ପୁଣି ହର ହର ଶମ୍ଭୁ ଗୀତ ଗାଈ ରାଜ୍ୟ ସାରା ଚହଳ ସୃଷ୍ଟି କଲା କୁନି ଝିଅ ଆରାଧ୍ୟା… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଦର୍ଶକ ବନ୍ଧୁ ସଂଗୀତ ଗୋଟିଏ ଏମିତି ଜିନିଷ ଯାହା ସମସ୍ତ ଙ୍କୁ ମୋତୁଆଲା କରି ଦେଇଥାଏ | ଆଉ ଯେଉଁଠି ଦେଖିବାକୁ ମିଳିଥାଏ କି କେଉଁ ଭଲ ଭାବରେ ଏହି ଗୀତ ଟି ସମସ୍ତଙ୍କୁ ଆକୃଷ୍ଟ କରେଇଛି | ତେବେ ଆମେ ଜାଣିଛୁ କି ବିଶେଷ କରିକି ଛୋଟ ପିଲା ମାନଙ୍କର କଣ୍ଠ ରୁ ମଧୁର ସ୍ୱର କୁ ଶୁଣିବାକୁ ସମସ୍ତେ ଅଧିକ ପସନ୍ଦ କରିଥାନ୍ତି |ତେବେ ଏଠାରେ ସଂଗୀତ ର ଯାଦୁ ରେ ସମସ୍ତଙ୍କୁ ମୋତୁଆଲା କରିଛନ୍ତି ଝିଅ ଜଣଙ୍କ | ଆଉ ବିଦ୍ୟାଳୟ ରେ ଏହି ଭଳି ଏକ ଗୀତ ଗାଇ ବେଶ ପ୍ରସଂଶା ମଧ୍ୟ ସାଉଁଟିଛନ୍ତି ବୋଲି ଦେଖିବାକୁ ମିଳୁଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମସ୍ତ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା ବ୍ଲକ ର ଦଳଭନ ପୁର ର ଆରାଧ୍ୟ ବେହେରା, ଆଉ ଯିଏ କି ଚତୁର୍ଥ ଶ୍ରେଣୀ ରେ ପାଠ ପଢ଼ନ୍ତି |ଆଉ ଯେଉଁଠି ଦେଖିବାକୁ ମିଳିଛି କି କୁନି ଝିଅ ଜଣଙ୍କ ତାଙ୍କ ର କଣ୍ଠ ସ୍ବରର କମାଲ ଦେଖାଇବାକୁ ଲାଗିଛନ୍ତି | ତାହା ବ୍ୟତିତ ଆମ ସମସ୍ତଙ୍କର ଅତି ପ୍ରିୟ ସମସ୍ତଙ୍କର ପସନ୍ଦ ର ଗୀତ ହର ହର ଶମ୍ଭୁ ଗୀତ ଟିକୁ ଗାଇବାକୁ ଲାଗିଛନ୍ତି | ଆଉ ଯାହା ଦେଖିବାକୁ ମିଳିଛି କି ଏହି ଗୀତ ଟିକୁ ଏତେ ସୁନ୍ଦର ଭାବରେ କୁନି ଝିଅ ଟି ଗାଇଛି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ |

ଆଉ ଯେଉଁଠାରେ ଦେଖୁବାକୁ ମିଳିଛି କି ଝିଅ ଜଣକ ନିର୍ଭୁଲ ଭାବରେ କେମିତି ଏତେ ସୁନ୍ଦର ଗୀତ ଟିକୁ ଗାଇ ପାରୁଛନ୍ତି | ଆଉ ଯାହା ର ସ୍ୱର ଏତେ ସୁନ୍ଦର ହୋଇଛି କି ତାହା ଦର୍ଶକ ମାନଙ୍କର ହୃଦୟକୁ ମଧ୍ୟ ବେଶ ଆକୃଷ୍ଟ କରାଉଛି | ତେବେ ଏଠାରେ ଏତେ କମ ବୟସରେ ମହାଦେବ ଶିବ ଶମ୍ଭୁ ଙ୍କ ଉପରେ ଏହିଭଳି ଏକ ଗୀତ କୁ ଗାଇବା ଯେତେବେଳେ ବଡ଼ ମାନଙ୍କ ପାଖରେ ସମ୍ଭବ ହୋଇ ନ ଥାଏ | ସେତେବେଳେ କୁନି ବୟସରେ ଏହି ଭଳି ଗୀତ ଗାଇବା ଅତ୍ୟନ୍ତ ଆଶ୍ଚର୍ଯ୍ୟ ର କଥା ଅଟେ |

ତେବେ କୁନି ଝିଅ ଟିର ଏହିଭଳି ଭାବରେ ଗୀତ ଗାଇବା ପରେ ସ୍କୁଲ ଠାରୁ ଆରମ୍ଭ କରିକି ବାହାର ପର୍ଯ୍ୟନ୍ତ ଚାରିଆଡେ ଚର୍ଚ୍ଚା ଜୋର ଧରିଥିବାର ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ | ଆଉ ଲୋକ ମାନଙ୍କର ମନକୁ ମଧ୍ୟ ଛୁଇଁଛି ଗୀତ ଟି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ପିଲା ଟି ମଧ୍ୟ ବହୁତ ପ୍ରସଂଶା ସାଉଁଟିଥିବାର ଦେଖିବାକୁ ମିଳିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment