ଚତୁର ପ୍ରେମିକ… ପରିସ୍ରା ଯିବି କହି ଫେରାର ହୋଇଗଲା… ଏ ନେଇ କଣ କହୁଛନ୍ତି ଏହି ଯୁବତୀ, ଦେଖନ୍ତୁ Video

ହଁ ବନ୍ଧୁଗଣ ବେଳେ ବେଳେ ସୋସିଆଲ ମିଡିଆରେ ଏ ଭଳି କିଛି ଘଟଣା ଘଟଣା ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ | ଆଉ ଏଠାରେ ଦେଖିବାକୁ ମିଳିଛି କି ପ୍ରେମ କରି ଦେଲେ ଧୋକା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଯୁବକ ଆଉ ଯୁବତୀ ପରସ୍ପର କୁ ଭଲ ପାଉଥିଲେ | ଆଉ ଯୁବତୀ ଜଣଙ୍କର ଆଉ କୋଉଠି ବିବାହ ମଧ୍ୟ ଠିକ ହୋଇଥିଲା ବୋଲି କୁହାଯାଉଛି | ଆଉ ଠିକ ସେତିକି ବେଳେ ଯୁବତୀ ଜଣଙ୍କୁ ଘରୁ ନେଇ ପଳେଇ ଯାଇଥିଲେ ଯୁବକ ଜଣଙ୍କ | ଆଉ ପ୍ରେମିକ ଙ୍କ ଯେତେବେଳେ ଇଚ୍ଛା ପୁରାଣ ହୋଇଗଲା ସେତେବେଳେ ପ୍ରେମିକା ଙ୍କୁ ଛାଡିକି ପଳେଇ ଯାଇଥିଲେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କି ଗୀତାଞ୍ଜଳି ହରିପାଳ ନାମକ ଯୁବତୀ ଜଣଙ୍କୁ ଭଲ ପାଉଥିଲେ ଜିତୁ ଦେହେରି ନାମକ ଜଣେ ଯୁବକ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଦୁଇଜଣ ପରସ୍ପର କୁ ଭଲ ପାଉଥିଲେ | ଆଉ ଯାହା ଜଣା ପଡିଛି କି ଦୁଇ ଜଣ ଭେରେନ ଆଇଟିଆଇ ରେ ପଢୁଥିଲେ |ଆଉ ଏଠାରେ ଦେଖିବାକୁ ମିଳିଥିଲା କି ଦୁଇଜଣ କଲେଜ କଲେଜ ରେ ପଢ଼ୁଥିବା ବେଳେ ଦୁଇଜଣଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା |

ଆଉ ସେଠାରେ ଦେଖିବାକୁ ମିଳିଥିଲା କି ପ୍ରେମିକା ଙ୍କର ବିବାହ ଠିକ ହେଇଯିବ ପରେ ପ୍ରେମିକ ଜଣଙ୍କ ପ୍ରେମିକା କୁ ନେଇକି ପଳେଇ ଯାଇଥିଲେ ତାମିଲନାଡୁ | ଆଉ ସେଠାରେ ସେମାନେ ଲିଭିଙ୍ଗ ରେ ମଧ୍ୟ ଥିବାର ଦେଖିବାକୁ ମିଳିଥିଲା | ଆଉ ଏଠାରେ ସମ୍ପର୍କ ପରେ ଦୁଇ ବର୍ଷ ସେମାନେ ଭୁବନେଶ୍ୱର ରେ ମଧ୍ୟ ଆସିକି ରହୁଥିବାର କହିଛନ୍ତି ଯୁବତୀ ଜଣଙ୍କ | ତେବେ ଏତେ ସବୁ ହେବା ପରେ ଦେଖିବାକୁ ମିଳିଥିଲା କି ଯୁବତୀ ଜଣଙ୍କ ସହିତ ଯୁବକ ଜଣଙ୍କ କୋଟ ମେରେଜ କରିବେ ବୋଲି ମଧ୍ୟ କହିଥିଲେ | କିନ୍ତୁ ତାହା କରି ଣ ତଂଗୀଲେ | ଆଉ ସେ କହିଥିଲେ କି ପ୍ରେମିକା ଙ୍କୁ ତାଙ୍କ ଘରୁ ଜମି ଦେବା ପାଇଁ |

ଆଉ ଯାହା ପରେ ଦୁଇଜଣ ବସ ଯୋଗେ ଘରକୁ ଆସୁଥିବାର କଥା ମଧ୍ୟ ପ୍ରକାଶ କରିକି କହିଛନ୍ତି ପ୍ରେମିକା ଜଣଙ୍କ | ଆଉ ଯେଉଁଠି କୁହାଯାଉଛି କି ବିନିକା ନାମକ ସ୍ଥାନରେ ଯୁବକ ଜଣଙ୍କ ପରିସ୍ରା କରିବେ ବୋଲି କହି ବସ ବାହାରକୁ ଚାଲି ଯାଇଥିଲେ, ଆଉ ସ୍ଲିପର ରେ ସୋଇଥିଲେ ପ୍ରେମିକା ଜଣଙ୍କ | ଆଉ ପ୍ରେମିକା ଙ୍କୁ ବାହାରକୁ ଯିବାକୁ ମନା କରିକି ପ୍ରେମିକା ଙ୍କୁ ଛାଡିକି ବର୍ତ୍ତମାନ ଫେରାଲ ଅଛନ୍ତି ପ୍ରେମିକ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment