ବାପା ଙ୍କୁ ଟିଭିରେ ଦେଖି ଖୁସି ହେଲେ ଭୀୟୋନା, ଆଉ ତା ପରେ କଲେ ଏମିତି… ଦେଖନ୍ତୁ Video

ଆମେ ସମସ୍ତେ ଜାଣିଚୁ ବାପା ଓ ଝିଅ ମଧ୍ୟରେ ଥିବା ସମ୍ପର୍କ ଅନ୍ୟ ସମ୍ପର୍କ ମାନଙ୍କ ଠାରୁ ବହୁତ ଭିନ୍ନ ଅଟେ।ବାପା ତାର ଝିଅ ର ଖୁସି ପାଇଁ ତା ମୁଁହ ରେ ଟିକିଏ ହସ ଦେବା ପାଇଁ କିଛି ବି କରିପାରେ ଠିକ ସେହିପରି ଝିଅ ଟି ମଧ୍ୟ ତାର ବାପା କୁ ଜୀବନ ଠାରୁ ବି ଅଧିକ ଭଲ ପାଇଥାଏ। ତାର ବାପା କେହି ବି ହୋଇଥାଉ ସେ ଜଣେ ଦିନ ମଜୁରିଆ ହେଉ କିମ୍ବା ଷ୍ଟାର କିମ୍ବା ଚାକିରୀ କରୁଥିବା ବ୍ୟକ୍ତି ତାହା ତାଙ୍କର ପିଲାଙ୍କ ର ଫରକ ନଥାଏ। ସେ ତାର ବାପା ଆଉ ତାକୁ କେଉଁଠି ବି ଦେଖିଲେ ସେ ବହୁତ ଖୁସି ପାଏ।

ତେବେ ବର୍ତ୍ତମାନ ଆମ ଓଲିଉଡ ସିରିଏଲ ଜଗତ ର ସୁପରହିଟ ଯୋଡ଼ି ସୁବାସୀଷ ଓ ଅନିଶା ଙ୍କୁ ଜାଣିଥିବେ। ତେବେ ଏହି ଦୁଇ ଯୋଡ଼ି ଆମ ଓଡ଼ିଶା ର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଟନ୍ତି , ଉଭୟ ଙ୍କ ର ଅଭିନୟ ଯେତିକି ସୁନ୍ଦର ତାଙ୍କ ର ପ୍ରେମ କାହାଣୀ ମଧ୍ୟ ସେତିକି ସୁନ୍ଦର ଅଟେ। ତେବେ ବର୍ତ୍ତମାନ କିନ୍ତୁ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ସୁବାସୀଷ କିମ୍ବା ଅନିଶା ଙ୍କ ର ଭିଡ଼ିଓ କୁ ନେଇ ଚର୍ଚ୍ଚା ହେଉ ନାହିଁ ବରଂ ଚର୍ଚ୍ଚା ହେଉଛି ତାଙ୍କର ଝିଅ ଭିୟୋନା କୁ ନେଇ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭିୟୋନା ଙ୍କ ର ଏକ ଭିଡ଼ିଓ ଖୁବ ଚର୍ଚ୍ଚା ରେ ରହିଛି ତାହା ହେଉଛି ଏହା କି ଭିୟୋନା ବାପା ସୁବାସୀଷ ଙ୍କୁ ଟିଭି ରେ ଦେଖି ବହୁତ ଖୁସି ହୋଇଛନ୍ତି ଆଉ ସେ ବେଶ ହସ ଖୁସି କରିଛନ୍ତି ବାପା ଙ୍କୁ ଟିଭି ରେ ଦେଖି। ତେବେ ବର୍ତ୍ତମାନ ଏହା ମଧ୍ୟ ସୂଚନା ରହିଛି କି ସୁବାସୀଷ ଓ ଅନିଶା ଙ୍କ ଜୀବନ ରେ ତାଙ୍କ ର ଝିଅ ଭିୟୋନା ଆସିବା ପରେ ସେମାନେ ବହୁତ ଖୁସି ଓ ଆନନ୍ଦ ରେ ରହିଛନ୍ତି ଆଉ ତାଙ୍କର କ୍ୟାରିୟର ଦୁନିଆଁ ରୁ ଫ୍ରି ହେଲେ ଉଭୟ ତାଙ୍କର ଝିଅ ସହ ସମୟ ବିତାଇଥାନ୍ତି।

ତେବେ ଏହା ମଧ୍ୟ ସୂଚନା ରହିଛି କି ଖୁବ ଶୀଘ୍ର ସୁବାସୀଷ ଙ୍କ ଝିଅ ଭିୟୋନା ମଧ୍ୟ ଅଭିନୟ ଦୁନିଆଁ ରେ ପାଦ ଦେବାକୁ ଯାଉଛନ୍ତି। ଆଉ ସେ ଜଣେ ଶିଶୁ କଳାକାର ଭାବରେ ଏକ ସିନେମା ଓ ସିରିଏଲ ରେ ଅଭିନୟ କରିବା କୁ ଯାଉଛନ୍ତି। ତେବେ ଏହି ସୂଚନା ଦର୍ଶକ ମାନଙ୍କ ପାଖକୁ ଆସିବା ପରେ ଲୋକ ମାନେ ଭିୟୋନା ଙ୍କ ର ଅଭିନୟ ଦେଖିବା ପାଇଁ ଖୁବ ଈଛୁକ ଥିବା ଜଣା ପଡ଼ିଛି। ତେବେ କିନ୍ତୁ ବର୍ତ୍ତମାନ ର ଭିୟୋନା ଙ୍କ ର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛି ଆଉ ସମସ୍ତେ ଏହାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment