ହେ ଭଗବାନ୍ ମୁଁ ପୁଅକୁ ବଞ୍ଚାଇବି ନା ନିଜେ ବଞ୍ଚିବି..ବାପାକୁ କ୍ୟାନ୍ସର ୮ ମାସର ପୁଅ ପରିଶ୍ରା କରିପାରୁନି, ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖୁଥିବେ, ତେବେ ବର୍ତ୍ତମାନ ଏଭଳି ଏକ ଦୁଃଖଦ ଘଟଣା ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସ୍ୱାମୀ ସାଙ୍ଗକୁ ପୁଅ ମଧ୍ୟ ପଡିଛନ୍ତି ବେମାର ରେ | ଆଉ ସ୍ୱାମୀ ଙ୍କୁ କ୍ୟାନ୍ସର ହୋଇଥିବା ବେଳେ 8 ମାସ ର ଶିଶୁ ର ପରିସ୍ରା ହେଉନାହିଁ, ଆଉ ପରିବାର କହିଲେ ଏହି ତିନି ଜଣଙ୍କୁ ବୁଝାଇଥାଏ | ତେଣୁ ମହିଳା ଜଣଙ୍କ ଦୁଃଖରେ ସାହାଯ୍ୟ ପାଇଁ ଅନୁରୋଧ କରୁଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥ ପ୍ରାସାଦ ବ୍ଲକ ଅନ୍ତର୍ଗତ କୁମୁଡା ନୂଆ ଗାଁ ରେ ଆଉ ଯେଉଁଠି ଦେଖିବାକୁ ମିଳିଛି ଏକ ଅତ୍ୟନ୍ତ ଦୁଃଖ ଓ ହୃଦୟ ବିଦାରକ ଘଟଣା | ଆଉ ଯେଉଁ ଘଟଣା ଆଉ ଦୁଃଖର କାହାଣୀ ବିଷୟରେ ଆପଣ ମଧ୍ୟ ଶୁଣିଲେ ଆଖିରୁ ପାଣି ଆସିଯିବ | ଆଉ ଯେଉଁଠି କୁହାଯାଉଛି କି ସ୍ୱାମୀ ପ୍ରମୋଦ , ସ୍ତ୍ରୀ ମିନି ଓ ଆଶୁ ଏହି ତିନି ଜଣଙ୍କୁ ନେଇକି ତାଙ୍କର ଛୋଟ ପରିବାର ଟି | ତେବେ ପ୍ରମୋଦ ଙ୍କୁ ତାଙ୍କର ବାପା ଓ ପରିବାର ଲୋକ ଅଲଗା କରିଦେବା ପରେ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ଏକା ରହୁଥିଲେ |

ଆଉ ଯେଉଁଠି ଜଣା କୁହାଯାଉଛି କି ଗତ 2 ବର୍ଷ ହେବ ସେମାନଙ୍କର ବିବାହ ଘଟିଥିଲା ଆଉ ତାଙ୍କର ଗୋଟିଏ 8 ମାସ ର ପୁଅ ମଧ୍ୟ ଅଛି | କିନ୍ତୁ ସେହି ସୁଖର ଛୋଟ ପରିବାର ଭିତରେ ଯେମିତି ଝଡ଼ ଆସିଯାଇଥିଲା | ଆଉ ପ୍ରମୋଦ ଙ୍କ ପେଟ ଯନ୍ତ୍ରଣା ହେବାରୁ ସେମାନେ ଭଞ୍ଜନଗର ଡାକ୍ତର ଖାନା କୁ ଯାଇଥିଲେ | ଆଉ ସେଠାରୁ ଭଲ ନ ହେବାରୁ ବ୍ରହ୍ମପୁର ବାଦ ମେଡିକାଲ କୁ ଯାଇଥିଲେ ଓ ସେଠାରେ ଜାଣିବାକୁ ପାଇଥିଲେ କି ତାଙ୍କର ପେଟ ରେ 2 ଟି ଷ୍ଟୋନ ହୋଇଛି ବୋଲି | ଆଉ ତାହା ପରେ ସେମାନେ ଭୁବନେଶ୍ୱର ଏମ୍ସ କୁ ମଧ୍ୟ ଯାଇଥିଲେ |

ଆଉ ସେଠାରୁ ଡକ୍ଟର ତାଙ୍କୁ ହରି ଆଚାର୍ଯ୍ୟ କ୍ୟାନ୍ସର ହସ୍ପିଟାଲ କୁ ନିଆଯାଇଥିଲା ଆଉ ସେଠାରେ ଡାକ୍ତର ତାଙ୍କୁ କ୍ୟାନ୍ସର ହୋଇଛି ବୋଲି ଘୋଷଣା କରିଥିଲେ | ଆଉ ସ୍ୱାମୀ ର ଏହି ଭଳି ଅବସ୍ଥା ର 25 ଦିନ ଯାଇନି ପୁଣି ଏକ ଦୁଃଖ ଦ କଥା ଶୁଣିବାକୁ ମିଳିଥିଲା | ଆଉ ଯେଉଁଠି 8 ମାସ ର ପୁଅ ର ପରିସ୍ରା ହେଉନି ଆଉ ଡାକ୍ତର ଅପେରସନ ପାଇଁ କହିଛନ୍ତି | ତେବେ ଆର୍ଥିକ ଶଙ୍କଟ ବାଧା ସୃଷ୍ଟି କରିଛି ଆଉ ସେ ସ୍ୱାମୀ ଙ୍କୁ ବଞ୍ଚାଇବେ ନା ପୁଅ କୁ ତାହା ଜାଣିପାରୁ ନାହାନ୍ତି | ଆଉ ଯେଉଁଥିପାଇଁ ପ୍ରଶାସନ ର ସାହାଯ୍ୟ ଲଡୁଛନ୍ତି ମହିଳା ଜଣଙ୍କ | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment