ଜ୍ଞାନ ଏପରି ଏକ ଜିନିଷ ଯାହା ଆମେ କେଉଁ ବୟସରେ କିମ୍ବା କେଉଁ ଜାଗାରେ ମଧ୍ୟ ଆହରଣ କରିପାରିବ | କେବଳ ସ୍କୁଲ କଲେଜରେ ନୁହଁ ସବୁ ଜାଗାରେ ଆମକୁ କିଛି ନା କିଛି ଜ୍ଞାନ ଆହରଣ କରିବାର ସୁଯୋଗ ମିଳେ | ତେବେ ସେହିପରି ଆଜି ଆମେ ଆପଣଙ୍କ ପାଇଁ କିଛି ଚତୁର ପ୍ରଶ୍ନ ନେଇ ଅଶିଚୁ | ଯାହାର ଉତ୍ତର ଖୁବ ସରଳ କିନ୍ତୁ ଆପଣଙ୍କ ମୁଣ୍ଡ ଘୁରେଇ ପାରେ ଏହି ପ୍ରଶ୍ନ |ଉତ୍ତର ସହଜ ହେଲେ ମଧ୍ୟ ପ୍ରଶ୍ନ ଶୁଣିବା ମାତ୍ରେ ଆପଣ ଟିକେ ଭାବିବା ପାଇଁ ଲାଗିବେ।
ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।
ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି। ତେବେ ଆମ ଦେଶ ଓ ରାଜ୍ୟ ବିଷୟ ରେ ଏମିତି ଅନେକ ତଥ୍ୟ ରହିଛି।ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ , ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସାମୁହିକ ଜ୍ଞାନ ରହିବା ନିହାତି ଆବଶ୍ୟକ।ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ କିଛି ପ୍ରଶ୍ନ ଓ ଉତ୍ତର ।
1. କେଉଁ ଜୀବ ତା ନବଜାତ ସନ୍ତାନ ଙ୍କୁ ଦେଖିବା ପୂର୍ବରୁ ମୃତ୍ୟୁ ବରଣ କରି ଥାଏ ?
ଉତ୍ତର:- ପ୍ରଜାପତି
2.ଏଭଳି ଏକ ଜିନିଷ ଯାହାକୁ ଯେତେ ବ କାଟିବ ତାହା ନୂଆ ହେଇକି ବାହାରିବ। କୁହନ୍ତୁ କଣ?
ଉତ୍ତର : ପେନ୍ସିଲ
3.ଏମିତି କେଉଁ ଜାଗା ଯେଉଁଠାରେ ଧନୀ କି ଗରିବ ସମସ୍ତଙ୍କୁ ତାଟିଆ ନେଇକି ଠିଆ ହେବାକୁ ପଡେ। କୁହନ୍ତୁ କଣ?
ଉତ୍ତର : ଗୁପ ଚୁପ ର ଦୋକାନ
4.ଏମିତି ଏକ ଜିନିଷ ଯାହା ଆମ ସହିତ ହାତ ରେ ହାତ ପକେଇକି କେବେ ବି ଚାଲି ନଥାଏ ମାତ୍ର ସର୍ବଦା ଆମ ସହିତ ରହିଥାଏ।
ଉତ୍ତର : ଛାଇ
5.ଓଟ ଭଳି ବସିଥାଏ, ହରିଣ ଭଳି ଦୌଡ଼ିଥାଏ ଆଉ ଯାହାର ଲାଞ୍ଜ ନଥାଏ, କୁହ ସେ ଜୀଵ କିଏ?
ଉତ୍ତର : ବେଙ୍ଗ
6.ଲାଲ ଘୋଡା ଅଟକି ରହେ ଆଉ କଳା ଘୋଡା ଦୌଡିଯାଏ। କୁହନ୍ତୁ କଣ?
ଉତ୍ତର : ନିଆଁ ଆଉ ଧୂଆଁ
7.ଏମିତି କେଉଁ ଜିନିଷ ଯାହାର ଆସିବା ବି ଖରାପ ଆଉ ଯିବା ବି ଖରାପ?
ଉତ୍ତର : ଆଖି
8.ଏମିତି କେଉଁ ଜିନିଷ ଯାହା କି କିଣିଲା ବେଳେ କଳା, ବ୍ୟବହାର କରିବା ସମୟରେ ଲାଲ ଆଉ ଫୋପାଡ଼ିଲା ସମୟରେ ଧଳା ଥାଏ?
ଉତ୍ତର :କୋଇଲା
9.ଅଯୋଧ୍ୟା ରାମ ମନ୍ଦିର ଭାରତରେ କେଉଁ ରାଜ୍ୟ ରେ ସ୍ଥିତ?
ଉତ୍ତର : ଉତ୍ତର ପ୍ରଦେଶ
10.ସବୁଠୁ ବିଷାକ୍ତ ସାପ କିଏ?
ଉତ୍ତର : କିଙ୍ଗ କୋବ୍ରା
11 ) ଚାଲି ନ ଜାଣି ——-ର ଦୋସ ?
ଉତ୍ତର – ବାଟ
ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।