ଶେଷରେ ମୁହଁ ଖୋଲିଲେ ଅର୍ଚ୍ଚନା ( Archana ) ଙ୍କ ଅଜା… ଅର୍ଚ୍ଚନାଙ୍କ ବିଷୟରେ କହିଲେ ଏମିତି, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଯୁଆଡେ ଦେଖିବୁ ସେହି ଗୋଟିଏ କଥା ଚାରିଆଡେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ଅର୍ଚନା ନାଗ ଙ୍କ ବିଷୟରେ | ତେବେ ଯାହା ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ନିଜର ମାୟା ଜାଲରେ ସମସ୍ତଙ୍କୁ ଫୋସାଇବାକୁ ଲାଗିଛନ୍ତି ଅର୍ଚନା |ଆଉ ମନ୍ତ୍ରି ପାଖରୁ ଆରମ୍ଭ କରିକି ସମସ୍ତଙ୍କ ଉପରେ ସେ ନିଜର ରାଜ ଜମାଇଛନ୍ତି | ଆଉ ଗାଁ ରୁ ଗୋଟିଏ ଗରିବ ପରିବାରରୁ ଆସିକି ସାରା ଭୁବନେଶ୍ୱର କୁ ନିଜ ଆୟତ୍ତ ଭିତରକୁ ନେଇ ଯାଇଥିଲେ ଅର୍ଚନା ନାଗ | ତେବେ ଯାହା ଦେଖିବାକୁ ମିଳିଛି କି ବର୍ତ୍ତମାନ ମିଡ଼ିଆ ଭାଇ ଯାଇ ପହଞ୍ଚି ଯାଇଛନ୍ତି ଅର୍ଚନା ଙ୍କ ଅଜା ଙ୍କ ପାଖରେ | ଆଉ ଅଜା ମଧ୍ୟ ଅର୍ଚନା ଙ୍କ ବିଷୟରେ ପ୍ରକାଶ କରିବା ପାଇଁ ଲାଗିଛନ୍ତି କିଛି କଥା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡିଓ ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ରାଣୀ ମହୁମାଛି ଅର୍ଚନା ନାଗ ଙ୍କ ଜାଲରେ ଯିଏ ଥରେ ପଡିଛି ତାହାର ଅବସ୍ଥା ଖରାପ ହୋଇଯାଇଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ନେତା ଠାରୁ ଆରମ୍ଭ କରିକି ସମସ୍ତେ ଫୋସିଛନ୍ତି ତାଙ୍କର ସେହି ମାୟା ଜାଲରେ | ତେବେ ବର୍ତ୍ତମାନ ଅର୍ଚନା ନାଗ ଙ୍କର ଘର ଆଉ ଶାଶୂଘର ସହିତ, ଜଗବନ୍ଧୁ ଙ୍କର ଘରେ ରହିକି ସବୁ କଥା ବିଷୟରେ ଅନୁଧ୍ୟାନ କରୁଛନ୍ତି ପୋଲିସ |

ତେବେ ଯାହା ଜଣା ପଡିଛି ବର୍ତ୍ତମାନ ମିଡ଼ିଆ ଭାଇ ମାନେ ଯାଇ ପହଞ୍ଚି ଯାଇଛନ୍ତି ଅର୍ଚନା ଙ୍କ ଅଜା ଙ୍କ ପାଖରେ | ଆଉ ଅର୍ଚନା ନାଗ କୁ ଆପଣ ଜାଣିଛନ୍ତି କୁ ନାହିଁ ତାହା ମଧ୍ୟ ପ୍ରଶ୍ନ କରିଥିଲେ ମିଡ଼ିଆ ଭାଇ ମାନେ | ଆଉ ଯାହାର ପ୍ରତି ଉତ୍ତର ରେ କହିଥିଲେ କି ସେ ତାଙ୍କର ନାତୁଣୀ ହୁଅନ୍ତି ବୋଲି | ଆଉ ଅଜା ଙ୍କ କୋଠା ଅନୁସାରେ ତାଙ୍କର ପୁଅ ରୁହନ୍ତି ବାହାରେ ଆଉ ମାସକୁ 8000 ଟଙ୍କା ମଧ୍ୟ ଦିଅନ୍ତି | ତେବେ ଅର୍ଚନା ନାଗ ଗତ ଦୁଇ ମାସ ତଳେ ତାଙ୍କର ସ୍ୱାମୀ ଙ୍କ ସହିତ ଗାଁ କୁ ଯାଇଥିଲେ ବୋଲି କହୁଛନ୍ତି ତାଙ୍କର ଅଜା |

ତେବେ ଅଜା ଙ୍କର କହିବା କଥା କି ଗାଁ ରେ ମଧ୍ୟ ତାଙ୍କର ସେତେ ସମ୍ପତ୍ତି ବାଡ଼ି ନାହିଁ | ଆଉ ଭାଗ ବଣ୍ଟା କରିବା ପରେ ଅଳ୍ପ କିଛି ଜାଗା ତାଙ୍କ ଭାଗରେ ପଡି ଛି ବୋଲି କୁହାଯାଉଛି | ତେବେ ଏହି ଭଳି ଭାବରେ ମିଡ଼ିଆ ଭାଇ ମାନେ ଅନୁଧ୍ୟାନ କରିକି ସବୁ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ ଅର୍ଚନା ନାଗ ସେତେ ଧନୀ ନୁହନ୍ତି, କିନ୍ତୁ ତାଙ୍କର ମାୟା ଜାଲରେ ଭୁବନେଶ୍ୱର କୁ ଦୋହଲାଇ ଦେଇଥିଲେ | ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment