ହଠାତ ରୁଦ୍ର ଭାଇଙ୍କ ସହ ଅନୁଭବ ( Anuvab ) ଭାଇଙ୍କ ଭେଟ ହେଲା, ଆଉ ତା ପରେ… ଦେଖନ୍ତୁ Video

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ କିଛି ଏମିତି ଘଟଣା ସାମ୍ନାକୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ତାହାକୁ ଆମେ ଦେଖିଲେ ବହୁତ ଖୁସି ମଧ୍ୟ ହେଇ ଯାଇଥାଏ | ତେବେ ଏଠାରେ ସେହି ଭଳି ଏକ ଭିଡିଓ ଟେ ଦେଖିବାକୁ ମିଳିଛି ଆଉ ଯେଉଁଠି ଦେଖା ଯାଇଛି କି ଦୁଇ ବିଧାୟକ ଏକ ସାଙ୍ଗରେ କଥା ହେଇଛନ୍ତି | ଆଉ ଦେଖୁବାକୁ ମିଳିଛି କି ଅନୁଭବ ଙ୍କର ଫ୍ଲିମ ଦେଖିବାକୁ ରୁଦ୍ର ମହାରଥୀ ଯାଆନ୍ତି ବୋଲି ମଧ୍ୟ କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ପିପିଲି ର ବେଶ ଜଣା ଶୁଣା ବିଧାୟକ ଜଣଙ୍କ ହେଉଛନ୍ତି ରୁଦ୍ର ପ୍ରତାପ ମହାରଥୀ | ଆଉ ଆପଣ ମାନେ ଭଲ ଭାବରେ ଜାଣିଥିବେ କି କେଉଁ ଭଳି ଭାବରେ ରୁଦ୍ର ସମସ୍ତଙ୍କର ଅର୍ଥାତ ଗରିବ ମାନଙ୍କର ସେବା କରନ୍ତି | ତାହା ବ୍ୟତୀତ ଲୋକ ମାନଙ୍କୁ ମଧ୍ୟ ସବୁ ସମୟରେ ସାହାଯ୍ୟ କରିବା ପାଇଁ ବାହାରି ପଡନ୍ତି | ତେବେ ସେ ଜଣେ ବହୁତ ଭଲ ବିଧାୟକ ସହିତ ବହୁତ ଭଲ ମଣିଷ ମଧ୍ୟ | ତେବେ ଦେଖିବାକୁ ମିଳିଛି କି ବିଧାୟକ ରୁଦ୍ର ଙ୍କ ସହିତ ଗୋଟିଏ ଘରେ ବସିକି କଥା ବାର୍ତ୍ତା ହେଉଛନ୍ତି ଅନୁଭବ ମହାନ୍ତି |

ଆଉ ଯେଉଁଠି ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଅନୁଭବ ମହାନ୍ତି ହେଉଛନ୍ତି ଅଲିଉଡ ଇଣ୍ଡୋଷ୍ଟ୍ରି ର ଜଣେ ବହୁତ ବଡ଼ ଏକ୍ଟର ଜଣେ ତେବେ ତାହା ସହିତ ଅନୁଭବ ମହାନ୍ତି ହେଉଛନ୍ତି କେନ୍ଦ୍ରାପଡ଼ା ର ବିଧାୟକ ମଧ୍ୟ | ଆଉ ଭାଇରାଲ ହେଉଥିବା ଭିଡିଓ ଟିରେ ଦେଖିବାକୁ ମିଳିଛି କି ରୁଦ୍ର ପ୍ରାସାଦ ମହାରଥୀ ଓ ଅନୁଭବ ମହାନ୍ତି ସାଙ୍ଗ ହେଇକି ଏକାଠି କଥା ବାର୍ତ୍ତା ହେଉଛନ୍ତି | ଆଉ ଯେଉଁଠି ରୁଦ୍ର କହୁଛନ୍ତି କି ସେ ଫ୍ଲିମ ଦେଖିବା ଓ ହଲ କୁ ମଧ୍ୟ ଯାଆନ୍ତି | ତାହା ସହିତ ସେ ଅନୁଭବ ଙ୍କର ଗୋଟିଏ ଫ୍ଲିମ କୁ ଦୁଇଥର ଦେଖିଛନ୍ତି ବୋଲି କହିଛନ୍ତି |

ତେବେ ରୁଦ୍ର କହିଥିଲେ କି ସେ ଓଡ଼ିଆ ଫ୍ଲିମ ଦେଖିବାକୁ ସେତେ ଯାଆନ୍ତି ନାହିଁ , କିନ୍ତୁ ଅନୁଭବ ଙ୍କ ଫ୍ଲିମ ଦେଖିବା ପାଇଁ ଯାଇଥିଲେ |ତେବେ ଏଠାରେ ସେ କହିଛନ୍ତି କି ” ଆଜି ଆକାଶେ କି ରଙ୍ଗ ଲାଗିଲା ଫ୍ଲିମ ଟିକୁ ସେ ଦୁଇ ଥର ହଲ କୁ ଯାଇକି ଦେଖିଛନ୍ତି | ଆଉ ତାଙ୍କର ଏହି କଥା ରେ ଅନୁଭବ ମଧ୍ୟ ଖୁସି ଥିବାର ଦେଖିବାକୁ ମିଳିଛି | ଆଉ ଦୁଇ ବିଧାୟକ ଙ୍କର ମିଳି ମିଶି ଆଲୋଚନା କରୁଥିବା ଏହି କଥା ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment