ଆମ କାଳିଆ ସାଆନ୍ତଙ୍କର ପ୍ରିୟ ହେଉଛି ପଖାଳ, କାଳିଆ ପାଖରେ ମଣୋହି ହୁଏ ଏତେ ପ୍ରକାରର ସ୍ୱତନ୍ତ୍ର ପଖାଳ… ଦେଖନ୍ତୁ Video

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହୋଇଥାଏ ପ୍ରତେକ ଦିନ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ମହା ପ୍ରଭୁଙ୍କ ପାଖରେ ଲାଗୁଛି ପଖାଳ ତାହା ପୁଣି ପ୍ରସାଦ ରୂପରେ | ଆଉ ଯାହାକୁ ଖାଇ ବେଶ ଖୁସିରେ ପଖାଳ ର ମଜା ହେଉଛନ୍ତି ଜଗନ୍ନାଥ, ଆଉ ପଖାଳ ହେଉଛି ଜଗନ୍ନାଥ ଙ୍କର ପ୍ରିୟ ଖାଦ୍ୟ ବୋଲି ଜଣା ପଡିଛି | ତେବେ ଆସନ୍ତୁ ଜାଣିବା ଜଗନ୍ନାଥ କେତେବେଳେ ପଖାଳ ଖାଇଥାନ୍ତି, ଆଉ କେଉଁ କେଉଁ ପ୍ରକାରର ପଖାଳ ରହିଛି ଯାହା କାଳିଆ ଙ୍କ ପାଖରେ ଲାଗିଥାଏ ପ୍ରସାଦ ରୂପରେ |

ତେବେ ଆମେ ସମସ୍ତେ ଜାଣିଛେ କି ପଖାଳ ବିଶେଷ କରିକି ଆମ ଓଡ଼ିଆ ମାନଙ୍କର ଏକ ପ୍ରିୟ ଖାଦ୍ୟ ହୋଇଥାଏ | ଧନୀ ଠାରୁ ଆରମ୍ଭ କରିକି ବଡ ବଡ଼ିଆ ଲୋକଙ୍କ ଘରେ ମଧ୍ୟ ପଖାଳ କୁ ଖାଇବା କଥା ଆପଣ ମାନେ ଶୁଣିବାକୁ ପାଉଥିବେ | ତେବେ ଆଜି କାଲି ପଖାଳ ଦିବସ ମଧ୍ୟ ପାଳନ କରୁଛନ୍ତି ଲୋକ ମାନେ | ତେବେ କେହି କେହି ଲୋକ ଦିନରେ ପଖାଳ ଖାଉଥିବା ବେଳେ କେହି କେହି ରାତିରେ ମଧ୍ୟ ପଖାଳ ଖାଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଏଠି କୁହାଯାଉଛି କି ଖାଲି ମଣିଷ ନୁହଁ ଜଗତର ନାଥ ଜଗନ୍ନାଥ ଙ୍କର ପ୍ରିୟ ଖାଦ୍ୟ ମଧ୍ୟ ପଖାଳ ଅଟେ ବୋଲି କୁହାଯାଉଛି |

ଆଉ ଯାହା ଜଣା ପଡିଛି କି ଜଗନ୍ନାଥ ଙ୍କ ପାଖରେ ମଧ୍ୟ ପ୍ରସାଦ ଭାବରେ ଲାଗିଥାଏ ବିଭିନ୍ନ ପ୍ରକାରର ପଖାଳ | ତେବେ ବିଶେଷ କରିକି ସନ୍ଧ୍ୟା ସମୟରେ ଭୋଗ ଭାବରେ ଲାଗିଥାଏ ପଖାଲ ଓ ରାତିର ପହଣ୍ଡି ପୂର୍ବରୁ ସରିଯାଇଥାଏ | ତେବେ ବିଭିନ୍ନ ପ୍ରକାରର ପାଖାଳ ରହିଛି ଯାହା ଜଗନ୍ନାଥ ଙ୍କ ପାଖରେ ପ୍ରତେକ ଦିନ ଭୋଗ ରୂପରେ ଲାଗିଥାଏ |ତେବେ ସେ ସବୁ ମଧ୍ୟରୁ ଦହି ପଖାଳ ଓ ଘିଅ ପଖାଳ ଅଧିକ ଲାଗିଥାଏ ଜଗନ୍ନାଥ ଙ୍କ ପାଖରେ | ତେବେ ବାସନା ପଖାଳ ରେ ପଖାଳ ସହିତ ମିଶା ଯାଇଥାଏ ଜିରା ଆଉ ଅଦା, ଯାହା କାଳିଆ ଙ୍କର ପସନ୍ଦ ବୋଲି କୁହା ଯାଉଛି |

ତେବେ ସେହିଭଳି ଦହି କୁ ମିଶାଇ ପଖାଳରେ ଦହି ପଖାଳ ପ୍ରସ୍ତୁତ କରାଯାଇଥାଏ | ଏହା ବ୍ୟତୀତ ପଖାଳ ରେ ପାଣି କୁ ଢାଳିକି ପାଣି ପଖାଳ ପ୍ରସ୍ତୁତ କରାଯାଏ | ପଖାଳ କୁ ଚିପୁଡ଼ି କି ପ୍ରସ୍ତୁତ କରାଯାଏ ଚିପୁଡ଼ା ପଖାଳ |ଏହି ଭଳି ଭାବରେ ଜଗନ୍ନାଥ ଙ୍କ ପାଇଁକି ସବୁବେଳେ ପ୍ରସ୍ତୁତ କରାଯାଏ ପ୍ରସାଦ | ଆଉ କେବଳ ଯେତେବେଳେ ଗୁଣ୍ଡିଚା ଯାତ୍ରା ପାଇଁ ଯାଇଥାନ୍ତି ଜଗନ୍ନାଥ ସେତେବେଳେ ପଖାଳ ବନ୍ଦ ରହିଥାଏ ବୋଲି କୁହାଯାଇଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment