Big Update – ମେଧାବୀ ବିଦ୍ୟାର୍ଥୀଙ୍କ ପାଇଁ ଖୁସି ଖବର , ରାଜ୍ୟସରକାର ବାଣ୍ଟିବେ ୩୬,୦୦୦ ହଜାର ସ୍କୁଟର… କେଉଁ ମାନେ ପାଇବେ ଏବଂ କେଉଁ ମାନେ ପାଇବେ ନାହିଁ ଶୀଘ୍ର ଦେଖନ୍ତୁ…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିବା ପରେ ବିଦ୍ୟାର୍ଥୀ ମାନଙ୍କର ପଢିବା ପାଇଁ ଆଗ୍ରହ ଆହୁରି ବଢ଼ି ଯାଇଛି | ଆଉ ଯେଉଁଠି କୁହାଯାଉଛି କି ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁକି ସରକାର ଙ୍କ ତରଫରୁ ଏକ ବଡ଼ ଘୋଷଣା ହୋଇଛି | ଆଉ ଯେଉଁଠି କୁହାଯାଉଛି କି ମେରିଟିଭ ବିଦ୍ୟାର୍ଥୀ ମାନଙ୍କୁ ଆସାମ ସରକାର ଙ୍କ ତରଫରୁ ସ୍କୁଟର ଦେବାର ଘୋଷଣା ମଧ୍ୟ କରିଛନ୍ତି ଆସାମ ସରକାର | ଆଉ ଯାହା ଶୁଣିବା ପରେ ପିଲା ମାନଙ୍କ ମନରେ ପାଠ ପଢିବା ପାଇଁ ଇଚ୍ଛା ବଢ଼ି ଯାଇଛି ବୋଲି ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏହିଭଳି ଏକ ନିୟମ ଲାଗୁ ହୋଇଛି ଆସାମ ସରକାର ଙ୍କ ଦ୍ୱାରା | ଆଉ ଯେଉଁଠି କୁହାଯାଉଛି କି ଶିକ୍ଷା ର ମାନ କୁ ବୃଦ୍ଧି କରିବା ସହିତ ଶିକ୍ଷା କୁ ଗୁରୁତ୍ୱ ଦେବା ପାଇଁକି ଏଭଳି ଗୋଟିଏ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର | ତେବେ ଆସାମ ସରକାର ଙ୍କ ଦ୍ୱାରା 36,000 ମେରିଟିଭ୍ ବିଦ୍ୟାର୍ଥୀଙ୍କୁ ସ୍କୁଟର ଦେବାକୁ ଘୋଷଣା କରାଯାଇଛି |ତେବେ ଏହି ବ୍ୟବସ୍ତା ଟି କେବଳ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ ଙ୍କ ପାଇଁ ନିଆଯାଇଛି | ତେବେ 258.9 କୋଟି ର ବ୍ୟୟ କୁ ଅଟକଳ ରଖିକି ପିଲା ମାନଙ୍କ ପାଇଁକି ଏଭଳି ବ୍ୟବସ୍ତା କରାଯାଇଛି ବୋଲି କୁହାଯାଇଛି | ତେବେ ରାଜ୍ୟ ଶିକ୍ଷା ମନ୍ତ୍ରୀ ରନୋଜ ପେଗୁ ଏହା ଘୋଷଣା କରିଛନ୍ତି |

ତେବେ କୁହାଯାଉଛି କି ମତ 35800 ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ 29748 ଜଣ ଝିଅ ଓ 6052 ଜଣ ପୁଅ ଙ୍କୁ ସ୍କୁଟର ଦିଆଯାଇଛି | ତେବେ ଏହି ଛାତ୍ରଛାତ୍ରୀ ମାନେ 75 ପ୍ରତିଶତ ମାର୍କ ରଖିଥିବା ଯୋଗୁ ପାଇଛନ୍ତି ବୋଲି କୁହାଯାଉଛି |ତେବେ ଯାହା ଜଣା ପଡିଛି କି ଆସାମ ର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମାଙ୍କ ସରକାର ମଧ୍ୟ 75% ରଖିଥିବା ପିଲା ମାନଙ୍କର ପଞ୍ଜୀକରଣ ଏବଂ ବୀମା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ମେଣ୍ଟ ଅନୁଯାୟୀ ସୂଚନା ଦେଇଛନ୍ତି |ତେବେ ଏହା ବ୍ୟତୀତ ଆସାମ ସିଏମଓ କହିଛି ଯେ ପ୍ରାଦେଶିକ କଲେଜ ଗୁଡ଼ିକରେ ସହକାରୀ ପ୍ରଫେସରଙ୍କ ମାସିକ ଦରମା 55000 ଟଙ୍କାକୁ ବୃଦ୍ଧି କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି |

ଏହା ବ୍ୟତୀତ ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତ ମଲା ବାରୁଆ କହିଛନ୍ତି ଯେ ପାହାଡରେ ଥିବା ଜନଜାତି ଓ ପଛୁଆ ବର୍ଗର ଲୋକ ମାନକ ପାଇଁ ମାଶ୍ୟ ପଞ୍ଜିକରଣ କରାଯିବ ବୋଲି କୁହାଯାଇଛି |ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ କହିଛନ୍ତି କି ‘ମିଶନ ଭୁମିପୁତ୍ର’ ଅଧୀନରେ ଡେପୁଟି କମିଶନରଙ୍କ ସାହାଯ୍ୟରେ ପ୍ରମାଣ ପତ୍ର ଦିଆଯିବ ବୋଲି ମଧ୍ୟ କୁହାଯାଇଛି |ଆସାମ କ୍ୟାବିନେଟ୍ ଙ୍କ ଦ୍ୱାରା ଆସାମ ରେ ପର୍ଯ୍ୟଟକ ଙ୍କ ପାଇଁ କାଜିରଙ୍ଗାଠାରେ ଏକ ହୋଟେଲ ତିଆରି କରାଯିବ ବୋଲି କୁହାଯାଇଛି | ଯାହା ଏବେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment