Brahmacharya – ଧାତୁ ପତଳା ହେବାର କାରଣ କ’ଣ ? ଏବେ କ’ଣ କରିବା ଉଚିତ୍ ପ୍ରତ୍ୟେକ ପୁରୁଷ ମାନଙ୍କୁ ଏକଥାର ସଠିକ୍ ତଥ୍ୟ ଜାଣିବା ଦରକାର…..
ଆଜି କାଲିର ଯୁବକ ଯୁବତୀ ଆଧ୍ୟାତ୍ମିକତା ଠାରୁ ଦୂରେଇ ଯାଉଛନ୍ତି। ସବୁବେଳେ ମନ ମଧ୍ୟରେ କଳୁଷିତ ଚିନ୍ତାଧାରା ରଖିଥାନ୍ତି। ସବୁବଳେ ମନ ମଧ୍ୟରେ ଯୌନ ଲାଳସା ରହିଥାଏ, ଏବଂ ବିଭିନ୍ନ ପ୍ରକାର ଅଶୀଳ ଭିଡ଼ିଓ ଦେଖନ୍ତି। ଏହାର ପ୍ରଭାବରେ କାମ ଉଦିପନା ଜାଗ୍ରତ ହୋଇଥାଏ। ତେବେ କାମ ଉଦିପନାକୁ ଶାନ୍ତ କରିବା ପାଇଁ ଧାତୁ ନଷ୍ଟ କରିଥାହାନ୍ତି। ତେବେ ଧାତୁ ନଷ୍ଟ ଭଳି ଅଭ୍ୟାସ ରେ ପରିଣତ ହୋଇଯାଏ। ଏହାର ଅନେକ କୁପ୍ରଭଵ ପଡ଼ିଥାଏ ଶରୀର ଏବଂ ମସ୍ତିଷ୍କ ଉପରେ , କୌଣସି କାମ କରିବା ପାଇଁ ଇଚ୍ଛା ହୁଏ ନାହିଁ, ସବୁବେଳେ କାମନା ଇଛା ସୃଷ୍ଟି ହୁଏ ଏବଂ ରେପ ଭଳି ହତ୍ୟା ଭଳି ଅପରାଧ କରିବା ପାଇଁ ପଛନ୍ତି ନାହିଁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଧାତୁ ନଷ୍ଟରୁ ନିବୃତ ରହିବେ, ଏହି ୫ଟି କାମ କରିବା ଦ୍ୱାରା ଆପଣ ଏକ ସୁନ୍ଦର ଜୀବନ ସୁସ୍ଥ ନିରାମୟ ହୋଇ ପାରିବ।
୧) ଧ୍ୟାନ ଅଭ୍ୟାସ:-
ଯଦି ଆପଣ ମାନେ ଏହି ଖରାପ ଅଭ୍ୟାସ ରୁ ନିଜକୁ ନିବୃତ ରଖିବା ପାଇଁ ଚାହୁଁଛନ୍ତି, ଆପଣ ପ୍ରତିଦିନ ଜଲ୍ଦି ସକାଳୁ ଉଠନ୍ତୁ , ମନେ ରଖନ୍ତୁ ଆପଣ ବିଛଣାରେ ଉଠି ବସନ୍ତୁ ଏବଂ ସାମ୍ନାରେ ନିଜର ଇଷ୍ଟଦେଵଙ୍କ ଫୋଟୋ ରଖନ୍ତୁ ଏବଂ ଧ୍ୟାନ ସହକାରେ ୧୫ ମିନିଟ ଓଁ ଉଚ୍ଚାରଣ କରନ୍ତୁ। ଏପରି ସବୁଦିନ ଅଭ୍ୟାସ ଜାରି ରଖନ୍ତୁ , ଆପଣଙ୍କ ମନ ମଧ୍ୟରେ ପବିତ୍ରତା ବୃଦ୍ଧି ପାଇବ ଏବଂ ଶାନ୍ତ ରହିବ।
୨) ସକାଳେ ଗୋଟିଏ ଗ୍ଲାସ ପାଣିରେ ଅଁଳା ରସ ସେବନ କରନ୍ତୁ:- ପ୍ରତିଦିନ ଏହି ଅଁଳା ରସ ପିଇବା ଦ୍ୱାରା ଆପଣଙ୍କ ମନ ମଧ୍ୟରେ କାମନା ଶକ୍ତି ଜାଗ୍ରତ ହେବ ନାହିଁ। ତେବେ ଆପଣ ଏହି ରସ ପିଇବା ଆଗରୁ ଗୋଟିଏ କଥା କୁ ଧ୍ୟାନ ଦିଅନ୍ତୁ, ରସ ସେବନ ବେଳେ କାମନା କଥା ଭାବିବେ ନାହିଁ।
୩) ଗାଧେଇବା ପରେ ପଶ୍ଚିମାଉସାନ ଯୋଗ କରନ୍ତୁ:- ଯଦି ଆପଣଙ୍କ ମନ ମଧ୍ୟରେ କଳୁଷିତ ଚିନ୍ତା ଧାରା ଆସୁଛି ତେବେ । ତେବେ ଆପଣ ପ୍ରତିଦିନ ସକଳେ ପଶ୍ଚିମାଉସାନ ଯୋଗ ଅଭ୍ୟାସ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ମନ ମଧ୍ୟରେ କାମନା ଶକ୍ତି ଜାଗ୍ରତ ହେବ ନାହିଁ। ଏହି ଯୋଗାସନ ଅଭ୍ୟାସ କରନ୍ତୁ।
୪) ଯଦି ଆପଣ ଖରାପ ଦେଖୁଛନ୍ତି ତେବେ ଏପରି କରନ୍ତୁ:- ପ୍ରତିଦିନ ରାତିରେ ଶୋଇଲା ବେଳେ ଆଧ୍ୟାତ୍ମିକ ଭିଡ଼ିଓ ଦେଖନ୍ତୁ, ଅଶୀଳ ଭିଡ଼ିଓ କଥା ଭାବନ୍ତୁ ନାହିଁ। ସବୁବେଳେ ମଟି ବେଷନାଲ ଭିଡ଼ିଓ ଦେଖନ୍ତୁ। ଏପରି ସବୁବେଳେ ଆଧ୍ୟାତ୍ମିକ ଚିନ୍ତା ଧାରା ମନ ମଧ୍ୟରେ ଧ୍ୟାନ କରନ୍ତୁ।
୫) ବାପା ମାଆ ଫୋଟୋ ରୁମରେ ଲଗାନ୍ତୁ:- ଜଲ୍ଦି ଉଠନ୍ତୁ ଶୋଇବା ଏବଂ ଶୀଘ୍ର ଉଠିବାର ଅଭ୍ୟାସ ରଖନ୍ତୁ। ସକାଳେ ଉଠିବା ପରେ ଆଧ୍ୟାତ୍ମିକ ବାଣୀ ଶୁଣନ୍ତୁ। ଏପରି କରିବା କରିବା ଦ୍ୱାରା ମନ ମଧ୍ୟରୁ ସକାରାତ୍ମକ ଚିନ୍ତା ଧାରା ବୃଦ୍ଧି ପାଇବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।