New Twist – ସ୍ୱାମୀ ଦାଣ୍ଡ ପଟୁ ଚାଲିଗଲେ, ବାରିପଟେ ଲୁଚି ଲୁଚି ପଶୁଥିଲା ଟୁନା..ଭାଉଜ ଭାଉଜ କହି ମତେ ମାଡି ବସୁଥିଲା… ଏ ନେଇ କଣ କହୁଛନ୍ତି ଭାଉଜ, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଏମିତି କିଛି ଘଟଣା ଭାଇରାଲ ହେବାକୁ ଲାଗିଛି ଯାହା ବିଷୟରେ ଆପଣ ମାନେ ଶୁଣିଲେ ପାଦ ତଳୁ ମାଟି ଖସିଗଲା ଭଳି ଲାଗିବ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସାଙ୍ଗ ହେଇକି ଘରକୁ ଆସୁଥିବା ସାଙ୍ଗ ଜଣଙ୍କ କେଉଁଭଳି ଭାବରେ ଏତେ ଦୀର୍ଦୟ ହେଇ ପାରିଲା | ଆଉ ଶେଷରେ ନିଜ ସାଙ୍ଗର ସ୍ତ୍ରୀ ଉପରେ ପକାଇଲା ଖରାପ ନଜର | ଆଉ ତାହା ସହିତ ସାଙ୍ଗ ଘରେ ନ ଥିବାର ସୁଯୋଗ ନେଇକି ସାଙ୍ଗ ର ଘର ଭିତରକୁ ମଧ୍ୟ ପଶିଲା ଆଉ ଶାରୀରିକ ସମ୍ପର୍କ ମଧ୍ୟ ରଖିଲା | ଆଉ ଏହି କଥା ସ୍ୱାମୀ ଜଣଙ୍କ ଜାଣି ସାରିବା ପରେ ଘରେ ପୁରେଇବେନି ବୋଲି ମଧ୍ୟ କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଟି ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଖାଇ ବ୍ଲକ ପେଣ୍ଠ ଗ୍ରାମରେ ମଇନା ଓ ଟୁନା ଙ୍କର ପ୍ରେମ ସମ୍ପର୍କ କୁ ନେଇକି ଏବେ ଉଠିଛି ବିବାଦ | ଆଉ ଯେଉଁଠି ଜଣା ପଡିଛି କି ସ୍ୱାମୀ ଙ୍କ ସହିତ ତାଙ୍କର ସାଙ୍ଗ ଟୁନା ଆସୁଥିଲେ ସାଙ୍ଗ ଘରକୁ | ଆଉ ସେ ସାଙ୍ଗ ଘରକୁ ଆସିକି ଖିଆ ପିଆ କରିବା ଶୋଉ ମଧ୍ୟ ଥାନ୍ତି | ଆଉ ଏହିଭଳି ଚାଲିଥିବା ସମୟରେ ସାଙ୍ଗ ଜଣଙ୍କ ନଜର ପକାଇଥିଲେ ମହିଳା ଙ୍କ ଉପରେ | ଆଉ ଯାହା ଜଣା ପଡିଛି କି ସ୍ୱାମୀ ନ ଥିବା ସମୟରେ ତାଙ୍କ ସହିତ ଜବରଦସ୍ତି ମଧ୍ୟ କରିଥିଲେ | ଆଉ ସବୁବେଳେ ସୁଯୋଗ ଖୋଜୁଥିଲେ କି କେତେବେଳେ ତାଙ୍କର ସାଙ୍ଗ ଘରୁ ବାହାରକୁ ଯିବ |

ଆଉ ସାଙ୍ଗ ଜଣଙ୍କ ଘରେ ନ ରହିବାର ସୁଯୋଗ ନେଇକି ବାଡ଼ି ପଟେ ପଶି ଆସୁଥିଲେ ସାଙ୍ଗ ଜଣଙ୍କ | ଆଉ ଗୋଟିଏ ଦୁନିଆ ନୁହଁ ଦୀର୍ଘ 6 ମାସ ଧରିକି ନିଜ ସାଙ୍ଗର ସ୍ତ୍ରୀ ଙ୍କ ସହିତ ରଖୁଥିଲେ ଶାରୀରିକ ସମ୍ପର୍କ | ଆଉ ଯାହା ଦେଖିବାକୁ ମିଳିଥିଲା କି ପରେ ନିଜର ସ୍ତ୍ରୀ ଙ୍କୁ ସନ୍ଦେହ କରିଥିଲେ ସ୍ୱାମୀ ଜଣଙ୍କ | ଆଉ ତାଙ୍କ ସ୍ତ୍ରୀ ଙ୍କୁ ତାଙ୍କର ସାଙ୍ଗ ଟୁନା ଙ୍କ ସହିତ ଫୋନ ରେ କଥା ହେବା ପାଇଁ ମଧ୍ୟ କହିଥିଲେ |

ଆଉ ଯେତେବେଳେ କଥା ହେଲେ ସେତେବେଳେ ସ୍ୱାମୀ ଜଣଙ୍କ ଜାଣି ପାରିଲେ କି କେଉଁ ଭଳି ଭାବରେ ତାଙ୍କର ସାଙ୍ଗ ତାଙ୍କୁ ବିଶ୍ୱାସ ରେ ବିଷ ଦେଇଛି | ଆଉ ଏହା ଜାଣିବା ପରେ ନିଜ ସ୍ତ୍ରୀ ଙ୍କୁ ଘରୁ ବାହାର କରି ଦେଇଥିଲେ ସ୍ୱାମୀ ଜଣଙ୍କ | ଆଉ ଯାହା ଜଣା ପଡିଥିଲା କି ବାହାର କରିବା ପରେ ସ୍ତ୍ରୀ ଜଣ ଙ୍କ ତାଙ୍କ ବାପ ଘରକୁ ଗଲା ପରେ ସେଠି ମଧ୍ୟ କେହି ଆପଣାଇ ନ ଥିଲେ | ଆଉ ଯେଉଁଥିପାଇଁ ସେ ବର୍ତ୍ତମାନ ଟୁନା ଙ୍କ ଘର ଆଗରେ ନ୍ୟାୟ ପାଇଁ ବସିଛନ୍ତି | ଯାହା ଏବେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment