ସ୍କୁଲ ଦିଦି ଙ୍କ ପାଠ ପଢା ଦେଖି ଜିଲ୍ଲାପାଳ ଅବାକ…. ଭିଡ଼ିଓ ଦେଖିଲେ ହୋସ ଉଡିଯିବ, ଦେଖନ୍ତୁ Video

ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଅନେକ ସମୟରେ ଆପଣ ମାନେ ଦେଖିଥିବେ କି ବିଭିନ୍ନ ପ୍ରକାରର ସ୍କୁଲ ରୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ପାଠ ପଢ଼ୁଥିବାର ଭାଇରାଲ ଭିଡିଓ ଗୁଡିଓ ଆପଣ ମାନେ ଦେଖୁବାକୁ ପାଉଥିବେ | ତେବେ ବର୍ତ୍ତମାନ ସେହିଭଳି ଏକ ଘଟଣା ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି କି ଶିକ୍ଷୟତ୍ରୀ ଜଣଙ୍କ ଏଭଳି ଭାବରେ ଗଣିତ ପଢାଇଲେ ଯାହା କୁ ଦେଖିକି କଲେକ୍ଟର ମଧ୍ୟ ଅବାକ ହୋଇଗଲେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଭିଡିଓ ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଅଞ୍ଚଳରେ ଆଉ ଯେଉଁଠି ମଧ୍ୟପ୍ରଦେଶ ର ବଳାଘାଟ ଅଂଚଳର ଏକ ସ୍କୁଲ ରେ ପାଠ ପଢ଼ୁଥିବା ସମୟରେ ସେହି ଅଞ୍ଚଳରେ ଥିବା କଲେକ୍ଟର ଜଣଙ୍କ ପଶି ଯାଇଥିଲେ ବିଦ୍ୟାଳୟ ଭିତରକୁ | ଆଉ ଯେଉଁଥିରେ ଦେଖିବାକୁ ମିଳିଥିଲା କି ପିଲାମାନେ ପାଠ ପଢ଼ୁଥିବା ବେଳେ କଲେକ୍ଟର ଜଣକ ଶ୍ରେଣୀ ଗୃହ ଭିତରକୁ ପ୍ରବେଶ କରିଥିଲେ | ଆଉ ପିଲାମାନଙ୍କୁ ପ୍ରଶ୍ନ ପଚାରିଥିଲେ | ତେବେ କଲେକ୍ଟର ଜଣଙ୍କ ପିଲାଜଣଙ୍କୁ କଳାପଟା ପାଖକୁ ଆସିବା ପାଇଁ କହିଥିଲେ |

ଆଉ ସେହି ପିଲାଙ୍କୁ ଗୋଟିଏ ଗଣିତ ଦେଇଥିଲେ | ଆଉ ଯେଉଁଠି 441 ରୁ 4 କୁ ଭାଗ କରିଲେ କେତେ ଭଗଶେଷ ରହିବ ବୋଲି କରିବାକୁ ଦେବାରୁ ପିଲାଟି ତାହା କରି ପାରି ନ ଥିଲା | ଆଉ ଯେଉଁଥିପାଇଁ ସ୍କୁଲ ରେ ପଢ଼ୁଉଠିବା ଦିଦି ଜଣକ ଆସିଥିଲେ ସେହି କଲେକ୍ଟର ଙ୍କ ପାଖକୁ | ଆଉ କହିବାକୁ ଲାଗିଥିଲେ କି ପିଲାଟି ଗଣିତ ରେ ଟିକିଏ ଦୁର୍ବଳ ଅଛି ବୋଲି | ଆଉ ଏହି କଥା ଟି କହି ସାରିବା ପରେ କଲେକ୍ଟର ଜଣଙ୍କ ସେହି ସ୍କୁଲ ର ଦିଦି ଙ୍କୁ କହିଥିଲେ ସେହି ଭାଗ ଟିକୁ କରିବା ପାଇଁ | ଆଉ ଦିଦି ମଧ୍ୟ ଚକ ଧରିକି କଳାପଟା ନିକଟକୁ ଯାଇଥିଲେ | କିନ୍ତୁ ଏଭଳି ଭାବରେ ସେ ଗଣିତ କରିଲେ ଆଉ ପିଲାମାନଙ୍କୁ ବୁଝାଇଲେ କି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ |

ତେବେ ଏଠାରେ ପିଲାମାନଙ୍କର ଭବିଷ୍ୟତ ପାଇଁ ସରକାର ସ୍କୁଲ ରେ ଶିକ୍ଷକ ଆଉ ଶିକ୍ଷୟତ୍ରୀ ମାନଙ୍କୁ ନିଯୁକ୍ତ କରିଛନ୍ତି | ଆଉ ମାସକୁ ମାସ ପଇସା ମଧ୍ୟ ଦେଉଛନ୍ତି | କିନ୍ତୁ ଏଠାରେ ଦେଖିବାକୁ ମିଳିଛି କି ଦିଦି ଜଣଙ୍କ ନିଜେ ପାଠ ଜାଣି ନାହାନ୍ତି ଆଉ ସେ ପିଲାମାନଙ୍କୁ କଣ ପଢାଇବେ | ଏହିଭଳି ଶିକ୍ଷୟତ୍ରୀ ଙ୍କ କାରଣରୁ ପିଲାଙ୍କର ଭବିଷ୍ୟତ ନଷ୍ଟ ହେଉଛି ବୋଲି କୁହାଯାଇଛି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment