ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଟେ ପ୍ରକାଶ ପାଇଛି | ଆଉ ଯେଉଁଠି ବାବୁସାନ ତାଙ୍କର ଆସିବାକୁ ଥିବା ନୂଆ ଫ୍ଲିମ ବିଷୟରେ କହିବା ସହିତ ଫ୍ଲିମ ଦୁନିଆ ସହିତ ଜଡିତ ଥିବା ବିଭିନ୍ନ କଥା କୁ ପ୍ରକାଶ କରିଛନ୍ତି | ଆଉ ତାହା ସହିତ ତାଙ୍କର ବିଭିନ୍ନ ଫ୍ଲିମ ରେ କାମ କରିବାର ଏକ୍ସପ୍ରିଏନ୍ସ ବିଷୟରେ ମଧ୍ୟ ସମସ୍ତ ଙ୍କ ସହିତ ସେୟାର କରିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ବାବୁସାନ ଙ୍କ ର ସମସ୍ତ କଥା ବିଷୟରେ ନଜର ପକାଇବା |
ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ବାବୁସାନ ଙ୍କର ଏକ ନୂଆ ଫ୍ଲିମ “ଦମନ ” | ଆଉ ଯେଉଁ ଫ୍ଲିମ ଟି ସମ୍ପୂର୍ଣ୍ଣ ଭିନ୍ନ ଶୌଳି ରେ ହୋଇଛି ବୋଲି କହିଛନ୍ତି ବାବୁସାନ | ଆଉ ତାଙ୍କର କହିବା କଥା କି ଫ୍ଲିମ ଟିରେ ବାବୁସାନ ଙ୍କ ଯେତେ ଫ୍ଲିମ କରିଛନ୍ତି ସବୁଠାରୁ ନିଆରା ହୋଇଛି ଏହି ଚଳଚିତ୍ର ଟି | ତେବେ ଏହି ଫ୍ଲିମ ରେ ହିରୋଇନ ନାହିଁ କି ରୋମାଣ୍ଟିକ ଡାନ୍ସ ବା ଏକ୍ସନ ମଧ୍ୟ ନାହିଁ | କେବଳ ପ୍ରକୃତି ପରିବେଶ ଉପରେ ଆଧାରିତ ହୋଇଛି | ଆଉ ଯେତେବେଳେ ଏହି ଫ୍ଲିମ ସୁଟିଂ ପାଇଁ ମଧ୍ୟ ସେମାନେ ଯାଇଥିଲେ ସେଠାରେ ଖାଇବା ପାଇଁ ଦୋକାନ ଟିଏ ମଧ୍ୟ ନ ଥିଲା ବୋଲି କହିଛନ୍ତି ବାବୁସାନ |
ତେବେ ଏହି “ଦମନ ” ଫ୍ଲିମ ରେ ବାବୁସାନ ଏକ ସୁନ୍ଦର ଗୀତ ଗୋଟିଏ ଗାଇଛନ୍ତି | ଆଉ ଯାହା ସମସ୍ତ ଦର୍ଶକ ମାନଙ୍କର ହୃଦୟକୁ ଛୁଇଁବ ବୋଲି କୁହାଯାଉଛି | ଆଉ ଯେଉଁଠି ବାବୁସାନ କହିଛନ୍ତି କି ତାଙ୍କର ଅଭିନୟ ପ୍ରତି ପ୍ରଥମ ରୁ ଇଚ୍ଛା ନ ଥିଲା ଆଉ ସେ କେବଳ ହେଉ ହେଉ ହେଇଯାଇଥିଲେ | ତେବେ ବାବୁସାନ ପିଲା ଦିନରୁ ଗୀତ ଶିଖୁଥିଲେ ଆଉ ତାଙ୍କର ଗୀତ ପ୍ରତି ଅଧିକ ଇଛା ରହିଛି | ଆଉ ତାଙ୍କର ମା ଅପରାଜିତା ମଧ୍ୟ ଗୀତ ଗାଇବା ସହିତ ଗୀତ ଶୁଣିବାକୁ ଭଲ ପାଇଥାନ୍ତି ବୋଲି କହିଛନ୍ତି |
ଆଉ ବାବୁସାନ କହିଛନ୍ତି କି ତାଙ୍କର ମା ଙ୍କର ଅଭିନୟ ରେ ଯାଦୁ ଥିଲା ବୋଲି ଆଉ ତାଙ୍କର ଉଦଣ୍ଡି ସୀତା ଚଳଚିତ୍ର ଟି ତାଙ୍କୁ ଅଧିକ ପସନ୍ଦ ଆସିଥାଏ ବୋଲି କହିଛନ୍ତି | ଆଉ ବାବୁସାନ ଆହୁରି ମଧ୍ୟ କହିଛନ୍ତି କି ତାଙ୍କର ଏହି ଅଭିନୟ ର ଯାଦୁ ସମସ୍ତଙ୍କୁ ପସନ୍ଦ ଆସିଛି ବୋଲି କହିଛନ୍ତି, ଆଉ ଏହି ନୂଆ ଫ୍ଲିମ ଟି ସମସ୍ତଙ୍କର ମନକୁ ଛୁଇଁବ ବୋଲି କୁହାଯାଇଛି | ଆଉ ବାବୁସାନ ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।