ସୂର୍ଯ୍ୟ ପରାଗ (25 October) ହାଣ୍ଡିଛାଡ ସଠିକ ସମୟ | ୪ଟି ରାଶିରେ ଖୁସିରବର୍ଷା – Vastu Shastra

ଆମ ପୃଥିବୀରେ ଅନେକ ସମୟରେ ପ୍ରାକୃତିକ ପରିବର୍ତ୍ତନ ଗୁଡିକ ଦେଖିବାକୁ ମିଳିଥାଏ ଯାହାର ପ୍ରଭାବ ପୃଥିବୀରେ ବସବାସ କରୁଥିବା ସମସ୍ତ ଜୀବଜଗତ ଉପରେ ପଡିଥାଏ ।ତେବେ ଏମତି ଏକ ପ୍ରାକୃତିକ ପରିବର୍ତ୍ତନ ଆସିବାକୁ ଯାଉଛି ଅକ୍ଟୋବର ୨୫ ତାରିଖରେ ଯେଉଁ ଦିନ ହେବାକୁ ଯାଉଛି ସୂର୍ଯ୍ୟପରାଗ ।ତେବେ ଏହି ସୂର୍ଯ୍ୟ ପରାଗ ରେ ୪ ଟି ରାଶି ରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ରହିଛି ବଡ଼ ଚୁନତି। ତେବେ ଆସନ୍ତୁ ଜାଣିବା ଏହି ସୂର୍ଯ୍ୟ ପରାଗ ଉପରେ ସମ୍ପୂର୍ଣ୍ଣ ସୂଚନା।

ତେବେ ଏହି ସୂର୍ଯ୍ୟ ପରାଗ ର ସମୟ ରହିଛି ଦିନ ୧୨.୨୨ ମିନିଟରୁ ଆରମ୍ଭ ହେଇ ସନ୍ଧ୍ୟା ୨.୨୯ ମିନିଟରେ ଶେଷ ହେବ।ତେବେ ମୋଟ ଉପରେ ଏହି ସୂର୍ଯ୍ୟ ପରାଗ ର ଅବଧି କାଳ ୨ ଘଣ୍ଟା ୩୪ ମିନିଟ ପର୍ଯ୍ୟନ୍ତ ରହିବ ।ଆଉ ଏହି ସୂର୍ଯ୍ୟ ପରାଗ ର ପ୍ରଭାବ ଭାରତ,ଏସିଆ,ଆମେରିକାରେ ଦକ୍ଷିଣ ପଶ୍ଚିମ ଭାଗରେ,ଅଷ୍ଟ୍ରେଲିଆ ଓ ୟୁରୋପରେ ଦେଖିବାକୁ ମିଳିବ ।ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟ ପରାଗ ରେ ୪ ଟି ରାଶି ରେ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ଆଉ ତାଙ୍କର ବହୁତ ଶୁଭ ହେବା କୁ ଯାଉଛି। ତେବେ ସେହି ୪ ଟି ରାଶି ହେଉଛି:-

1.ମିଥୁନ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଚନ୍ଦ୍ରଗ୍ରହଣ ର ପ୍ରଭାବ ଯୋଗୁଁ ସମସ୍ତ ଧନ ଜନିତ ସମସ୍ୟା ଦୂର ହେଇଯିବ ।ଚାକିରୀ ଓ ବ୍ୟବସାୟରେ ସଫଳତା ହାସଲ କରିବେ ଓ ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହେବ ଓ ଲୋକମାନେ ଆପଣଙ୍କ ନିଷ୍ପତ୍ତି ସମସ୍ତେ ନେବେ ।

2.କୁମ୍ଭ ରାଶି:-

କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଚନ୍ଦ୍ରଗ୍ରହଣ ଯୋଗୁ ସମସ୍ତ ସଫଳତା ମିଳିବ ଓ ସବୁ ଜାଗାରୁ ସମ୍ମାନ ମିଳିବ ।ଆପଣ ନୂଆ ଭୂମି କିଣା ବିକା କରିପାରନ୍ତି ଆଉ ଆପଣ ସନ୍ତାନ ସୁଖ ପାଇ ପାରନ୍ତି ।ଆପଣଙ୍କ ଜୀବନରେ କୌଣସି ପ୍ରକାରର ଅଭାବ ଆଉ ରହିବ ନାହିଁ ।

3.କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣ ଦୁଇଗୁଣା ଖୁସି ଆଣିଦେବ, ଆପଣଙ୍କ ପାଇଁ ସଫଳତା ର ସମସ୍ତ ମାର୍ଗ ଖୋଲିଯିବ ।ପରିବାର ଓ ଦାମ୍ପତ୍ୟ ଜୀବନ ଖୁବ ଖୁସିରେ ବିତିବ, ଯଦି ଆପଣ ପୂର୍ବରୁ କିଛି ରୋଗରେ ପୀଡିତ ଥିବେ ତେବେ ତାହା ସମ୍ପୂର୍ଣ୍ଣ ଭଲ ହେଇଯିବ ।

4.କର୍କଟ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଚନ୍ଦ୍ରଗ୍ରହଣ ବହୁତ କିଛି ପରିବର୍ତ୍ତନ କରିଦେବ ।ଏମାନେ ନିଜର କାର୍ଯ୍ୟ କ୍ଷେତ୍ରରେ ସଫଳତାର ଶିଖର ଛୁଇଁବେ, ଚାକିରୀରେ ପଦୋନ୍ନତି ହେବ ।ନିଜର ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୂରଣ ହେବ ଓ ଅର୍ଥର ସମସ୍ତ ଅଭାବ ଦୂର ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment