିଲା ଓ ଯେତେବେଳେ ତାଙ୍କର ହୋସ ଆସିଥିଲେ ସେତେବେଳେ ସେ ଦେଖିଲେ କି ତାଙ୍କ ମାମୁ ଘରେ ଅଛନ୍ତି ଯାହା ହରିପ୍ରିୟା ଆସିକି ତାଙ୍କ ଶଶୁର ଘର ଲୋକଙ୍କୁ ଜଣାଇଥିଲେ | ଆଉ ତା ପରେ ତାଙ୍କ ଶଶୁର ଘର ଲୋକଙ୍କ ନାଁରେ ମିଛ ଆରପ ଲଗାଇ କହିଥିଲେ କି ତାଙ୍କ ଶଶୁର ଘର ଲୋକ ତାଙ୍କୁ କିଡ଼ନାପିଙ୍ଗ କରିଛନ୍ତି | ଆଉ ମୋ ବୋହୁ ନାଁ ରେ ଅନ୍ୟ ପୁଅ ସହିତ ପଳାଇଯିବାର ମିଛ କଥା କହିଛନ୍ତି, ଓ ମୋ ବୋହୁ କୁ ବଦନାମ କରଉଛନ୍ତି , ଯୋଉଠିକି ତାଙ୍କର ନିଜ ଲୋକ ତାଙ୍କୁ ଉଠାଇ ନେଇ ପଳାଇଥିଲେ, କିନ୍ତୁ ରାହୁଲକୁ ଦେଖି ତାଙ୍କ ବୋହୁ ଦୌଡ଼ି ଆସି ତାଙ୍କୁ କୁଣ୍ଢାଇ ପକାଇଥିଲେ ଯୋଉଠୁ ସତ ଠିକ ଭାବରେ ଜଣା ପଡୁଛି |

କିନ୍ତୁ ଏହି କିଡନାପିଙ୍ଗ ର ଖବର କୋଉଠୁ ପାଇଲୁ ବୋଲି ପଚାରିବାରୁ ରାହୁଲଙ୍କ ବାପା କହିଥିଲେ କି ପୋଲିସ ଓ ମିଡ଼ିଆଙ୍କ ସାହାଯ୍ୟ ଆଉ ଆମ ଗାଁ ର ସରପଞ୍ଚ ଙ୍କ ସାହାଯ୍ୟ ଯୋଗୁ ମୁଁ ମୋ ବୋହୁ କୁ ଫେରିପାଇଛି |କାରଣ ମୋ ବୋହୁ ପାଖରେ ଫୋନ ନଥିଲା କିନ୍ତୁ ଏହି ମାନେ ମୋ ବୋହୂର ପୁଣି ଥରେ ବାହାଘର କରାଇଦେବାର କଥା ମତେ ଜଣାଇଥିଲେ ଆଉ ମୁଁ ସେଠାରେ ପହଞ୍ଚିପାରିଥିଲି |ଆଉ ମଧ୍ୟ କହିଛନ୍ତି କି ମୁଁ 5-6 ଦିନ ହେଲା ସମସ୍ତ ଖବର ପାଉଛି କୁଆଡେ ଯାଉଛନ୍ତି କଣ କରୁଛନ୍ତି, ଆଉ ମତେ ମଧ୍ୟ ସାହାଡ଼ା ଗାଁ ର ପିଲାମାନେ ବହୁତ ସାହାଯ୍ୟ କରିଛନ୍ତି, ସେଠି ହେଇଛି ମୋ ମାମୁ ଙ୍କ ଘର ଆଉ ବାହାଘର କଥା ସେହିମାନେ ମୋତେ ଜଣାଇଥିଲେ |

ସେ ମଧ୍ୟ ଶେଷରେ କହିଛନ୍ତି କି ମୁଁ ମୋ ବୋହୂକୁ ପାଇଁକି ବହୁତ ଖୁସି ଅଛି , କିନ୍ତୁ ଏବେ ମୁଁ ମୋ ବୋହୂକୁ ନେଇକି ପୋଲିସ ପାଖକୁ ଯିବି ଓ କଣ ପାଇଁ ବୋହୁଙ୍କ ବାପା ଘର ଲୋକ ମୋ ବୋହୂକୁ କିଡନାପ କରି ମୋ ନାଁ ରେ ମିଛ ଅଭିଯୋଗ କରୁଥିଲେ ତାହାର ନ୍ୟାୟ ପାଉବା ପାଇଁ ପୋଲିସ ଙ୍କୁ ସାହାଯ୍ୟ ମାଗିବି, ତେବେ ଏହି ସବୁ କଥା ରାହୁଲ ଙ୍କ ବାପା ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment