Odisha News Portal

ଧନତେରସରେ ଘରକୁ ଆଣନ୍ତୁ ଏହି ପାଞ୍ଚଟି ଜିନିଷ ଏବଂ ହୁଅନ୍ତୁ ମାଲାମାଲ…ଜାଣନ୍ତୁ ସେହି ପାଞ୍ଚୋଟି ରାଶି ରାଶି କଣ କଣ ?

0 5

ଆଜି ଆମେ ଆପଣ ମାନଙ୍କୁ କହିବୁ କି ଧନତେରସରେ ଆପଣ ମାନେ ଘରକୁ କେଉଁ ପାଞ୍ଚଟି ଜିନିଷ ଆଣିବା ଦରକାର । ଯାହା ଦ୍ୱାରା କି ଆପଣ ମାନଙ୍କର ଭାଗ୍ୟ ଚମକି ଉଠିବ । ଦୀପାବଳୀ ଦିନ ଘରକୁ ଧନ ସମ୍ପତ୍ତି ଏବଂ ଖୁସି ଆଣିବା ପାଇଁ ଆମେ ଲକ୍ଷ୍ମୀଙ୍କର ପୂଜା କରିଥାଉ । ଦୀପାବଳୀର ଦୁଇ ତିନି ଦିନ ପୂର୍ବରୁ ଧନତେରସ ପଡେ । କୁହାଯାଏ କି ସମୁଦ୍ର ମନ୍ଥନ ସମୟରେ ଧନରେତସ ଦିନ ଧନନ୍ତରୀ ନିଜ ସହିତ ଅମୃତର କଳସ ସହିତ ନେଇ ଆସିଥିଲେ । କୁହାଯାଏ କି ଧନତେରସ ଦିନ କିଛି ନା କିଛି କିଣାକିଣି କଲେ ଏହା ବହୁତ ଶୁଭ ହୋଇଥାଏ ।

ଦୀପାବଳୀ ସମ୍ବଦ୍ଧିତ କିଣାକିଣି ମଧ୍ୟ ଏହି ଦିନରେ କରାଯାଇଥାଏ । ଆମେ ଆପଣ ମାନଙ୍କୁ ଏମିତି କିଛି ଦିନ ବିଷୟରେ କହିବାକୁ ଯାଉଛୁ ଯାହାକୁ ଏହି ଦିନରେ କିଣିଲେ ଆପଣଙ୍କର ଘରକୁ ସୁଖ ସମୃଦ୍ଧି ଆସିବା ସହିତ ମାତା ଲକ୍ଷ୍ମୀଙ୍କର କୃପା ସର୍ବଦା ଆପଣଙ୍କର ଗୃହରେ ରହିବ ।

ଯଦି ଆପଣ ମାନେ ମଧ୍ୟ ଧନ ସମ୍ବଦ୍ଧିତ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ଚାହିଁଛନ୍ତି ତେବେ ଏହି ବର୍ଷ ଧନତେରସ ଦିନ ଆପଣ ମାନେ ଏହି ଜିନିଷକୁ ଘରକୁ ନେଇ ଆସନ୍ତୁ । ଯାହା ଦ୍ୱାରା କି ଦେଖିବେ ଆପଣଙ୍କର ଘରେ ଧନ ସମ୍ବଦ୍ଧିତ ସମସ୍ୟା କେବେବି ଦେଖା ଦେବ ନାହିଁ । ତେବେ ଆସନ୍ତୁ ଜାଣିବା କି ସେହି ପାଞ୍ଚଗୋଟି ଜିନିଷ କଣ ଅଟେ ।1–କୁହାଯାଏ କି ଯେତେବେଳେ ଭଗବାନ ଧନନ୍ତରୀ ପ୍ରକଟ ହୋଇଥିଲେ ସେତେବେଳେ ସେ ଏକ ପାତ୍ରରେ ଅମୃତ ନେଇକରି ଆସିଥିଲେ । ତେଣୁ ଧନତେରସ ଦିନ ପିତଳ ପାତ୍ର କିଣିବା ଅତ୍ୟନ୍ତ ଶୁଭ ଅଟେ ।

2– ଚାନ୍ଦି ଚନ୍ଦ୍ରମାଙ୍କର ଧାତୁ ହୋଇଥିବାରୁ ଧନତେରସ ଦିନ ରୂପାର କିଛି ଜିନିଷ ଘରକୁ ଅଣାଯାଏ । ଏହି ଦିନ ରୂପା କିଣିଲେ ଘରେ ଯଶ , କୀର୍ତ୍ତି , ମାନ ସମ୍ମାନ ଆଜି ବୃଦ୍ଧି ପାଇଥାଏ ।


3–ସମୁଦ୍ର ମନ୍ଥନ ସମୟରେ ମା ଲକ୍ଷ୍ମୀଙ୍କର ସହିତ କଉଡି ପ୍ରକଟ ହୋଇଥିଲେ । ଧନତେରସ ଦିନ କଉଡି କ୍ରୟ କରି ତାହାକୁ ଦୀପାବଳୀ ଦିନ ପୂଜା କରନ୍ତୁ । ଏହା ପରେ ତାହାକୁ ନିଜର ସିନ୍ଧୁକରେ ରଖିଦିଅନ୍ତୁ । ଯାହା ଦ୍ୱାରା ଆପମ ମାନଙ୍କର ଧନ ହାନି ହେବ ନାହିଁ ।

4–ଧନତେରସ ଦିନ ଧଣିଆର ମଞ୍ଜି କ୍ରସ କରି ତାହାକୁ ଦୀପାବଳୀ ଦିନ କ୍ରୟ କଲେ ଧନହାନି ହୋଇନଥାଏ ।

5–ଧନତେରସ ଦିନ ଦୀପାବଳୀ ସମ୍ବଦ୍ଧିତ ସାମଗ୍ରୀ ଯଥା ଲକ୍ଷ୍ମୀ ଏବଂ ଗଣେଶଙ୍କର ମୂର୍ତ୍ତି ଏହା ସହିତ ମାଟି ଦୀପ କ୍ରୟ କରିବା ଆପଣ ମାନଙ୍କ ପାଇଁ ଶୁଭ ହୋଇଥାଏ ।

ତେବେ ଆପଣ ମାନେ ଏହି ଧନତେରସ ଦିନ ଏହି ସମସ୍ତ ଦ୍ରବ୍ୟ କିଣିଲେ ଆପଣଙ୍କର ନିଶ୍ଚିତ ଶୁଭ ପଳ ପ୍ରାପ୍ତ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।