ଧନ ଫେରିବା ପରେ.. ରାହୁଲ ଆଉ ହରପ୍ରିୟାଙ୍କ ନୂଆ ଗୀତ…ଗୀତ ଭିତରେ ଧନ ଧନ ଆଉ ଧନ…. ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି କିଛି ଘଟଣା ଭାଇରଲ ହୋଇଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାନ୍ତି। ଆଉ ଏହିପରି ଏକ ଘଟଣା କୁ ନେଇ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଥିଲା। ତେବେ ନିକଟରେ ଦୁଇ ପ୍ରେମୀ ଯୁଗଳ ଙ୍କ ପ୍ରେମ ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ତେବେ ଏଠାରେ ଦୁହିଁଙ୍କୁ ନେଇ ଏକ ଗୀତ ଭାଇରଲ ହୋଇଛି ଯାହା ଆପଣ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ।

ଏଠାରେ ଏକ ଘଟଣା ସୋସିଆଲ ମିଡ଼ିଆରେ ବହୁଳ ଭାଵରେ ଭାଇରଲ ହୋଇଛି ଯାହା ନିକତ୍ରୀଙ୍କ ଘଟଣା ଦେଖିବାକୁ ମିଳି ଥିଲା।।ଆଉ ଏହି ଘଟଣା ଟିରେ ଦୁଇ ପ୍ରେମୀ ଯୁଗଳ ଉଭୟ ଭଲ ପାଉଥିଲେ ହେଲେ ପରବର୍ତ୍ତୀ ସମୟରେ ଦୁହେଁ ପରିବାର ମଧ୍ୟରେ ଜଣେଇଥିଲେ। ଆଉ ଶେଷରେ ଦୁହେଁ ମଧ୍ୟ ବିବାହ କରି ଦେଇଥିଲେ ଯାହା ସବୁ ସୋସିଆଲ ମିଡ଼ିଆରେ ଜାଣିବାକୁ ମିଳିଛି। ଆଉ ଅନେକ ସମୟରେ ପ୍ରେମ କୁ କୁ ନେଇ କିଛି ନା କିଛି ବିବାଦ ସାମ୍ନା କୁ ଆସିଥାଏ ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ। ଆଉ ବର୍ତ୍ତମାନ ସମୟ ରେ ଯୁବ ପିଢ଼ି ମାନେ ପ୍ରେମ କରିବା ପରେ ନିଜର ହିତହିତା ଜ୍ଞାନ ଭୁଲି ଯାଇ ଥାନ୍ତି ଯାହାର ପରବର୍ତ୍ତୀ ସମୟରେ ଏମିତି କିଛି ଘଟି ଯାଇଥାଏ।

ଆଉ ପ୍ରେମ କରିବା ପରେ ଦୁହେଁ ଦୁହିଁଙ୍କୁ ମଧ୍ୟ ମିଛ ପ୍ରତିଶ୍ରୁତି ଦେଇ ଥାନ୍ତି ଯାହାକୁ ନେଇ ପରବର୍ତ୍ତୀ ସମୟରେ ଅନେକ ବିବାଦ ସୃଷ୍ଟି ହୋଇଥାଏ। ଆଉ ଅନେକ ସ୍ଥାନରେ ରେ ପ୍ରେମ କରିବା ପରେ ପ୍ରତାରଣା ମଧ୍ୟ ପାଇ ଥାଆନ୍ତି ହେଲେ ଏଠାରେ ସେହି ଦୁଇ ପ୍ରେମୀ ଯୁଗଳ ପ୍ରେମ କରିବା ପରେ ଉଭୟ ବିବାହ କରିଥିଲେ ହେଲେ କିଛି ଦିନ ପରେ ଯାହା ଘଟି ଯାଇଥିଲା ତାହା ନିକଟରେ ନଜରକୁ ଆସିଥିଲା। ଆଉ ସେହିଦିନ ଯୁବକ ରାହୁଲ ଙ୍କର ସ୍ତ୍ରୀ ଫେରାର ହୋଇ ଯାଇଥିଲା ଯାହା ର ପରବର୍ତ୍ତୀ ସମୟରେ ସେ ପାଗଳ ହୋଇ ଯାଇଥିଲେ ନିଜତ ପତ୍ନୀ ପାଇଁ। ଆଉ ତାଙ୍କର ସେହି ସମୟରେ ଦୃଶ୍ୟ ମଧ୍ୟ ସୋସିଆଲ ମିଡ଼ିଆରେ ମାଧ୍ୟମରେ ନଜରକୁ ଆସିଥିଲା। ଆଉ ପରବର୍ତୀ ସମୟ ରେ ତାଙ୍କ ସ୍ତ୍ରୀ ଙ୍କୁ ପାଇବାପରେ ବହୁତ ଖୁସି ହୋଇ ଯାଇଥିଲେ।

ଆଉ ସେହି ଦୁଇ ଜନଙ୍କୁ ନେଇ ସାରା ରାଜ୍ୟରେ ବହୁତ ଚର୍ଚ୍ଚା ଏବଂ ଦୁହିଁଙ୍କର ପ୍ରେମ କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଦୁହିଁଙ୍କର ପ୍ରେମ ଏମିତି ଯେ କେହି କାହାକୁ ଛାଡି ରହି ପାରି ନାହାଁନ୍ତି ଯାହା ଦ୍ୱାରା ଯୁବତୀ ଜଣଙ୍କ ସଂଗେ ସଂଗେ ଫେରି ଆସିଲେ। ଆଉ ଦୁହିଁଙ୍କୁ ନେଇ ଏକ ଆଲବମ ଶୁଟିଂ ହୋଇଥିବା ବେଳେ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଚର୍ଚ୍ଚା ଧରିଛି। ଆଉ ଦୁହିଙ୍କର ଏମିତି ପ୍ରେମ କୁ ନେଇ ଅନେକ ମଧ୍ୟ ପ୍ରଶଂସା କରିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଜାଣିବାକୁ ମିଳିଛି।ସେହି ଦୁହିଙ୍କ ପ୍ରେମ କୁ ନେଇ ଏକ ଗୀତ ମଧ୍ୟ ଭାଇରଲ ହୋଇଛି ଯାହା ଏବେ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment