ବନ୍ଧୁଗଣ ପୁରୁଷ ଓ ନାରୀ ଙ୍କ ବିଷୟ ରେ ଅନେକ ଗୁପ୍ତ ରହସ୍ୟ ରହିଛି, ତାହା ମଧ୍ୟରେ ଆମେ କେତେକ ବିଷୟ ରେ ଅବଗତ ରହିଛୁ ତ ପୁଣି କେତେକ ବିଷୟ ରେ ଆମେ ଜାଣି ନାହୁଁ ମାତ୍ର କୁପ୍ରଥା ଉପରେ ଭରସା କରି ସତ୍ୟ କୁ ନଜର ଆନ୍ଦାଜ କରି ଦେଇଥାଉ। ତେବେ ଆମେ ଆପଣ ଙ୍କୁ ପୁରୁଷ ଓ ମହିଳା ମାନଙ୍କ ବିଷୟ ରେ କେତେକ ଗୁପ୍ତ ଜ୍ଞାନ ବିଷୟ ରେ ଆପଣ ଙ୍କୁ ଜଣେଇବା କୁ ଯାଉଛୁ ଯାହା ଜାଣିବା ଆପଣ ଙ୍କ ପାଇଁ ନିତାନ୍ତ ଆବଶ୍ୟକ ଅଟେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟରେ।
ବନ୍ଧୁଗଣ ଆମ ସମସ୍ତ ଙ୍କ ର ମନ ରେ ଗୋଟିଏ ପ୍ରଶ୍ନ ଆସିଥାଏ କି ପୁରୁଷ ମାନଙ୍କ ର ଶୁକ୍ରାଣୁ କେବେ ଠାରୁ ଶେଷ ହେବା ଆରମ୍ଭ କରିଥାଏ ଏବଂ କେତେ ବର୍ଷ ପର୍ଯ୍ୟନ୍ତ ସେମାନେ ବାପା ହେବା ପାଇଁ ଯୋଗ୍ୟ ହୋଇଥାନ୍ତି ବୋଲି। ତେବେ ଆମେ ଆମେ ଏହି ବିଷୟ ରେ ଆପଣ ଙ୍କୁ ଜଣେ ଡାକ୍ତର ତଥା ପୁରୁଷ ମାନଙ୍କ ର ବିଷୟରେ ଜାଣିଥିବେ ବିଜ୍ଞ ବ୍ୟକ୍ତି ଙ୍କ ମତ ବିଷୟ ରେ ଜଣେଇବୁ। ତେବେ ଡାକ୍ତର ଙ୍କ କହିବା ଅନୁସାରେ ମହିଳା ମାନଙ୍କ ତୁଳନା ରେ ପୁରୁଷ ମାନଙ୍କ ର ଶୁକ୍ରାଣୁ ଅଧିକ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରହିଥାଏ।
ତେବେ ଡାକ୍ତର ଙ୍କ ସୂଚନା ଅନୁସାରେ ଜଣେ ମହିଳା ଙ୍କ ର ଡିମ୍ବାଣୁ ମହିଳା ଙ୍କ ର ୩୦ -୩୫ ବର୍ଷ ହେବା ପରେ ଶେଷ ହେବା ଆରମ୍ଭ କରିଦେଇଥାଏ। ଏବଂ ଏହା ପରେ ମହିଳା ମାନେ ମା ହେବା ବହୁତ କଷ୍ଟକର ହୋଇଥାଏ। ମାତ୍ର ଯଦି ଆମେ ପୁରୁଷ ମାନଙ୍କ ଶୁକ୍ରାଣୁ ବିଷୟ ରେ ଜଣେଇବୁ ତେବେ ପୁରୁଷ ମାନଙ୍କ ର ଶୁକ୍ରାଣୁ ୪୦-୫୦ ବର୍ଷ ମଧ୍ୟରେ କମି ଯାଇଥାଏ। ଏବଂ ଜଣେ ପୁରୁଷ ୫୦ ବର୍ଷ ଅତିକ୍ରମ କରିବା ପରେ ତାଙ୍କର ଶରୀର ର ଶୁକ୍ରାଣୁ ଶେଷ ହେବା ଆରମ୍ଭ କରିଥାଏ ଏବଂ ଏହା ପରେ ସେ ବାପା ହେବାର କ୍ଷମତା କୁ ହରାଇ ଥାନ୍ତି।
ତେବେ କିନ୍ତୁ ଡାକ୍ତର ଙ୍କ ର ସୂଚନା ଏହା ମଧ୍ୟ ରହିଛି ଯେ, ଏହି ବୟସ ପରେ ମଧ୍ୟ ଯଦି ପୁରୁଷ ଓ ମହିଳା ମାନ ଙ୍କର ଶୁକ୍ରାଣୁ ଓ ଡିମ୍ବାଣୁ ର ଶେଷ ହେବା ଆରମ୍ଭ ହେବା ପରେ ମଧ୍ୟ ଯଦି ସେମାନେ ଚାହିଁବେ ତେବେ IVF ମାଧ୍ୟମ ରେ ବାପା ମା ହେଇ ପାରିବେ। ଏହା ଛଡା କିଛି କିନ୍ତୁ ଏହିପରି ମଧ୍ୟ ସମସ୍ୟା ରହିଥାଏ ଯାହାକି ବ୍ୟକ୍ତି ଙ୍କ ର ଶୁକ୍ରାଣୁ କୁ କ୍ଷୟ କରିଥାଏ ତାଙ୍କର ବୟସ ହେବା ପୂର୍ବରୁ। ତେବେ କିନ୍ତୁ ଡାକ୍ତର ଙ୍କ କହିବା ଅନୁସାରେ ୫୦ ବର୍ଷ ପରେ ପୁରୁଷ ଙ୍କ ର ଶୁକ୍ରାଣୁ ଶେଷ ହେବା ଆରମ୍ଭ କରିଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।