ମିଡ଼ିଆ ଆଗରେ କଡା ମନ୍ତବ୍ୟ ଦେଲେ ରାଇନା ! “ମୁଁ ଆଗ MS Dhoni ଙ୍କ ପାଇଁ ଖେଳେ ତା’ପରେ ଦେଶ ପାଇଁ ଖେଳେ…” ଧୋନୀ ମୋ ପାଇଁ ଆଗ ଦେଶ ଦ୍ଵିତୀୟ ବୋଲି କାହିଁକି କହିଲେ ସୁରେଶ ରାଇନା ( Suresh Raina )..ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ବର୍ତ୍ତମାନ ଆମେ ଯେଉଁ କଥା ବିଷୟରେ ଆଲୋଚନା କରିବାକୁ ଯାଉଛୁ ତାହା ହେଉଛି କ୍ରିକେଟର ସୁରେଶ ରାଇନା ଙ୍କ ବିଷୟରେ | ଆଉ ଯେଉଁଠି କୁହାଯାଇଛି କି ସୁରେଶ ଭାରତ ପାଇଁ ନୁହଁ ଧୋନି ଙ୍କ ପାଇଁ ପ୍ରଥମେ କ୍ରିକେଟ ଖେଳିଛନ୍ତି ବୋଲି | ଆଉ ତାହା ସହିତ ସୁରେଶ ରାଇନା ଧୋନି ଙ୍କ ସହିତ କ୍ରିକେଟ ଖେଳିବା ଓ IPL ଖେଳିବାକୁ ମଧ୍ୟ ଭଲ ପାଇଥାନ୍ତି ବୋଲି ପ୍ରକାଶ କରିଛନ୍ତି | ଆଉ ଏହିଭଳି ଭାବରେ ସୁରେଶ ରାଇନା ଙ୍କର କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେବାରେ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଜାହା କୁହାଯାଉଛି କି ଟିମ ଇଣ୍ଡିଆ ର ପୂର୍ବତନ ବେଟ୍ସ ମେନ ଓ ମିଷ୍ଟର ଆଇ ପି ଏଲ ଭାବରେ ଜଣା ଶୁଣା ସୁରେଶ ରାଇନା ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ |ତେବେ ତାହା ସହିତ କୁହାଯାଉଛି କି ସୁରେଶ ରାଇନା ହେଉଛନ୍ତି ମହେନ୍ଦ୍ର ସିଂ ଧୋନି ଙ୍କର ବହୁତ ବଡ଼ ଫ୍ରେଣ୍ଡ ଅନେକ ସମୟରେ ସେ ଧୋନି ଙ୍କ ସହିତ ମିଳାମିଶା କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ | ଏହା ଛଡା ରାଇନା ଙ୍କର ଗୋଟିଏ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି ବୋଲି କୁହାଯାଉଛି |ତାହା ବ୍ୟତୀତ କୁହାଯାଉଛି କି ଧୋନି ପାଇଁ ସେ ପ୍ରଥମେ କ୍ରିକେଟ ମୋଇଦାନ କୁ ଆସିଥିଲେ |

ତେଣୁ ଧୋନି ଆଗ ଓ ଭାରତ ପାଇଁ ପଛରେ କ୍ରିକେଟ ଖେଳିଛନ୍ତି ବୋଲି କହିବାକୁ ଲାଗିଛନ୍ତି ସୁରେଶ ରାଇନା |ଏହାଚଡ଼ା ସୁରେଶ ରାଇନା ଙ୍କର କହିବା କଥା କି ସେ ଗାଜିଆ ବାଦ ରୁ ଆସନ୍ତି ଆଉ ଧୋନି ରାଞ୍ଚି ରୁ,ତେବେ ସେ ଧୋନି ଙ୍କ ସହିତ ଅନେକ ମ୍ୟାଚ ମଧ୍ୟ ଖେଳିଛନ୍ତି ଆଉ ଇଣ୍ଡିଆ ପାଇଁ ୱାଲଡ କପ ମଧ୍ୟ ଆଣିଛନ୍ତି | ତେଣୁ ଧୋନି ଙ୍କ ସହିତ ଖେଳିବା ଓ IPL ଖେଳିବା ଏକା କଥା ବୋଲି କହିଛନ୍ତି ସୁରେଶ ରାଇନା | ଆଉ ତାହା ସହିତ କୁହାଯାଉଛି କି 2020 ଅଗଷ୍ଟ 20 ରେ ଧୋନି ତାଙ୍କର କ୍ରିକେଟ ଦୁନିଆରୁ ଅହରି ଯାଇଥିଲେ ବୋଲି କୁହାଯାଉଛି |

ଆଉ ଯାହା କୁହାଯାଉଛି କି ଧୋନି କ୍ରିକେଟ ରୁ ଅବସର ନେବା ପରେ ରାଇନା ମଧ୍ୟ କ୍ରିକେଟ ଖେଳ ରୁ ଅବସର ନେଇଥିଲେ |ଆଉ ଏହି କଥା ରୁ ବେଶ ଭଲ ଭାବରେ ଜାଣି ହେଉଛି କି ଧୋନି ଙ୍କ ସହିତ ରାଇନା ଙ୍କର ସମ୍ପର୍କ କେତେ ଦୃଢ ଅଛି | ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଚର୍ଚ୍ଚା ର ବିଷୟ ପାଲଟିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment