New Twist – ସିନେମା ଛାଡି ହଠାତ ଯାତ୍ରାରେ ଯୋଗ ଦେଲେ ପ୍ରକୃତି ମିଶ୍ର !… ଦେଖନ୍ତୁ ଭାଇରାଲ Video

ତେବେ ସୋସିଆଲ ମିଡିଆରେ ସବୁ ବେଳେ କିଛି ନା କିଛି ନୂଆ ନୂଆ ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ଙ୍କ ନଜରକୁ ଆସୁଥିବ ନିଶ୍ଚୟ | ତେବେ ସୋସିଆଲ ମିଡିଆରେ ବର୍ତ୍ତମାନ ବହୁତ ମାତ୍ରା ରେ ଭାଇରାଲ ହେବାକୁ ଯାଉଛି ପ୍ରକୃତି ମିଶ୍ର ଙ୍କ କଥା | ଆଉ ଯେଉଁଠି ଆମ ଓଲିଉଡ଼ ଇଣ୍ଡୋଷ୍ଟ୍ରି ରେ କୁନି କଳାକାର ଥିବା ପାଖରୁ ଅଭିନୟ ର ଯାଦୁ ଦେଖାଇ ଆସୁଥିବା ପ୍ରକୃତି ଓଲିଉଡ଼ ସାଙ୍ଗକୁ ବଲିଉଡ ରେ ମଧ୍ୟ କାମ କରି ବହୁତ ସାରା ପ୍ରସଂଶା ଅର୍ଜନ କରିବା ପରେ ଏବେ ଯାତ୍ରା ଦୁନିଆରେ ପାଦ ଦେଇଛନ୍ତି ପ୍ରକୃତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ପ୍ରକୃତି ଙ୍କ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ଜାଣିଥିବେ କି ନିଜର ଟେଲେଣ୍ଟ ବଳରେ ପ୍ରକୃତି ପ୍ରଥମେ ଅଲିଉଡ ଓ ପରେ ବଲିଉଡ ରେ ମଧ୍ୟ ତାଙ୍କର ଟେଲେଣ୍ଟ କୁ ପ୍ରକାଶ କରିବାକୁ ଲାଗିଥିଲେ ପ୍ରକୃତି ମିଶ୍ର | ତେବେ କିଛି ଦିନ ହେବ ସୋସିଆଲ ମିଡିଆରେ ପ୍ରକୃତି ମିଶ୍ର ଓ ବାବୁସାନ ଙ୍କ ସମ୍ପର୍କ କୁ ନେଇକି ଅନେକ ପ୍ରକାରର କଥା ସାମ୍ନା କୁ ଆସିଥିଲା | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ପ୍ରକୃତି ମିଶ୍ର ବାବୁସାନ ଙ୍କ ସହିତ ଅଧିକ କ୍ଲୋଜ ହେବା ସହିତ ଲିଭିଙ୍ଗ ରେ ମଧ୍ୟ ରହୁଥିଲେ |

ଆଉ ଯାହା ପାଇଁ ବାବୁସାନ ଙ୍କ ସ୍ତ୍ରୀ ସେ ସବୁ ଜାଣିବା ପରେ ରାସ୍ତା ମଝିରେ ପ୍ରକୃତି ଙ୍କ ସହିତ ଝଗଡା କରିବା ସହିତ ସେମାନଙ୍କ ମଧ୍ୟରେ ଟଣା ଟଣି ମଧ୍ୟ ହେଇଥିବାର ଜାଣିବାକୁ ମିଳିଥିଲା | ଆଉ ଏହିଭଳି ଏକ ଘଟଣା ଓଡିଶା ରେ ଘଟିବା ପରେ ପ୍ରକୃତି ଓଡିଶା ଛାଡି ପଳେଇ ଯାଇଥିଲେ ମୁମ୍ବାଇ | ଆଉ ଯାହା ଜଣା ପଡିଥିଲା କି ସେଠାରେ ସେ ଫ୍ଲିମ ସୁଟିଂ ରେ ବ୍ୟସ୍ତ ରହୁଥିଲେ ବୋଲି | ଆଉ ଯାହା ଜଣା ପଡିଛି ପ୍ରକୃତି ବର୍ତ୍ତମାନ ମୁମ୍ବାଇ ରୁ ଆସିକି ଯୋଗ ଦେଇଛନ୍ତି ଯାତ୍ରା ଜଗତରେ | ଆଉ ଯାତ୍ରା ରେ ଏକ ମେଲୋଡି ପାର୍ଟି ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି |

ତାହା ସହିତ ସେ ଅଭିନୟ ମଧ୍ୟ କରିଥିବାର ନଜର ଆସିଛନ୍ତି | ଆଉ ପ୍ରକୃତି ମିଶ୍ର ଯାତ୍ରା ଦୁନିଆରେ ପାଦ ଦେବା ପରେ ଯାତ୍ରା ଜଗତରେ ହୋଇ ଚଇ ସୃଷ୍ଟି ହୋଇଛି | ତାହା ଛଡା ପ୍ରକୃତି ଙ୍କ ଫ୍ରେଣ୍ଡ ମାନେ ମଧ୍ୟ ପ୍ରକୃତି ଙ୍କୁ ଯାତ୍ରା ରେ ଦେଖି ଖୁସି ହେଇଛନ୍ତି ଓ ବହୁତ ପ୍ରସଂଶା ମଧ୍ୟ କରିଥିବାର ଦେଖିବାକୁ ମିଳିଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment