Odisha News Portal

ଆଜି ରାତିରେ ଶୋଇବା ପୂର୍ବରୁ 3ଥର କହିଦିଅ ଏହି ମନ୍ତ୍ର ! ଧନର ଅଭାବ ପାଇଁ , ଶନିଦେବ ଙ୍କର କୃପା ରୁ ଆଗାମୀ ଦିନ ଭଲରେ କଟିବ…..

0 3

ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାୟାଏ , ଆମେ ମାନେ ଯେମିତି କର୍ମ କରିଥାଉ ତାହା ଅନୁସାରେ ଶନିଦେବ ଆମକୁ ତାହାର ଫଳ ପ୍ରଦାନ କରିଥାନ୍ତି । ମାତ୍ର କେତେକ ସମୟରେ ଶନିଦେବ ଏତେ ମାତ୍ରାରେ ରାଗିଥାନ୍ତି ଯେଉଁଥିପାଇଁ ସେ ଜୀବନକୁ ବରବାଦ ମଧ୍ୟ କରିଦିଅନ୍ତି । କେତେକ ଲୋକ ଏଥିରୁ ବଞ୍ଚିବା ପାଇଁ ପୂଜାର୍ଚ୍ଚନା ମଧ୍ୟ କରନ୍ତି ମାତ୍ର ତଥାପି ସେମାନଙ୍କୁ ଏଥିରୁ ମୁକ୍ତି ମିଳିପାରିନଥାଏ । ମାତ୍ର ଯଦି ଆପଣଙ୍କର ଉପରେ ଶନି ମହାଦେଶା ଚାଲୁଛି ସେଥିପାଇଁ ଆପଣଙ୍କର ସମସ୍ତ କାମ ବିଗିଡି ଯାଇଥାଏ ।

ଗୋଟିଏ ପରେ ଗୋଟିଏ ଅସୁବିଧା ଆସି ପହଞ୍ଚି ଯାଇଥାଏ , ଯାହା ଦ୍ୱାରା ବ୍ୟକ୍ତିର ଶାରିରୀକ ଓ ମାନସିକ ରୂପରେ ଦୁଃଖି ହୋଇଯାଇଥାଏ । ଯେଉଁଥିପାଇଁ କି ଶନି ମହାଦେଶାକୁ ସମସ୍ତେ ଡରିଥାନ୍ତି । ମାତ୍ର ଯଦି ଆପଣ ସଚ୍ଚା ମନରେ ଶନିଦେବଙ୍କୁ ପୂଜା କରନ୍ତି ତାହେଲେ ଆପଣଙ୍କର ସମସ୍ତ କଷ୍ଟ ଦୂର ହୋଇଯାଇଥାଏ ।

ତେଣୁ ଆଜି ଆମେ ଆପଣ ମାନଙ୍କୁ ଶନିଦେବଙ୍କ ସହିତ ଜଡିତ ଏପରି ଏକ ମନ୍ତ୍ର ବିଷୟରେ କହିବୁ ଯାହାକୁ ଯଦି କୌଣସି ମନୁଷ୍ୟ ଶନିବାର ଦିନ ରାତିରେ ଶୋଇବା ପୂର୍ବରୁ ତାହାକୁ ଜପ କରେ ତେବେ ତାହାର ସମସ୍ତ ଦୁଃଖ ନିଶ୍ଚିତ ରୂପରେ ଦୂର ହୋଇଯାଇଥାଏ । ଏହା ସହିତ ସେହି ବ୍ୟକ୍ତିକୁ ଶନିଦଶାରୁ ମୁକ୍ତି ମିଳିଯାଇଥାଏ । ଏହା ସହ ସେହି ମନୁଷ୍ୟର ଅଟକିଥିବା ସମସ୍ତ କାର୍ଯ୍ୟ ଦୌଡିବାରେ ଲାଗେ ।

ଆପଣ ମାନେ କୌଣସି ବି ଶନିବାର ଦିନ ଶନିମନ୍ଦିରକୁ ଯାଇ କଳାରାଶି ଏବଂ ରାଶିତେଲ ଅର୍ପଣ କରନ୍ତୁ ଏବଂ ଏହା ସହିତ ଶନିଦେବଙ୍କ ଆଗରେ ରାଶି ତେଲରେ ଏକ ଦୀପ ଜାଳନ୍ତୁ । ଏହା ପରେ ଆପଣ ମାନେ ଶନିଦେବଙ୍କର ଚରଣକୁ ଦେଖି 21 ଥର ଏହି ମନ୍ତ୍ରକୁ ଜପ କରନ୍ତୁ ।

ସେହି ମନ୍ତ୍ରଟି ହେଉଛି ଓଁ ଶନୈ ଶନିଶ୍ଚରାୟ ନମଃ , ଓଁ ଶନୈ ଶନିଶ୍ଚରାୟ ନମଃ । ଶନିଦେବଙ୍କ ପାଖରୁ ନିଜର ଅଜାଣତରେ କରିଥିବା ପାପରୁ ମୁକ୍ତି ପାଇବା ପାଇଁ ଏହି ମନ୍ତ୍ରର ଜପ କରିବା ପାଇଁ ପଡିବ । ଏହା କରିବା ଦ୍ୱାରା ଆପଣଙ୍କୁ ସମସ୍ତ ଶନିଦଶାରୁ ମୁକ୍ତି ମିଲିବ ଏବଂ ଶନିଦେବଙ୍କର କୃପା ପ୍ରାପ୍ତ ହେବ ।

ଆପଣଙ୍କର ସମସ୍ତ ବିଗିଡିଥିବା କାର୍ଯ୍ୟ ପୂରଣ ହେବ ଏବଂ ସମସ୍ତ କାମରେ ସଫଳତା ପ୍ରାପ୍ତ ହେବ । ଏହା ସହିତ ଆପଣ ମାନଙ୍କୁ କେବେବି ଧନର ଅଭାବ ଦେଖାଯିବ ନାହିଁ । ଘର ପରିବାରରେ ଧନର ଅଭାବ ରହିବ ନାହିଁ ଚାରିଆଡେ ଖୁସିର ଲହରୀ ଲାଗି ରହିବ । ତେଣୁ ଆପଣ ମାନେ ଏହି ମନ୍ତ୍ରକୁ ଜପ କରିବା ପାଇଁ କେବେବି ଭୁଲନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।