Odisha News Portal

ଦେଖନ୍ତୁ ବଲିଉଡ୍ ର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର କେମିତି ଲକଡାଉନ୍ ରେ ନିଜ ଗାଈ ଗୋରୁ ଙ୍କୁ ଘାସ ଖାଇବାକୁ ଦେବା ସହିତ କ୍ଷେତ ରେ କାମ କରୁଛନ୍ତି ?

ବଲିଉଡ ଇଣ୍ଡଷ୍ଟ୍ରି କଥା କିଏ ବା ନଜାଣେ । ଆଉ ବଲିଉଡରେ ପ୍ରତ୍ୟେକ ଦିନ ଏପରି କିଛି କଥା ସାମ୍ନାକୁ ଆସି ଥାଏ , ଯାହାକୁ ଆମର ପ୍ରଶଂସକ ମାନେ ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇଥାନ୍ତି ଏବଂ ବହୁତ ପ୍ରଂଶସା ମଧ୍ୟ କରିଥାନ୍ତି । ତେବେ ବର୍ତ୍ତମାନ ସେହି ଭଳି ଗୋଟିଏ ଘଟଣା ସାମ୍ନା କୁ ଆସିଛି ଯାହା ପ୍ରଶଂସକ ମାନଙ୍କ ଦ୍ବାରା ବହୁତ ଆଦୃତ ତଥା ଭଲ ପାଇବା ର ପାତ୍ର ମଧ୍ୟ ପାଲଟିଛି । ତେବେ ଚାଲନ୍ତୁ ଜାଣିବା ସେହି ଚର୍ଚ୍ଚାର ଘଟଣା ବିଷୟରେ ।

ବଲିଉଡର ଦିଗ୍ଗଜ ତଥା ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ବଲିଉଡ ର ସୁନ୍ଦର ବିଳାସ ବ୍ୟସନ ପରିବେଶକୁ ଛାଡି ନିଜର ଫାର୍ମ ହାଉସରେ ଏକ ସୁନ୍ଦର, ସୁଖୀ ତଥା ନିରଡାମ୍ବର ଜୀବନ ଅତି ବାହିତ କରୁଛନ୍ତି । ଆଉ ଫାର୍ମ ହାଉସରୁ ଧର୍ମେନ୍ଦ୍ର ବହୁତ ସାରା ଫୋଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବା ସହିତ ନୂଆ ନୂଆ କାର୍ଯ୍ୟ କରୁ ଥିବାର ଫୋଟ ଏବଂ ଭିଡିଓ ମଧ୍ୟ ଶେୟାର କରୁଛନ୍ତି । ଯାହାକୁ ଲୋକ ମାନେ ବହୁତ ହିଁ ପସନ୍ଦ କରୁଛନ୍ତି ।


ନିକଟ ରେ ବଲିଉଡ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ନିଜର ଟ୍ବିଟର ଆକାଉଣ୍ଡରେ ଏକ ନୂଆ ଭିଡିଓ ଶୋୟାର କରିଥିଲେ । ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ବହୁତ ସାରା ଗାଈ କ୍ଷେତରେ ଘାସ ଖାଉ ଥିବାର ନଜରରେ ଆସିଥିଲେ । ତେବେ ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳିଥିଲା ଯେ ଧର୍ମେନ୍ଦ୍ର କାର୍ ରେ ବସି ସଂମ୍ପୂର୍ଣ୍ଣ କ୍ଷେତରେ ପରିଭ୍ରମଣ କରୁଥିଲେ ଏବଂ ତାଙ୍କ ଆଖପାଖରେ ଗାଈମାନେ ଘାସ ମଧ୍ୟ ଖାଉଥିବାର ନଜରରେ ଆସିଥିଲେ । ଧର୍ମେନ୍ଦ୍ରଙ୍କର ଏହି ପଶୁ ମାନଙ୍କ ପ୍ରତି ଭଲପାଇବା ଅନାୟସରେ ଏହି ଭିଡିଓଟିକୁ ଲୋକମାନଙ୍କ ଦ୍ବାରା ବହୁତ ପସନ୍ଦ କରାଯାଇଛି ଏବଂ ଧର୍ମେନ୍ଦ୍ର ମଧ୍ୟ ଏହି ଭିଡିଓରେ ବହୁତ ଖୁସି ଥିବାର ମଧ୍ୟ ଦେଖା ଯାଇଛନ୍ତି ।

ବଲିଉଡର ବରିଷ୍ଠ କଳାକାର ଧର୍ମେନ୍ଦ୍ର ତାଙ୍କର ଏହି ସୁନ୍ଦର ଭିଡିଓ ଶେୟାର କରିବା ସହିତ ଗୋଟିଏ ସୁନ୍ଦର ଟ୍ବିଟ ମଧ୍ୟ କରିଥିଲେ । ଭିଡିଓରେ ଧର୍ମେନ୍ଦ୍ର କହିଥିଲେ ବହୁତ ଗାଈ ଚରୁଛନ୍ତି ଏବଂ ଏହା ବହୁତ ଭଲ କ୍ଷେତ ମଧ୍ୟ ହୋଇଛି
ଏହାସହିତ ସେ ଆହୁରି ମଧ୍ୟ ଗାଈ ମାନଙ୍କୁ ପଚାରିଥିଲେ କି ତୋମ ମାନଙ୍କ ଦ୍ବିୱାଲୀ କେମିତି କାଟିଲା ?


ନିକଟରେ ଅଭିନେତା ତାଙ୍କର ବନ୍ଧୁଙ୍କ ସହିତ ଫାର୍ମ ହାଉସରୁ ସବୁବେଳେ କିଛି ନାଁ କିଛି ଫୋଟ ତଥା ଭିଡିଓ ଶେୟାର କରୁଛନ୍ତି । 84 ବର୍ଷିୟ ଧର୍ମେନ୍ଦ୍ର ମଧ୍ୟ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବାର ଦେଖିବାକୁ ମିଳିଛି । କେତେବେଳେ ଗାଈ ମାନଙ୍କୁ ଚରାଉ ଥିବାର , ସେମାନଙ୍କୁ ଦାନା ଖାଇବାକୁ ଦେଉଥିବାର ତ ପୁଣି କେତେବେଳେ କ୍ଷେତରେ କାର୍ଯ୍ୟ କରିବାର ଭିଡିଓ ଏବଂ ଫୋଟ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି । ବର୍ତ୍ତମାନ ଅଭି୍ନେତା ଧର୍ମେନ୍ଦ୍ର ବଲିଉଡରୁ ଦୂରେଇ ନିଜର ଫାର୍ମା ହାଉସରେ ହିଁ ସମୟ ବିତାଇଥାନ୍ତି । ତେବେ ସେ ଇବେଂଟ କିମ୍ବା ଉବାଁଡି ଶୋ୍ ମାନଙ୍କରେ ହିଁ କେବଳ ନଜରରେ ଆସିଥାନ୍ତି .

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।