ଓଃ କି ମସ୍ତି ! ସୁଟିଂ ସେଟ୍ ରେ ପୁଅଙ୍କ ସହ ଫୁଟବଲ୍ ଖେଳିଲେ ନମିତା ଅଗ୍ରୱାଲ ( Namita Agrawal )…ଦେଖନ୍ତୁ ଭାଇରାଲ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯାହା ବିଷୟରେ କହିବାକୁ ଯାଉଛି ତାହା ହେଉଛି ନମିତା ଅଗ୍ରୱାଲ ଙ୍କ ବିଷୟରେ | ଆଉ ଯିଏ କି ଜଣେ ସିଙ୍ଗର ଆଉ ତାଙ୍କର କଣ୍ଠ ସ୍ବରର ଝଲକ ଦେଖାଇ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ସିଙ୍ଗର ନମିତା ଅଗ୍ରୱାଲ | ଆଉ ଯାହା ଦେଖିବାକୁ ମିଳିଛି କି ସୁଟିଂ ସେଟ ରେ ନମିତା ଅଗ୍ରୱାଲ ତାଙ୍କର ପୁଅ ଙ୍କ ସହିତ ଖେଳୁଛନ୍ତି ଫୁଟ ବଲ | ଆଉ ତାହା ସହିତ ତାଙ୍କର ପୁଅ ଙ୍କୁ ଗୀତ ମଧ୍ୟ ଶିଖାଉଥିବାର ନଜର ଆସିଛନ୍ତି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ନମିତା ଅଗ୍ରୱାଲ 1987 ମସିହା ରେ ପ୍ରଥମେ ସଂଗୀତ ଦୁନିଆରେ ପାଦ ଦେଇଥିଲେ | ଆଉ ତାଙ୍କର ସୁ ମଧୁର କଣ୍ଠ ସ୍ୱରରେ ଦର୍ଶକ ମାନଙ୍କର ମନକୁ ମଧ୍ୟ ହରଣ କରିଥିବାର ନଜର ଆସିଥିଲେ | ତେବେ ସେ 1994 ମସିହାରେ ସୀତାରାମ ଅଗ୍ରୱାଲ ଙ୍କୁ ବିବାହ ମଧ୍ୟ କରିଥିଲେ ବୋଲି କୁହାଯାଉଛି | ତେବେ ତାଙ୍କର କଣ୍ଠ ସ୍ୱରରେ ଥିଲା ଯାଦୁ ଆଉ ଯେଉଁଥିପାଇଁ ସେ 5000 ରୁ ଅଧିକ ଗୀତ ଗାଇ ଓଡ଼ିଶାର ଅଗଣିତ ଦର୍ଶକ ଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ବୋଲି କୁହାଯାଉଛି |

ତେବେ ବିଶେଷ କରିକି ନମିତା ଅଗ୍ରୱାଲ ଙ୍କ କଥା କହିଲେ ଅମର ତାଙ୍କର କଣ୍ଠ ରୁ ନିଃସୃତ ଭଜନ କଥା ଶୁଣିଥିବା | ତେବେ ନମିତା ଅଗ୍ରୱାଲ ଖାଲି ଭଜନ ନୁହନ୍ତି ଆଧୁନିକ ଗୀତ ମଧ୍ୟ ଗାଇ ସମସ୍ତଙ୍କ ହୃଦୟରେ ବେଶ ଜାଗା ବନାଇ ପାରିଛନ୍ତି | ତେବେ ବିଶେଷ କରିକି ପ୍ରାଥନା ଚେନେଲ ରେ ତାଙ୍କର ଗୀତ ଅଧିକ ଶୁଣିବାକୁ ଆମେ ପାଇଥାଉ ବୋଲି କୁହାଯାଉଛି | ତେବେ ନମିତା ଅଗ୍ରୱାଲ ଙ୍କର 2 ଜଣ ପୁଅ ଅଛନ୍ତି ଜଣଙ୍କର ନାଁ ସାର୍ଥକ ବେଳେ ଆଉ ଜଣଙ୍କର ନାଁ ସିଦ୍ଧାର୍ଥ ବୋଲି କୁହାଯାଉଛି | ତେବେ ତାଙ୍କର ବଡ଼ ପୁଅ ର ବୟସ 24 ବର୍ଷ ହୋଇଥିବା ବେଳେ ସାନ ପୁଅ ଙ୍କ ବୟସ 20 ବୋଲି କୁହାଯାଉଛି |

ତେବେ ଖାଲି ସେତିକି ନୁହଁ ନମିତା ଅଗ୍ରୱାଲ ତାଙ୍କର ପୁଅ ମାନଙ୍କୁ ମଧ୍ୟ ସଂଗୀତ ଶିଖାନ୍ତି ବୋଲି ଯାହା ଜଣା ପଡିଛି | ଆଉ ନମିତା ଅଗ୍ରୱାଲ ଙ୍କ ସାର୍ଥକ ଟିଭି ରେ ଚାଲିଥିଲା ସୁଟିଂ ସେଟ ରେ ଛୁଟି ସମୟରେ ସେ ତାଙ୍କର ସାନ ପୁଅ କୁ ଗୀତ ଶିଖାଇବା ସହିତ ଫ୍ରି ଟାଇମ ରେ ତାଙ୍କ ସହିତ ବଲ ଖେଳୁଥିବାର ମଧ୍ୟ ନଜର କୁ ଆସିଥିଲେ | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment