ଚମତ୍କାର ! କୁନି ମୁହଁରେ ବଡ କଥା… ଏତେ ପାଠ ପଢିଲେ ବୁଢା ହୋଇଯିବି… ଭିଡ଼ିଓ ଦେଖିଲେ ହସି ହସି ଗାଡ଼ିଯିବେ…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ତ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ |ଆଉ ଯେଉଁ ଭିଡିଓ କୁ ଦେଖିଲେ ଆପଣ ମାନେ ମଧ୍ୟ ନିଜ ହସ କୁ ଅଟକାଇ ପାରିବେ ନାହିଁ | ଆଉ କୁନି ପୁଅ ଟିର କଥା କୁ ଥରେ ଶୁଣିବା ପରେ ବାରମ୍ବାର କଥା ଟିକୁ ଶୁଣିବା ପାଇଁ ଆଗ୍ରହ ବଢିବାକୁ ଲାଗିବ | ତାହେଲେ ଆସନ୍ତି ଦର୍ଶକ ବନ୍ଧୁ ଏହି କୁନି ପୁଅ ଟି କଣ କହୁଛି ତାହା ଉପରେ ଟିକିଏ ନଜର ପକାଇବା |

ତେବେ କୁହା ଯାଏ କି ଛୋଟ ଛୁଆଁ ମାନଙ୍କର କୋଠାର ମଧୁଯ୍ୟତା କିଛି ନିଆରା ଥାଏ | ଆଉ କୁନି ଓଠ ରୁ କଥା ଟିଏ ଶୁଣିଦେଲେ ଯେପରି ପେଟ ପୁରି ଯାଇଥାଏ |ଆଉ ଯିଏ ଯେତେ ରାଗିଥାଉ କି ଯେତେ ଦୁଃଖରେ ମଧ୍ୟ ଥାଉ ନା କାହିଁକି | ଏହି ଛୋଟ ଛୁଆଁ ଟିର କଥା ଆଗରେ ସବୁ ହାର ମାନି ଯାଇଥାଏ | ତେବେ ସେହିଭଳି ଏକ ଭିଡିଓ ବର୍ତମାନ ପ୍ରକାଶ ପାଇବାରେ ଲାଗିଛି | ଆଉ ଯେଉଁଠି ଛୋଟ ପିଲା ଟି ପାଠ ପଢ଼ିବାକୁ ବସିଥିବାର ଦେଖିବାକୁ ମିଳୁଛି | କିନ୍ତୁ ଯାହା ଦେଖିବାକୁ ମିଳିଛି କି ମା ଙ୍କ ଡରରେ ପାଠ ପଢିବାକୁ ବାସି ଯାଇଛି ସିନା, କିନ୍ତୁ ପାଠ ପାଇଁ କୁନି ପିଲା ଟିର ଟିକିଏ ହେଲେ ଇଛା ନାହିଁ |

ଆଉ ଯେତେବେଳେ ପିଲା ଟିଏ ମା କୁନି ପୁଅ କୁ ପଚାରୁଛନ୍ତି ପାଠ କଣ ପାଇଁ ପଡ଼ୁନୁ, ଆଉ ଏମିତି ବସିଛୁ କଣ ପାଇଁ | ସେତେବେଳେ ପୁଅ କହୁଛି ତାର ମଧୁର ସ୍ୱରରେ ଖୋନେଇ ଖୋନେଇ ଆଉ କେତେ ପାଠ ପଢ଼ିବି | ମୋର ଆଉ ପାଠ ପଢିବାକୁ ଇଛା ହେଉନି ଏମିତି ସବୁବେଳେ ପଢି ପଢି ମୋତେ ଆଉ ଭଲ ଲାଗୁନି | ଐ କେତେ ମୁଁ ପଢ଼ିବି ପାଠ | ଏତେ ପଡିଲେ ମୁଁ ବୁଢା ହେଇଯିବେ ମା | ମୋତେ ଆଉ ଛାଡିଦିଅ ମୁଁ ଆଉ ପାଠ ପଢ଼ିବିନି | ଏମିତି କିଛି କାନ୍ଦି କାନ୍ଦି କହୁଛି ପୁଅ ଟି |

ତେବେ ଛୋଟ ପିଲା ଟିର ଏହି କଥା କୁ ଶୁଣିବା ପରେ ସମସ୍ତେ ବେଶ ଖୁସି ମଧ୍ୟ ହେଉଛନ୍ତି, ଆଉ ପିଲା ଟି ର ଏହିଭଳି କଥା କୁ ଯିଏ ବି ଶୁଣିଛି ହସି ବାକୁ ଲାଗୁଛି | ତେବେ ଛୋଟ ଛୁଆଁ ମାନଙ୍କର କଥା ସାଧାରଣତଃ ଶୁଣିବାକୁ ଭଲ ଲାଗିଥାଏ, ଆଉ ଏହି କୁନି ପୁଅ ଟିର ମିଠା ମିଠା କଥା ଆଉ ପାଠ ନ ପଢିବା କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଏହି ଭିଡିଓ ଟିକୁ ଟୁଇଟର ରେ ଜିଁଦେଙ୍ଗୀ ଗୁଞ୍ଜରା ପେଜ ରେ ପୋଷ୍ଟ କରାଯାଇଛି ଓ ଏହି ଭିଡିଓ କୁ 56000 ହଜାର ଭିୟୁଜ ହୋଇ ସାରିଲାଣି ବୋଲି କୁହାଯାଉଛି | ଯାହା ଏବେ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment