Odisha News Portal

ଭଗବାନଙ୍କର ଲୀଳା ବା ମହିମା ଅପାର ଅଟେ ! ଧବଳେଶ୍ବର ମହାଦେବ ମନ୍ଦିରରେ ପୂଜା ହେଉଥିବା ସମୟରେ ଦେଖିବାକୁ ମିଳିଛି ମନ୍ଦିର ଭିତରେ ନାଗ ଦର୍ଶନ…..

କୁହାଯାଏ ଭଗବାନଙ୍କର ଲୀଳା ବା ମହିମା ଅପାର ଅଟେ। ତାଙ୍କର ଲୀଳା କୁ କେହି ବି ବୁଝି ପାରି ନଥାନ୍ତି।ସେ କେତେବେଳେ କେଉଁଠାରେ କେଉଁ ରୂପରେ ଆବିର୍ଭାବ ହେବେ ତାହା କାହାକୁ ଜଣା ନଥାଏ। ସେହିଭଳି ଏକ ଅଜବ ଘଟଣା ଏବଂ ବିଚିତ୍ର ଲୀଳା ଭଗବାନଙ୍କର ଏବେ ଦେଖିବାକୁ ମିଳୁଛି। ଯାହା ଘଟିଛି କଟକର ଧବଳେଶ୍ବର ମନ୍ଦିରରେ । ତେବେ ଜାଣନ୍ତୁ ଏଠାରେ କଣ ଘଟିଛି।ଏ ।ତେବେ ସେଠାରେ ବା ଧବଳେଶ୍ବର ମହାଦେବ ମନ୍ଦିରରେ ପୂଜା ହେଉଥିବା ସମୟରେ ଦେଖିବାକୁ ମିଳିଛି ମନ୍ଦିର ଭିତରେ ଏକ ସାପ ।

ଯାହା ଭଗବାନ ଶିବଙ୍କର ଅତିପ୍ରିୟ ହୋଇଥାଏ ଏବଂ ଯାହାକୁ ଭଗବନା ଦେବ ଦେବ ମାହଦେବଙ୍କର ବାହାନ ବୋଲି କୁହାଯାଏ , ଯାହାକୁ ସେ ସର୍ବଦା ନିଜ ଗଳାରେ ଗୋଡେଇ ରଖନ୍ତି । ତେବେ ପୂଜା କରିବା ସମୟରେ ବାହାରିଲେ ଭୁବନର ଈଶ୍ୱର ମହାଦେବଙ୍କ ବାହାନ ଏବଂ ଏହାପରେ ଏଠାରେ ସୃଷ୍ଟି ହୋଇଚି ଏକ ଭକ୍ତିମୟ ପରିବେଶ ।

ଏହାପରେ ସେଠାରେ ଉପସ୍ଥିତ ଲୋକେ ତଥା ବ୍ରାହ୍ମଣ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ମନ୍ଦିର ଭିତରେ ମହାଦେବ ଙ୍କ ବାହାନ ଆବିର୍ଭାବ କୌଣସି ସାଧାରଣ କଥା ନୁହଁ । ଏହା ପରେ ସେଠାରେ ଭଗବାନ ଧବଳେଶ୍ବର ମାହାଦେବଙ୍କୁ ଭକ୍ତିର ସହିତ ପୂଜାର୍ଚ୍ଚନା କରା ଯାଉଛି ।

ତେବେ ଏହି ଭଗବାନଙ୍କ ମନ୍ଦିରରେ ମହାଦେବଙ୍କର ବାହାନଙ୍କର ଆବିର୍ଭାବ ହେବା ଘଟଣା ଟି ସତରେ ବହୁତ ଆଶ୍ଚର୍ଯ୍ୟ କର ତଥା ଚମତ୍କାରିତା ଘଟଣା , ଯାହାର ବର୍ତ୍ତମାନ ଗୋଟିଏ ଭିଡିଓ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ ମଧ୍ୟ ହେଉଛି । ଲୋକା ମାନେ ଏହି ଦୃଶ୍ୟକୁ ଦେଖି ବିଭିନ୍ନ ମତାମତ ରଖୁଛନ୍ତି ଏବଂ ସେଠାକୁ ଯାଇ ଦର୍ଶନ କରିବା ପାଇଁ ମଧ୍ୟ ମନ ବଳାଉଛନ୍ତି ।


ତେବେ ମନ୍ଦିରର ବ୍ରାହ୍ମଣ ତଥା ଲୋକମାନେ ବହୁତ୍ ଖୁସି ଥିବା ଜଣା ପଡିଛି । କଟକରେ ଏହି ଘଟଣା ଘଟିଥିବାରୁ କଟକ ରେ ବର୍ତ୍ତମାନ ହଇଚଇ ସୃଷ୍ଟି ହୋଇ ଯାଇଛି ସେମାନେ ବହୁତ୍ ଖୁସି ଅଛନ୍ତି ଏବଂ ଆନନ୍ଦରେ ପୂଜାର୍ଜନା କରୁଛନ୍ତି । ଏପରି ଲାଗୁଛି ଯେମିତି ଭଗବାନ ସ୍ବୟଂ ସ୍ବର୍ଗ ଲୋକରୁ ପୃଥୀବି ଲୋକକୁ ପଦାର୍ପଣ କରିଛନ୍ତି ଏବଂ ଭକ୍ତଙ୍କ ସହିତ ଭଗବାନଙ୍କର ମିଳନ ଘଟିଛି । ସେହିପରି ଏକ ଭକ୍ତିମେୟ ପରିସ୍ଥିତି ଏଠାରେ ସୃଷ୍ଟି ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।