ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ସବୁବେଳେ କିଛି ନାଁ କିଛି ନୂଆ ନୂଆ ଘଟଣା ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବର୍ତ୍ତମାନ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ଆଉ ଯେଉଁଠି କୁହାଯାଉଛି କି କୋଟ ରୁ ଆସିଛି ଏକ ନୂଆ ନିଷ୍ପତ୍ତି ପ୍ରେମୀ ଯୁଗଳ ଙ୍କ ମଧ୍ୟରେ ବର୍ତ୍ତମାନ ହସ୍ତକ୍ଷେପ କରି ପାରିବେନି ତୃତୀୟ ଲୋକ | ଆଉ ଯଦି ଦୁଇ ଜଣଙ୍କର ସମ୍ମତି ଥିବ ତାହେଲେ ସେମାନଙ୍କ ସମ୍ପର୍କ କେହିବି ଭାଙ୍ଗି ପାରିବେନି ବୋଲି ମଧ୍ୟ କୁହାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ନଜର ପକାଇବା ଆଉ କଣ ସବୁ ନିୟମ କରାଯାଇଛି ପ୍ରେମୀ ଯୁଗଳ ଙ୍କ ପାଇଁ |
ତେବେ ଯାହା ସୂଚନା ମିଲିଛି କି ଆଲ୍ହାବାଦ କୋଟ ତରଫରୁ ଏହିଭଳି ଏକ ବଡ଼ ଧାରଣ ର ନିଷ୍ପତି ନିଆଯାଇଛି | ଆଉ ଯେଉଁଠି ପ୍ରେମ ସମ୍ପର୍କ କେଉଁ କି ବ୍ୟକ୍ତିଗତ, ବା ବୌବାହିକ ଜୀବନ ହେଉ ଯଦି ଆପଣ ମାନେ ସାବାଳକ | ତେବେ ଆପଣଙ୍କ ଜୀବନର ନିଷ୍ପତ୍ତି ନେବାର ଦାୟିତ୍ୱ ମଧ୍ୟ ଆପଣଙ୍କର ରହିଛି | ସେଥିରୁ କେହି ବି ଆପଣଙ୍କୁ ନିବୃତ କରି ପାରିବେ ନାହିଁ କି ତୃତୀୟ ଲୋକ କେହି ବି ଆପଣ ଦୁଇଜଣଙ୍କ ମଝିରେ ଆସି ପାରିବେ ନାହିଁ | ଯଦି ଆପଣ ଏକାଠି ରହିବାକୁ ଚାହୁଁଛନ୍ତି ତାହେଲେ ଏକାଠି ସାଙ୍ଗ ହେଇକି ରହି ପାରିବାର ଆଦେଶ ମଧ୍ୟ ଦିଆଯାଇଛି କୋଟ ରେ |
ତେବେ ସନ୍ଦୀପ ନାମକ ଯୁବକ ଙ୍କ ନା ରେ ଆଲ୍ହାବାଦ କୋଟ ରେ ଏକ ଅଭିଯୋଗ ଆସିଥିଲା କି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି ବୋଲି | ଆଉ ଯେଉଁଥିପାଇଁ ସନ୍ଦୀପ ଙ୍କ ସ୍ତ୍ରୀ ଙ୍କୁ ତାଙ୍କ ବାପ ଘରେ ରହୁଥିଲେ | କିନ୍ତୁ ଏହି ବିଷୟରେ ଯେତେବେଳେ ଅଲୋଚନା ହୋଇଥିଲା କୋଟ ରେ ସେତେବେଳେ ସନ୍ଦୀପ ଙ୍କ ସ୍ତ୍ରୀ ତାଙ୍କର ସ୍ୱାମୀ ଙ୍କ ସହିତ ରହିବେ ବୋଲି କହିଥିଲେ | ତେବେ ସେ ପଟେ ସ୍ୱାମୀ ମଧ୍ୟ ତାଙ୍କର ସ୍ତ୍ରୀ ଙ୍କୁ ଭଲ ପାଆନ୍ତି ଓ ତାଙ୍କ ସହିତ ସାରା ଜୀବନ ରହିବେ ବୋଲି କହିଥିଲେ|
ଆଉ ଯାହାକୁ ନେଇକି କୋଟ ମଧ୍ୟ ତାହାର ରାୟ ଶୁଣାଇଥିଲା, ଆଉ କହିଥିଲା କି କୋଟ ର ଅନୁମତି ଅନୁସାରେ ଯଦି ଆପଣ ଙ୍କର ବୟସ ହୋଇ ଯାଇଛି ଓ ଆପଣ ସାବାଳକ ଅଟନ୍ତି ତାହେଲେ ଆପଣଙ୍କୁ କେହି ବି ଅଲଗା କରି ପାରିବେ ନାହିଁ |ତୃତୀୟ ଲୋକ କେହି ଆପଣ ଙ୍କ ମଝିରେ ପଶି ପାରିବେ ନାହିଁ ତାହା ସେମାନଙ୍କର ବୌବାହିକ ଜୀବନ ହେଉ ବା ଲଭ ଲାଇଫ ହେଉ |ତେବେ ଏହି କଥା ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।