ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ଚାରିଆଡେ ସେହି ଗୋଟିଏ ଫ୍ଲିମ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ବାବୁସାନ ଙ୍କର ପ୍ରତିକ୍ଷୀତ ଫ୍ଲିମ “ଦମନ ” | ତେବେ ହଲ ରେ ଏହି ଫ୍ଲିମ ଟି ରିଲିଜ ହେବା ପରେ ଫ୍ଲିମ ହଲ ରେ ଦର୍ଶକ ମାନଙ୍କର ଭିଡ଼ ଦେଖିବାକୁ ମିଳିଛି | ଆଉ ଏକ ନୂଆ ଧରଣ ର ଫ୍ଲିମ ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି ପାଇଁ ଏକ ବରଦାନ ସଦୃଶ ହୋଇଛି ବୋଲି କୁହାଯାଉଛୁ | ଆଉ ଯାହା କୁ ଦେଖିବା ପାଇଁ ମଧ୍ୟ ହଲ ରେ ଦର୍ଶକ ମାନଙ୍କର ଭଲ ପାଇବା ଅଧିକ ରୁ ଅଧିକ ଦେଖିବାକୁ ମିଳିଛି | ଆଉ ଏହି ଫ୍ଲିମ କୁ ନେଇକି ଅନୁ ଚୌଧୁରି ତାଙ୍କର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଫ୍ଲିମ ଟି ଉପରେ ନଜର ପକାଇବା |
ତେବେ ଯାହା କୁହାଯାଉଛି କି ଆଜି କାଲି ଅଲିଉଡ ଇଣ୍ଡୋଷ୍ଟ୍ରି ବହୁତ ଆଗକୁ ଯିବାକୁ ଲାଗିଛି | ଆଉ ଗୋଟିଏ ପରେ ଗୋଟିଏ ସଫଳତାର ଶୀର୍ଷ ରେ ପହଂଚିବାକୁ ଲାଗୁଛି ଅଲିଉଡ ଇଣ୍ଡୋଷ୍ଟ୍ରି | ଆଉ ଯେଉଁଠି କୁହାଯାଉଛି କି ଏକ ସମ୍ପୂର୍ଣ୍ଣ ଭିନ୍ନ ଧରଣ ର ଫ୍ଲିମ ଟି ବର୍ତ୍ତମାନ ରିଲିଜ ହୋଇଛି ଆଉ ଯେଉଁ ଫ୍ଲିମ ଟିର ନାଁ ହେଉଛି “ଦମନ ” | ଆଉ ଯେଉଁଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସୁପର ଷ୍ଟାର ଯାହାକୁ ଆମେ ସମସ୍ତେ ଚକଲେଟ ହିରୋ ବୋଲି ମାନିଥାଉ ସେହି ସମସ୍ତଙ୍କର ପ୍ରିୟ ଘରେ ଘରେ ପରିଚିତ ବାବୁସାନ ମହାନ୍ତି |
ଆଉ ଯାହା କୁହାଯାଉଛି କି ଫ୍ଲିମ ଟିରେ କେହି ବି ହିରୋଇନ ନାହାନ୍ତି | କେବଳ ହିରୋ ର କାହାଣୀ ଆଉ ତାଙ୍କର ସଂଘର୍ଷ ମୟ ଜୀବନ ଗରିବ ଲୋକ ମାନଙ୍କୁ ନେଇକି ସେହି କଥା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଏହି ଭଳି ଗୋଟିଏ ରିଏଲ ଷ୍ଟୋରି କୁ ନେଇକି ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି ରେ ପ୍ରଥମ ଥର ପାଇଁ ହେଉଥିବାରୁ ହଲ ଆଗରେ ଲୋକଙ୍କର ଭିଡ଼ ମଧ୍ୟ ଦେଖିବାକୁ ମିକିଥିଲା | ଆଉ ହଲ ଆଗରେ ଅନୁ ଚୌଧୁରି ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା | ଆଉ ଯିଏ କି ତାଙ୍କର କିଛି ଅନୁଭୂତି ଏହି ଫ୍ଲିମ କୁ ନେଇକି କହିଛନ୍ତି |
ତେବେ ଅନୁ ଚୌଧୁରି କହିଛନ୍ତି କି ଫ୍ଲିମ ରେ କଣ୍ଟେଣ୍ଟ ଭଲ ଅଛି, ଆଉ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ଯଦି ଏହି ଭଳି ନୂଆ ନୂଆ କଣ୍ଟେଣ୍ଟ କୁ ନେଇକି ଫ୍ଲିମ କରିବ ତାହେଲେ ନିହାତି ଆଗକୁ ଯିବ ଫ୍ଲିମ ଇଣ୍ଡୋଷ୍ଟ୍ରି | ଆଉ ସେ ଫ୍ଲିମ ଦେଖିବା ଆଗରୁ 2 ପଦ ଆଉ ଦେଖିବା ପରେ 4 ପଦ କହିବେ ବୋଲି କହିଛନ୍ତି | ତାହା ବ୍ୟତୀତ ଫ୍ଲିମ ରେ ଦେବିକା ଯିଏକି ରଘୁଆ ଙ୍କର ସ୍ତ୍ରୀ ଝୁମୁରି ଭୂମିକା କରିଥିଲେ ସେ ମଧ୍ୟ ଏହି ଫ୍ଲିମ ବିଷୟରେ କହିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।