ଦିନକୁ ଦିନ ମଣିଷ ଯେଉଁ ସମ୍ପର୍କ ଗଡିଥିଲା ନିଜ ଜୀବନ ଭିତରେ ସେହି ସମ୍ପର୍କରେ କଳଙ୍କ ର କାଳୀମା ଲାଗିବାକୁ ବସିଲାଣି ।ମଣିଷ ଏବେ ନିଜର ରକ୍ତ ସମ୍ପର୍କକୁ ବି ଅଣଦେଖା କରୁଛି ଆଉ ଏମିତି ଏକ ଖରାପ ସମ୍ପର୍କ ଗଡୁଛନ୍ତି ଯାହାକୁ ସମାଜ ଛି ଛାକର କରୁଛି ।ତେବେ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ବଡିବାରେ ସହିତ ମଣିଷ ଉନ୍ନତି ପଥରେ ଗତି କରିବାକୁ ଆରମ୍ଭ କଲାଣି କିନ୍ତୁ ଏହାପରେ ବି ମଣିଷ ଭିତରେ କଣ ସତରେ ମାନବିକତା ହଜିଯାଉଛି ।
ତେବେ ବହୁତ ସମୟରେ ଦେଖିବାକୁ ମିଳେ କି କିଏ ନିଜ ଭଉଣୀ ଶ ବିବାହ କଲାଣି ତ ପୁଣି କିଏ ଦେଡସୁର ସହ ଫେରାର ହେଲାଣି ।ଆଉ ଏହି ଘଟଣା ଗୁଡିକ ଲୋକ ମାନଙ୍କୁ ବାଧ୍ୟ କରୁଛି ସମ୍ପର୍କ ଗୁଡିକ ଉପରୁ ବିଶ୍ବାସ ହଟେଇବା ପାଇଁ ।ତେବେ ଆମର ଆଜି ବି ସେମିତି ଏକ ଘଟଣା ବିଷୟରେ ଆପଣଙ୍କୁ ଜଣେଇବୁ, ତେବେ ଆମ ଦୁନିଆରେ ବହୁତ ଲୋକ ଧରମ ସମ୍ପର୍କ ତିଆରି କରିଥାନ୍ତି ।ଯେଉଁ ମାନଙ୍କ ସହ କିଛି ରକ୍ତଗତ ସମ୍ପର୍କ ନଥାଏ କିନ୍ତୁ ସେଠାରେ ଭଲପାଇବା ଓ ଆଦର ସମ୍ମାନ ବହୁତ ରହିଥାଏ ।ଆଉ ଏହି ସମ୍ପର୍କକୁ ଖୁବ ପବିତ୍ର ବୋଲି ବି ଆମ ଶାସ୍ତ୍ରରେ ମାନା ଯାଏ ।
କିନ୍ତୁ ଆଜିର ଏହି ଘଟଣା ଶୁଣିଲା ପରେ ଆପଣଙ୍କ ସବୁ ବିଶ୍ୱାସ ପାଣି ଫୋଟକା ପ୍ରି ଫାଟିଯିବ ।ତେବେ ଏହି ଭିଡ଼ିଓରେ ଆପଣ ଦେଖି ପାରିବେ ଜଣେ ମହିଳା କିଛି ଫୋଟ ଦେଖୁଛନ୍ତି ଆଉ ହାତରେ ଫାହଟିଛନ୍ତି ଏକ ପେଟ୍ରୋଲ ବୋତଲ ।ତେବେ ସେ କହୁଛନ୍ତି ଫୋଟରେ ଥିବା ବ୍ୟକ୍ତି ତାଙ୍କ ସ୍ବାମୀ, ଟ୍ରବେ ଘଟଣା ଆଶ୍ଚର୍ଯ୍ୟ ସେତେବେଳେ ଲାଗୁଚି ଯେତେବେଳେ ପୁଅଟିର ପରିବାର ଲୋକ କହୁଛନ୍ତି କି ନାହିଁ ପୁଅଟି ସେହି ମହିଳାଙ୍କ ଧରମ ପୁଅ ।
ତେବେ ଯାଜପୁର ଜିଲ୍ଲାରେ ସୁକିନ୍ଦା ଅଞ୍ଚଳରେ, ତେବେ ସୂଚନା ଅନୁଯାୟୀ ମହିଳା ଆଗରୁ ବିବାହିତ ଓ ତାଙ୍କର ଜଣେ 8 ବର୍ଷର ପୁଅ ବି ରହିଛି ।ଆଉ ତାଙ୍କ ସ୍ୱାମୀର ଆକସିଡେଣ୍ଟ ହେବାଠାରୁ ଜଲନେ ପିଲା ତାଙ୍କର ପାଖରେ କାମ କରୁଥିଲେ ।ଆଉ ପରବର୍ତ୍ତୀ ସମୟରେ ପିଲାଟି ବହୁତ ସାହାଯ୍ୟ କରିବାରୁ ସେହି ମହିଳାଙ୍କ ଘରେ ତାଙ୍କୁ ଧରମ ପୁଅ କରିଥିଲେ ।କିନ୍ତୁ ମହିଳା ଏବେ ଏମିତି ଅଭିଯୋଗ ଆଣିଛନ୍ତି ସେହି ଯୁବକଙ୍କ ନାଁରେ ।
ତେବେ ଏବେ କିନ୍ତୁ ସେହି ଯୁବକ ଜଣଙ୍କ ଥାନାରେ ଅଟକ ଅଛନ୍ତି,ଆଉ ପାଖ ଲୋକ କହିଛନ୍ତି ଧରମ ପୁଅ କଟିଥିଲା କିନ୍ତୁ ଭିତରେ କଣ ଚାଲିଥିଲା ଆମେ କେମିତି କହିବୁ ।ତେବେ ଏହି ଘଟଣା ଶୁଣିଲା ପରେ ଯେତିକି ହସ ଲାଗୁଚି ସେତିକି ଦୁନିଆରୁ ବିଶ୍ୱାସ ଓ ଭରଷା ଉଠିବାରେ ଲାଗୁଚି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।