ଶୁଣନ୍ତୁ ଭାଇରାଲ Audio call : ଦୁର୍ଘଟଣା ପୂର୍ବରୁ ପାଇଲଟ ଙ୍କ ଶେଷ କଲ, “ମୋ ଝିଅ ର ଯତ୍ନ ନେବ Please “… ଆଖିରୁ ଲୁହ ଆସିଯିବ..

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ସାମ୍ନା କୁ ଆସିଥାଏ ଯାହାଲୁ ଦେଖିଲେ ଆମ ମନରେ ଦୁଃଖ ସୃଷ୍ଟି ହୋଇଥାଏ | ଆଉ ଏଠାରେ ସେହି ଭଳି ଏକ ଘଟଣା ଟି ଭାଇରାଲ ହେବାକୁ ଲାଗିଛି | ଆଉ ଯେଉଁଠି କୁହାଯାଉଛି କି ଏକ ହେଲିକପ୍ଟର ର କ୍ରାସ ହୋଇଛି | ଆଉ ଯେଉଁଥିରେ ପାଇଲଟ ଅନିଲ ସିଂ ଙ୍କ ସହିତ ସମସ୍ତ ଯାତ୍ରୀ ଙ୍କର ମୃତ୍ୟୁ ଘଟିଛି | ଆଉ ବର୍ତ୍ତମାନ ସେହି ପାଇଲଟ ଙ୍କର ଶେଷ କୋଲ ଯାହା କି ସେ ତାଙ୍କର ଝିଅ ଙ୍କ ସହିତ ହୋଇଥିଲେ ତାହା ବର୍ତ୍ତମାନ ଭାଇରାଲ ହେଉଛି | ଆସନ୍ତୁ ତାହେଲେ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ଉତ୍ତରଖଣ୍ଡ ଅଞ୍ଚଳରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଗତ ମଙ୍ଗଳବାର ଦିନ ହେଲିକେପ୍ଟର କ୍ରାସ ଫଳରେ ପାଇଲଟ ଅନିଲ ସିଂ ଙ୍କ ସହିତ ଆଉ 7 ଜଣଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଇଛି | ତେବେ ଯାହା ଜଣା ପଡିଛି କି ପାଗ ଖରାପ ଯୋଗୁ ଏହିଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ହେଲିକପ୍ଟର ର ଖଣ୍ଡ ବିଖଣ୍ଡିତ ଅଂଶ ଗୁଡିକ ଦେଖିବାକୁ ମିଳିଛି | ଆଉ ଯାହାକୁ ଦେଖିବା ପରେ ଲୋକ ମାନେ ଭୟଭୀତ ମଧ୍ୟ ହେଇଯାଉଛନ୍ତି |

ତେବେ କୁହାଯାଉଛି କି ପାଇଲଟ ଜଣଙ୍କ ଉତ୍ତରାଖଣ୍ଡ ହେଲିକେପ୍ଟର କ୍ରାସ ପୂର୍ବରୁ ଶେଷ ଥର ପାଇଁକି ତାଙ୍କର ଝିଅ ଙ୍କ ସହିତ କଥା ହୋଇଥିଲେ | ଆଉ ଯେଉଁଥିରେ ଅନିଲ ସିଂ ତାଙ୍କର ଝିଅ ର ଦେହ ଖରାପ କଥା ମଧ୍ୟ ଶୁଣିବାକୁ ପାଇଥିଲେ | ଆଉ ତାହା ଶୁଣିବା ପରେ ସେ ତାଙ୍କ ଝିଅ ର ଯତ୍ନ ନେବାକୁ ମଧ୍ୟ କହିଥିଲେ | ତେବେ ତାହା ଥିଲା ଅନିଲ ଙ୍କର ଶେଷ କୋଲ | ଆଉ ଯାହା ଜଣା ପଡିଥିଲା କି ଅନିଲ କେଦାରନାଥ ରୁ ଗୁପ୍ତ କାଶୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଟି ଘଟିଛି |

57 ବର୍ଷୀୟା ଅନିଲ ତାଙ୍କର ପରିବାର ସହିତ ଅନ୍ଧାରି ଅଞ୍ଚଳରେ ରହୁଥିଲେ |ତାଙ୍କର ପତ୍ନୀ ସିରିନ ଅନିନ୍ଦିତା ଓ ତାଙ୍କର ଝିଅ ଫିରଜା ସିଂ ଙ୍କ ସହିତ ରହୁଥିଲେ | ଆଉ ତାଙ୍କର ପତ୍ନୀ ଫ୍ଲିମ ରାଇଟର ଭାବରେ ମଧ୍ୟ ବେଶ ଖ୍ୟାତି ଅର୍ଜନ କରିଥିଲେ ବୋଲି ଜଣା ପଡିଛି |ଆଉ ତାଙ୍କର ଏହିଭଳି ମୃତ୍ୟୁ ରେ ଦୁଃଖ ପ୍ରକାଶ କରୁଛନ୍ତି ତାଙ୍କର ପତ୍ନୀ ଓ ଅନିଲ ଙ୍କର ଅନ୍ତିମ ସତ୍କାର ଦିଲ୍ଲୀ ରେ ହେଉଥିବାରୁ ତାଙ୍କର ପରିବାର ଲୋକ ଦିଲ୍ଲୀ କୁ ଆସିଥିବାର ସୂଚନା ମିଳିଛି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment