ଯାତ୍ରା ସ୍ୱପ୍ନ ମହଲ ଷ୍ଟେଜ ଉପରେ ସବ୍ୟସାଚୀ ( Sabyasachi ) & ମଲ୍ଲୀକା ( Mallika ) ଙ୍କ ରୋମାଣ୍ଟିକ ଡ୍ୟାନ୍ସ….

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ଯାତ୍ରା ମଞ୍ଚରେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କର ମନରେ ଜାଗା ବନେଇ ପାରିଥିବା ସେହି କଳାକାର ଯାହାଙ୍କର ଅଭିନୟବର ଯାଦୁ ରେ ସାରା ଓଡିଶା ପାଗଳ | ଆଉ ଯିଏ ହେଉଛନ୍ତି ଜଣେ ପାଗଳ ପ୍ରେମୀ , ଆଉ ଯାହାଙ୍କର ଅଭିନୟ ର ଯାଦୁ ସମସ୍ତ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇକି ଏକ ସମସ୍ତଙ୍କର ପ୍ରିୟ କଳାକାର ସବ୍ୟସାଚୀ ମିଶ୍ର | ଆଉ ତାଙ୍କର ଏକ ଷ୍ଟେଜ ପ୍ରଗ୍ରାମ ର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗୁଛି, ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଭାଇରାଲ ହେଉଥିବା ଭିଡିଓ ଟି ହେଉଛି ସ୍ବପ୍ନ ମହଲ ର ଏକ ଦମଦାର ଷ୍ଟେଜ ରେ ଅଭିନୟ ସହିତ ତାଙ୍କର କଥା ରେ ଦିୱାନା ବନେଇଛନ୍ତି ସବ୍ୟସାଚୀ | ଆଉ ତାଙ୍କର କହିବା କଥା କି ସେ ସବୁବେଳେ ଦର୍ଶକ ମାନଙ୍କ ସାମ୍ନା ରେ ଟିଭି ରେ ଅଭିନୟ କରିଥାନ୍ତି ଆଉ ତାହାକୁ ଦେଖିଥାନ୍ତି ଆଉ ତାଙ୍କର ଗାଇବା ଓ ଡାନ୍ସ ଓ ଅଭିନୟ ର ଯାଦୁ ରେ ଝୁମିଥାନ୍ତି | ତେବେ ସେ ଷ୍ଟେଜ ରେ ବର୍ତ୍ତମାନ ଅଭିନୟ କରୁଛନ୍ତି ଆଉ ଦର୍ଶକ ମାନଙ୍କ ସହିତ ମଧ୍ୟ ଅଛନ୍ତି, ଆଉ ଦର୍ଶକ ମାନଙ୍କ ସହିତ ମିଶିକି ପୋରଫୋମେନ୍ସ କରିବେ ବୋଲି ମଧ୍ୟ କହିଛନ୍ତି |

ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ସବ୍ୟ ତାଙ୍କର କେତେ ଗୁଡିଏ ଫ୍ଲିମ ର ଡାଇଲଗ ରେ ଦର୍ଶକ ମାନଙ୍କର ମନରେ ଘର କରିଛନ୍ତି ବୋଲି କୁହାଯାଉଛି |ଆଉ ହେଲା ମୋତେ ପ୍ରେମ ଜ୍ୱର ସହିତ ପାଗଳ ପ୍ରେମୀ ଗୀତ ରେ ଦର୍ଶକ ମାନଙ୍କର ମନକୁ ଜିତି ନେଇଛନ୍ତି |ଆଉ ପ୍ରେମ ପାଇଁ ପାଗଳ ଥିବା ପାଗଳ ପ୍ରେମୀ ମାନଙ୍କୁ ମଧ୍ୟ ତାଙ୍କର ପ୍ରେମ ରେ ଝୁମଇବାକୁ ଲାଗିଛନ୍ତି ବୋଲି କୁହାଯାଉଛି | ତେବେ ଦେଖିବାକୁ ମିଳିଛି କି ସବ୍ୟ ଙ୍କର ଫ୍ରେଣ୍ଡ ମାନେ ମଧ୍ୟ ତାଙ୍କର ଅଭିନୟ ସହିତ କଥା ଆଉ ଗୀତ ରେ ଝୁମିଯାଇଛନ୍ତି |

ଆଉ ପ୍ରେମ ଜ୍ୱର ଗୀତ ରେ ଦର୍ଶକ ମାନଙ୍କୁ ମୋତୁଆଲା କରେଇଛନ୍ତି ସୁପର ଷ୍ଟାର ସବ୍ୟସାଚୀ |ଆଉ ଏଠାରେ ଦେଖିବାକୁ ମିଲିଥିଲା କି କେଉଁ ଭଳି ଭାବରେ ସବ୍ୟ ତାଙ୍କର ଡାନ୍ସ ରେ ଝୁମେଇଥିଲେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ମାନଙ୍କୁ | ତେବେ ସେ ନିଜେ ଡାନ୍ସ କରିବା ସହିତ ଦର୍ଶକ ମାନଙ୍କୁ ମଧ୍ୟ ଡାନ୍ସ କରିବା ପାଇଁ ମୋତୁଆଲି କରେଇ ଦେଇଥିଲେ | ଆଉ ତାଙ୍କର ଏହିଭଳି ଷ୍ଟେଜ ପ୍ରଗ୍ରାମ ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment