Odisha News Portal

ଦେଖନ୍ତୁ viral ଭିଡିଓ – ଧାନ ବିଲରେ ମଝିରେ ଚାଲିଛି ରାସଲୀଳା କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ Upload କରିଲେ…

ବନ୍ଧୁଗଣ ଆଜିର ଦୁନିଆରେ ଯେଉଁଭଳି ଭାବରେ ପ୍ରତିଦିନ କିଛି ଏମିତି ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ଯାହା ସାଧାରଣରେ ଗ୍ରହଣୀୟ ନୁହେଁ। ସଭ୍ୟ ଶିକ୍ଷିତ ସମାଜରେ ସେସବୁ ର ସ୍ଥାନ ବେଶ୍ ତଳେ ରହିଛି। ଯାହା ଲୋକ ମାନଙ୍କର ମାନସିକତା କୁ ସ୍ପଷ୍ଟ କରୁଛି। ତେବେ ଦୁନିଆରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ଏହାକୁ ଦେଖି ଆପଣ ବି ଲଜ୍ଜିତ, ଅପମାନିତ ହେଉଥିବେ। ତେବେ ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।

କେତେବେଳେ ନୈତିକତା, ମାନବିକତା ଏବଂ ସଂଯମତା ହରାଇ ମଣିଷ ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ରେ ଅନ୍ଧ ହୋଇ କିଛି ଏଭଳି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ ପ୍ରସ୍ତୁତ ହୋଇ ଯାଉଛି ତାହା ବାସ୍ତବରେ ଗ୍ରହଣୀୟ ନୁହେଁ। ଆଉ ସମୟକ୍ରମେ ଶେଷରେ ସେ ଏଥିପାଇଁ ଯେଉଁ ଦଣ୍ଡ ପାଉଛି ତାହା ବାସ୍ତବରେ ଉଲ୍ଲେଖନୀୟ ମଧ୍ୟ ଅଟେ। ଏଥିପାଇଁ କିଛି ମାତ୍ରାରେ ନିଶାଦ୍ରବ୍ୟ ସେବନ କରିବା ଦାୟୀ ରହୁଛି ବୋଲି କୁହା ଯାଉଛି। କାରଣ ଏହା ଦ୍ଵାରା ମଣିଷ ନିଜର ନୈତିକତା ହରାଇଥାଏ। ତେବେ ମଦ, ନିଶା ଦ୍ରବ୍ୟ ଆଦି ଜିନିଷ ଯଦିଓ ଜୀବନ ପାଇଁ ବିପଦ ରହିଛି ତଥାପି ଆଜିର ଦୁନିଆର ଲୋକେ ଏଥିପ୍ରତି ସଚେତନ ହେଉ ନାହାନ୍ତି।

ଆଉ ସବୁଠାରୁ ଦୁଃଖର ବିଷୟ ହେଉଛି ଯେ ସମାଜ ଗଢ଼ିବା ଏବଂ ସମାଜର ବିକାଶ କରିବାର ଧାରା ଯାହା ହାତରେ ନ୍ୟସ୍ତ ରହିଛି, ଯେଉଁମାନେ ସମାଜର ଆଗାମୀ ଭବିଷ୍ୟତ ସେହି ଯୁବପିଢି ମାନେ ଯେଉଁଭଳି ଭାବରେ ନିଶାସକ୍ତ ରାସ୍ତା କୁ ବାଛୁ ଛନ୍ତି ଏବଂ ମଦ ରେ ବୁଡି ରହୁଛନ୍ତି ତାହା ସମାଜକୁ ଏକ ଭିନ୍ନ ନକାରାତ୍ମକ ପଥରେ ନେଇ ଯାଉଛି।ଏବେ ନିକଟରେ ଯାଜପୁର ଜିଲ୍ଲାର ରସାଲପୁର୍ ବ୍ଲକର କୁରକୁରା ଗାଆଁରେ ଏମିତି ଏକ ଘଟଣା ଘଟିଛି ତାହା ସମସ୍ତଙ୍କୁ ଚକିତ କରିଛି ଏବଂ ଚର୍ଚ୍ଚା ହେବାରେ ଲାଗିଛି।

ଏହି ଗାଆଁ ରେ ନୂଆକରି ହେଉଥିବା ଏକ ମଦ ଦୋକାନର ଭିତରେ ମଦ ବ୍ୟବସାୟ ହେଉଥିବାରୁ ଗାଆଁ ଲୋକେ ଏହାକୁ ଜାଣି ଏଠାରେ ଘେରି ଯାଇଥିଲେ ଏବଂ ଏହାକୁ ଜାଣି ଦୋକାନ ଭିତରେ ଥିବା ଲୋକେ ବାହାରକୁ ଧାଇଁ ଥିଲେ। କିଛି ମହିଳା ଏମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ପିଟିଥିଲେ ଏବଂ କିଛି ମହିଲା ଦୋକାନ ଉପରକୁ ଠେଲା ପଥର ମାଡ଼ କରିଥିଲେ। ତେବେ ଏହି ସମୟର ଏହି ଦୃଶ୍ୟକୁ କେହିଜଣେ ମୋବାଇଲ୍ ରେ ରେକର୍ଡ କରି ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଭିନ୍ନ ସମୟରେ ମଦ ବିରୋଧୀ ଅଭିଯାନ ଆଦି ହେଉଥିବା ବେଳେ ମଦକୁ ହଟାଇବା ପାଇଁ ସର୍ବଦା ବିଭିନ୍ନ ଉପାୟରେ ସଂଗ୍ରାମ ଜାରି ରହିଥିଲେ ବି ଏଥିପ୍ରତି କିଛି ଲୋକ ସଚେତନ ନହେବା ଦୁଃଖର ବିଷୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।