ପୁଅ କହୁଛି ମା ହାତରୁ କାଚ କାଢ଼ିଦେ, ମୋ ବୋପା ଆଜିଠୁ ମରିଗଲା… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ, ତେବେ ବେଳେ ବେଳେ ଏଭଳି କିଛି ଭିଡିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଭଲ କି ଜାଣି ପାରିବେ କି କଣ ସବୁ ଚାଲିଛି ଅମର ସମାଜରେ ଆଜି କାଲି | ତେବେ ଏଠାରେ ଦେଖିବାକୁ ମିଳିଛି କି ଅଧିକାର ପାଇଁ ଲଢ଼ିବାକୁ ଲାଗୁଛନ୍ତି ସ୍ତ୍ରୀ ଜଣକ | ଆଉ 12 ବର୍ଷ ର ସମ୍ପର୍କ ପରେ ନିଜର ହକ ପାଇଁ ଦାବି କରିଛନ୍ତି ଓ ତାଙ୍କର ଭରଣ ପୋଷଣ କରିବା ପାଇଁ ସାହାଯ୍ୟ ନେଉଛନ୍ତି ମହିଳା ସଙ୍ଘ ର | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଠାରେ ଦେଖିବାକୁ ମିଳିଛି କି ପାହାଳ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ପ୍ରଥମ ସ୍ତ୍ରୀ ଥାଉ ଥାଉ ସ୍ୱାମୀ ଜଣଙ୍କ ବିବାହ କରିଛନ୍ତି ଆଉ ଜଣେ ଝିଅ କୁ | ତେବେ ଏଠାରେ ଦେଖିବାକୁ ମିଳିଛି କି ପୁରୁଷ ଜଣଙ୍କର ଗୋଟିଏ ନବମ ଶ୍ରେଣୀ ର ପିଲା ଅର୍ଥାତ ପୁଅ ମଧ୍ୟ ଅଛନ୍ତି | ଆଉ ଏଠାରେ ଦେଖିବାକୁ ମିଳିଛି କି ସ୍ତ୍ରୀ ଥାଉ ଥାଉ ସ୍ୱାମୀ ଜଣକ ବିବାହ କରିଛନ୍ତି ଆଉ ଜଣେ ଝିଅ କୁ | ତେବେ ତାହା ସହିତ ସ୍ତ୍ରୀ ଙ୍କର ଭରଣ ପୋଷଣ ପାଇଁକି କିଛି ମଧ୍ୟ ଦେଉ ନାହାନ୍ତି, ଯାହା ଫଳରେ ପିଲା ଙ୍କୁ ଚଳିବାରେ ମଧ୍ୟ ଅସୁବିଧା ହେଉଛି |

ତେବେ ଏହି ଘଟଣା କୁ ନେଇକି ପୋଲିସ ପାଖକୁ ଯାଇଥିଲେ ମଧ୍ୟ କିଛି ବି ସୁଫଳ ମିଳି ନ ଥିଲା ତାଙ୍କୁ | ତାହା ବ୍ୟତୀତ ମହିଳା ଜଣଙ୍କ କହିଛନ୍ତି କି କୋଟ କଚେରୀ ଦୌଡିବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କା ନାହିଁ | ଆଉ ଯେଉଁଥିପାଇଁ ସେ ବର୍ତ୍ତମାନ ମହିଳା ସଙ୍ଘ ର ମା ମାନ ଙ୍କୁ ନେଇକି କରିବାକୁ ଲାଗିଛନ୍ତି ନ୍ୟାୟ ପାଇଁ ଦାବି | ତେବେ ମହିଳା ଜଣଙ୍କର କହିବା କଥା କି 12 ବର୍ଷ ଧରିକି ତାଙ୍କୁ ନ୍ୟାୟ ମିଳିନି, ଆଉ ତାଙ୍କର ପୁଅ ଟିଏ ମଧ୍ୟ ଅଛି | ତେବେ ପୁଅ କୁ ଉଚ୍ଚ ଶିକ୍ଷା ଦେବା ପାଇଁ ମଧ୍ୟ ସକ୍ଷମ ନୁହନ୍ତି ମହିଳା ଜଣଙ୍କ |

ତେଣୁ ସେ କହିଛନ୍ତି କି ତାଙ୍କର ତ ସ୍ୱାମୀ ଆଉ ମିଳିବେ ନାହିଁ | ତେଣୁ ସ୍ୱାମୀ ଜଣକ ତାଙ୍କର ଓ ତାଙ୍କ ପିଲା ର ରହିବ ଖାଇବା ଘର ସବୁ କିଛି ଭରଣ ଓ ପୋଷଣ ଦିଅନ୍ତୁ ବୋଲି |ଆଉ ଯାହା ପାଇଁ ମହିଳା ସଙ୍ଘ ର ମା ମାନେ ମଧ୍ୟ ଯାଇଛନ୍ତି ଓ ସମାଧାନ ପାଇଁ ରାସ୍ତା ଖୋଜିଛନ୍ତି | ତେବେ ମହିଳା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି କି ଯଦି ସେମିତି ନ ହେଲା ଆଉ ତାଙ୍କୁ ନ୍ୟାୟ ନ ମିଳିଲା ତାହେଲେ ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ କହିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment