ବୋଉ ଲୋ ମୁଁ ଝିଅ ବୋଲି ତୁ ମନ ଦୁଃଖ କରୁଛୁ କି… ମୁଁ ପୁଅମାନଙ୍କ ଠାରୁ କିଛି କମ ନୁହେଁ… ଦେଖନ୍ତୁ Video

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏମିତି କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ | ଆଉ ଭାବିବେ କି କୁନି ଝିଅ ଟେ ହେଇକି କେତେ ସାହାଯ୍ୟ କରୁଛି ତାର ମା କୁ | ଆଉ ମନର କଥା କୁ ପ୍ରକାଶ କରିକି ସମାଜ କୁ ଦେଖାଇ ଦେଇଛି କି ଝିଅ ମାନ ଙ୍କୁ ଯେ ସମାଜରେ ଆପଣ ମାନେ ବୋଝ ବୋଲି ଭାବୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ଅଟେ | ଆଉ ପୁଅ ଝିଅ ଭିତରେ କିଛି ବି ଫରକ ନାହିଁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |

ତେବେ ଏଠାରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ କୁନି ଝିଅ ଟି ତାର ମା ର ସାହାଯ୍ୟ କରୁଛି | ଆଉ ମା ର ସାହାଯ୍ୟ କରିବା ପାଇଁ ଚେଷ୍ଟା ମଧ୍ୟ କରିଛି | ଆଉ ତାର କୁନି କୁନି ହାତରେ ତାର ମା ପାଇଁ ଆଣି ଦେଉଛି ପାଣି ତାହା ପୁଣି ଦୂରରୁ | ଆଉ ଯେଉଁଠି ଦେଖିବାକୁ ମିଳିଛି କି କୁନି ଝିଅ ଟି ମା ଙ୍କୁ ସାହାଯ୍ୟ କରିବା ପାଇଁ ବାହାରି ପଡିଛି | ଆଉ ସେ କହିବାକୁ ଲାଗିଛି କି ମା ମୁଁ ପୁଅ ଟିଏ ନୁହଁ ବୋଲି ତୁ ଦୁଃଖ କରୁଛୁ କି |ତୁ ମନ ଦୁଃଖ କରନି ମା ମୁଁ ତୋର ପୁଅ ଭଳି ସବୁ କାମ କରି ଦେଉଛି |

ଆଉ ଯେଉଁଠି ଆଜିର ସମାଜରେ ପୁଅ ଝିଅ ମଧ୍ୟରେ ଯେଉଁ ଫରକ କରାଯାଉଛି ତାହାକୁ ବନ୍ଦ କରିକି ଦେଖାଇ ଦେବାକୁ ଚାହୁଁଛି କି ସମାଜରେ ସମସ୍ତେ ସମାନ | ଆଉ ଆଜି ଯେଉଁ ଭଳି ଭାବରେ ଝିଅ ମାନଙ୍କୁ ଅବହେଳା କରୁଛନ୍ତି ସେମିତି ନୀତି କୁ ବନ୍ଦ କରିବା ପାଇଁ ଚାହୁଁଛି | ତେବେ ମା ତୁ ଆଉ ଦୁଃଖ କରନି ତୋ ପୁଅ ଟିଏ ହେଇଥିଲେ ତୋର ଯେମିତି ଯତ୍ନ ନେବ ସାରା ଜୀବନ ତୋହର ଦୁଃଖ ସୁଖ ବୁଝିବ, ସେମିତି ମୁଁ ବି ବୁଝିବି ମା ଏମିତି କିଛି କହିଛି ଝିଅ ଜଣଙ୍କ |

ତେବେ ଝିଅ ଟି ଆହୁରି ମଧ୍ୟ କହିଛି କି ଆଜିର ସମାଜରେ ପୁଅ ମାନେ ବାପା ମା ମାନଙ୍କୁ ଚାହୁଁ ନାହାନ୍ତି ଆଉ ଵୃଦ୍ଧାଶ୍ରମ ରେ ନେଇକି ଛାଡି ଦେଇଛନ୍ତି ମୁଁ ସେମିତି କରିବିନି ଲୋ ମା | ମୁଁ ସବୁବେଳେ ତୋତେ ମୋ ସାଙ୍ଗରେ ରଖିବେ ବୋଲି କହିଛି ଝିଅ ଟି | ଯାହା ଏବେ ଏହି ଘଟଣା ଟି ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment