Odisha News Portal

ଦେଶର ସମସ୍ତ ଝିଅଙ୍କ ପାଇଁ ଉଦାହରଣ ସାଜିଲେ ରାଷ୍ଟ୍ରପତିଙ୍କ ଝିଅ, ଦେଖିଲେ ଆପଣ ବି କରିବେ ପ୍ରଶଂସା…

ପ୍ରତ୍ୟେକ ମଣିଷର ଜୀଵନ ପୂରା ସଂଘର୍ଷ ମୟ କାରଣ ଜୀବନରେ ଅନେକ ବାଧା ବିଗ୍ନ ଦେଇ ଗତି କରିବା ପାଇଁ ପଡ଼ିଥାଏ। ହେଲେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ କି ଅନେକ ସଂଘର୍ଷ କରି ଅନେକ ଉପରକୁ ଯାଆନ୍ତି। ହେଲେ କିଛି ଲୋକ ଅଛନ୍ତି , ଯେଉଁ ମାନେ କି ନିଜର ଅତୀତକୁ ଭୂଲି ଯାଆନ୍ତି। ହେଲେ ଏପରି କିଛି ଲୋକ ଅଛନ୍ତି, ଯେଉଁ ମାନେ ନିଜର ଅତୀତକୁ କେବେବି ଭୁଲନ୍ତି ନାହିଁ। ଯେତେ ବଡ଼ ବଡ଼ ପଦବୀରେ ରହିଲେ ମଧ୍ୟ ସେମାନେ ସବୁବେଳେ ଅତି ସରଳ ଭାବରେ ଜୀବନ ଯାପନ କରନ୍ତି। ତେବେ ସେହିଭଳି ଜଣେ ଆମ ଭାରତର ରାଷ୍ଟ୍ରପତି ଅଛନ୍ତି। ତାଙ୍କର ଜୀବନ ଯାପନ ଦେଖିଲେ , ଆପଣ ନିଶ୍ଚିତ ଭାବରେ ଅଭିପ୍ରେରିତ ହୋଇଯିବେ।

ଏଠାରେ ଏବେ ଦେଶର ରାଷ୍ଟ୍ରପତି ଙ୍କର ଝିଅ ଚର୍ଚ୍ଚାକୁ ଆସିଛନ୍ତି ଯାହା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଏବେ ତାଙ୍କର ଝିଅ ସାରା ଦେଶ ପାଇଁ ଉଦାହରଣ ପାଲଟିଛନ୍ତି। ଆଉ ତାଙ୍କର ଭିଡ଼ିଓ ରୁ ଜଣା ପଡ଼ିଛି ସେ ଜଣେ ଦେଶର ରାଷ୍ଟ୍ରପତିଙ୍କର ଝିଅ ହେଲେ ମଧ୍ୟ ତାଙ୍କର ଚିନ୍ତଧାରା ସାଧାରଣ ମଣିଷ ପରି। ଆଉ ଏଠାରେ ସୂଚନା ମିଳିଛି ଯେ ତାଙ୍କର ବାପା ହେଉଛନ୍ତି ଦେଶର ମୁଖ୍ୟ ଏବଂ ତାଙ୍କର ପରିବାର ସମସ୍ତଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଜୀବନ ଯାପନ ଭଳି ବିତାଇ ଥାଆନ୍ତି। ଆଉ ଆମ ଦେଶର ରାଷ୍ଟ୍ରପତି ଙ୍କର ନାମ ରାମନାଥ କୋବିନ୍ଦ ଯାହାଙ୍କୁ ଦେଶର ପ୍ରଥମ ପୁରୁଷ ରୂପେ କୁହା ଯାଇଥାଏ। ଏବେ ତାଙ୍କର ପୁଅ, ବୋହୁ, ଝିଅ ଏବଂ ପତ୍ନୀ ରହିଛନ୍ତି।

ଆଉ ତାଙ୍କର ପୁଅ ଗୋଟିଏ ପ୍ରାଇଭେଟ air ରେ କାମ କରିଥିବା ହେଲେ ବୋହୁ ଜଣେ ଶିକ୍ଷୟତ୍ରୀ ଆଉ ସତ ରେ କହିବାକୁ ଗଲେ ଜଣେ ଦେଶର ରାଷ୍ଟ୍ରପତି ଙ୍କର ପୁଅ ଯେଉଁଠାରେ ସେମାନେ ବିଳାସ ପୁର୍ଣ୍ଣ ଜୀବନଯାପନ କରବା କଥା ହେଲେ ସେହି ସମୟରେ ନିଜ ଗୋଡ଼ ରେ ନିଜେ ଠିଆ ହୋଇ ସାରା ଦେଶକୁ ପ୍ରେରଣା ଦେଇଛନ୍ତି ଏବଂ ତାଙ୍କର ଝିଅ ମଧ୍ୟ ସେହିପରି ନିଜେ ଆତ୍ମନିର୍ଭରଶୀଳ ହୋଇଛନ୍ତି ଯାହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ।

ପ୍ରଥେମେ ଯେତେବେଳେ ତାଙ୍କର ବାପା ରାଷ୍ଟ୍ରପତି ପଦ ପାଇଲେ ସେହି ସମୟରେ ତାଙ୍କର ଝିଅ ଗୋଟିଏ AIR Hostage ରେ କାମ କରୁଥିଲେ ଏବଂ ସେହି ସମ୍ବିଧାନ ଉତ୍ସାବ କୁ ଯିବା ପାଇଁ ଛୁଟି ମଧ୍ୟ ନେଇ ପାରି ନଥିଲେ। ଆଉ ସେଠାରେ ଯଦି ରାଷ୍ଟ୍ରପତି ଙ୍କର ଝିଅ ବୋଲି କହି ଥାଆନ୍ତେ ତେବେ ସ୍ବୀକୃତି ସହିତ ତାଙ୍କୁ ନିଆ ଯାଇ ଥାଆନ୍ତା।ଆପଣ ମାନେ ଗୋଟିଏ କଥା ମନେରଖନ୍ତୁ, ଯେତେ ଉପରକୁ ଯାଅନ୍ତୁ ନା କାହିଁକି। କେବେ ନିଜର ଅତୀତକୁ ଭୁଲନ୍ତୁ ନାହିଁ। ସରଳ ଜୀଵନ ଯାପନ କରନ୍ତୁ ମନ ମଧ୍ୟରେ ଉଚ୍ଚ ଆଶା ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।