ବାପା ଝିଅଙ୍କର ସେହି ମଧୁର ସଂପର୍କର ଏକ ସୁନ୍ଦର ଦୃଶ୍ୟ ଭାଇରାଲ ହେବା ସହ ସମସ୍ତଙ୍କ ହୃଦୟ ଜିଣୁଛି… ବାପା ଙ୍କୁ ଭଲ ପାଉଥିଲେ ଭିଡ଼ିଓ ଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ତୋ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ କିଛି ଏପରି ଘଟଣା ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ତେବେ ବର୍ତ୍ତମାନ ଯେଉଁ ସମ୍ପର୍କ ବିଷୟରେ ଆମେ ଆଲୋଚନା କରିବାକୁ ଯାଉଛୁ ତାହା ହେଉଛି ବାପା ଆଉ ଝିଅ ର ସମ୍ପର୍କ କଥା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବାପା ଜଣଙ୍କର ଚାକିରୀ ହେଇଯିବ କଥା କୁ ଶୁଣିକି ଖୁସି ଅଛନ୍ତି ଝିଅ | ଆଉ ଖୁସିରେ ନାଚି ବାପାଙ୍କ କାନ୍ଧ କୁ କୁଣ୍ଢେଇ ପକାଉଛି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଭଳି ଏକ ଘଟଣା ବିଷୟରେ ଆଲୋଚନା କରିବା |

ତେବେ ଆପଣ ମାନେ ଜାଣିଥିବେ କି ଦୁନିଆରେ ସବୁଠାରୁ ବଡ଼ ଆଉ ଭଲ ସମ୍ପର୍କ ହେଉଛି ବାପା ଆଉ ଝିଅ ର ସମ୍ପର୍କ | ତେବେ ସେହି ସମ୍ପର୍କ ରେ ନା ଥାଏ କିଛି ବାଧା ନା କିଛି ବିଘ୍ନ | ଆଉ ଏଠାରେ ସେହି ବାପା ଆଉ ଝିଅ ର ସ୍ନେହ ଆଉ ପ୍ରେମ ଭରା ଭଲ ପାଇବା କୁ ଦେଖିବାକୁ ମିଳିଛି | ତେବେ କୁହା ଯାଏ ବାପା ଙ୍କ ସାହାରା ବିନା କିଛି ବି ସମ୍ଭବ ନୁହଁ | ଯଦି ବାପା ଆଉ ମା ଚାହିଁବେ ତାହେଲେ ସବୁ ଅସମ୍ଭବ କୁ ମଧ୍ୟ ସମ୍ଭବ କରି ପାରିବ |ତେବେ ସେହି ବାପା ଙ୍କର ମୁଣ୍ଡ ଯଦି ଆମ ଉପରେ ଥାଏ ତାହେଲେ ସବୁ ଅସୁବିଧା କୁ ଆମେ ହାତ ପାତି ସହି ପାରିବୁ ବୋଲି କୁହା ଯାଉଛି |

ତେବେ ଏଠାରେ ସେହିଭଳି ଏକ ବାପା ଆଉ ଝିଅ କୁ ନେଇକି ଭିଡିଓ ଟି ଭାଇରାଲ ହେଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବାପା ଜଣଙ୍କ ଚାକିରୀ କରି ଯାଇଛନ୍ତି ଓ ଝିଅ କୁ ଏହି କଥା ଟିରେ ସରପ୍ରାଇଜ ଦେଉଛନ୍ତି | ଆଉ କହୁଛନ୍ତି କି କି ସେ ସୁଇଗି ରେ ଜବ ପାଇ ଯାଇଛନ୍ତି |ଆଉ ଯେଉଁ ଖବର ପାଇଁକି ବହୁତ ଖୁସି ହେଉଛନ୍ତି ଝିଅ ଜଣଙ୍କ | ଆଉ ଖୁସିରେ ବାପା ଙ୍କୁ କୁଣ୍ଢାଇ ପକାଉଛନ୍ତି |

ତେବେ ଆମେ ଜାଣିଛୁ କି ପିଲା ମାନଙ୍କୁ ଖୁସି କରେଇବା ପାଇ ବାପା ସବୁବେଳେ ଚେଷ୍ଟା କରିଥାନ୍ତି ତାଙ୍କର ପାରୁ ପର୍ଯ୍ୟନ୍ତ | ଆଉ ଶେଷରେ ସନ୍ତାନ ମାନଙ୍କୁ ଖୁସି ମଧ୍ୟ କରେଇଥାନ୍ତି , ଆଉ ଏହି ଭଳି ସରପ୍ରାଇଜ କୁ ଦେଖିବା ପରେ ଝିଅ ଜଣଙ୍କର ଖୁସି କୁ ଦେଖି ବାପା ମଧ୍ୟ ଖୁସି ହେଇଯାଇଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment