NZ v IND 2nd T20: ଦେଖନ୍ତୁ କିପରି ଛକା ମାରି Suryakumar ପୁଣିଥରେ ଇଣ୍ଡିଆକୁ ଦେଲେ ବିଜୟର ଉପହାର , ଆଉ ନ୍ୟୁଜିଲ୍ୟାଣ୍ଡ ପ୍ଲେୟାରଙ୍କ ହୋସ ଉଡେଇ ଦେଲେ, ଦେଖନ୍ତୁ ଲାଇଭ ଭିଡିଓ

ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି କ୍ରିକେଟ ରେ ଟିମ ଇଣ୍ଡିଆ ର ଦମଦାର ପ୍ରଦର୍ଶନୀ ଉପରେ |ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଗତ କାଲି T -20 ମ୍ୟାଚ ଖେଳା ଯାଇଥିଲା | ଆଉ ଯେଉଁଠି ଦୁଇ ବିପକ୍ଷ ଦଳ ଭାବରେ ଖେଳ ରେ ଭାଗ ନେଇଥିଲେ ଟିମ ଇଣ୍ଡିଆ ଓ ଟିମ ନିୟୁଜଲ୍ୟାଣ୍ଡ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା ଟିମ ଇଣ୍ଡିଆ ର ଦମଦାର ପ୍ରଦର୍ଶନୀ | ଆଉ ନିଜର ଜଲୱା ଦେଖାଇ ସମସ୍ତଙ୍କ ପାଖରୁ ବେଶ ପ୍ରସଂଶା ସାଉଁଟିଥିଲା ଟିମ ଇଣ୍ଡିଆ ବୋଲି କୁହାଯାଉଛି | ଆଉ ଯାହା ଦେଖିବାକୁ ମିଳିଛି କି ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ତାହାର ପ୍ରଦର୍ଶନୀ ଦେଖାଇଥିଳା | ଆଉ ସୂର୍ଯ୍ୟାକୁମାର ଙ୍କର ଦମଦାର ବ୍ୟାଟିଂ ଆଗରେ ହାର ମାନିଥିଲେ ବିପକ୍ଷ ନିୟୁଜଲ୍ୟାଣ୍ଡ ଦଳ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଉ କିଏ କିଏ ସେମାନଙ୍କର ଦମଦାର ପ୍ରଦର୍ଶନୀ ଦେଖାଇଥିଲେ ଏହି ଖେଳ ରେ ନଜର ପକାଇବା |

ତେବେ ଯାହା କୁହାଯାଉଛି କି ସୁରୀୟା ଙ୍କ ବ୍ୟଟ ବର୍ତ୍ତମାନ ଗର୍ଜିବାକୁ ଲାଗିଥିଲେ T-20 ରେ ଆରମ୍ଭ ହେବାକୁ ଯାଇଥିବା ଏହି ସିରିଜ ରେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ନିଜର ଦମଦାର ପ୍ରଦର୍ଶନୀ ଦେଖାଇ ନିୟୁଜଲ୍ୟାଣ୍ଡ ଗସ୍ତ ରେ ଯାଇଥିଲା ଟିମ ଇଣ୍ଡିଆ ବିଜୟୀ ହୋଇ ଫେରିଥିଲା ବୋଲି | ତେବେ ବର୍ଷା ଯୋଗୁ T -20 ର ପ୍ରଥମ ମ୍ୟାଚ ବାତିଲ ହୋଇଯାଇଥିବା ବେଳେ ଦ୍ଵିତୀୟ ମ୍ୟାଚ ରେ ଇଣ୍ଡିଆ 65 ରନ ରେ ବିଜୟୀ ହୋଇଥିଲା ବୋଲି କୁହାଯାଉଛି | ଆଉ ଯାହା ଜଣା ପଡିଛି କି ଇଣ୍ଡିଆ ଟସ ହାରିଲା ପରେ ପ୍ରଥମେ ତାହାର ବ୍ୟାଟିଂ କରିଥିଲା ଆଉ 192 ରନ କରିଥିଲା |

ନିୟୁଜଲ୍ୟାଣ୍ଡ 192 ରନ ର ବିଜୟୀ ଲକ୍ଷ୍ୟ ରଖି 126 ରନ କରିଥିଲା ନିୟୁଜଲ୍ୟାଣ୍ଡ ଦଳ 7 ବଲ ଥାଇ ଅଲ ଆଉଟ ହୋଇଯାଇଥିଲା | ମାଉଣ୍ଟ ମାଉଣ୍ଡେ ରେ ଖେଳା ଯାଇଥିବା ଏହି ଖେଳ ରେ ସୂର୍ଯ୍ୟାକୁମାର ଙ୍କର ଶତକୀୟ ଇନିକ୍ସ ବଳରେ 20 ଅଭର ରେ ହରାଇ 191 ନମ୍ୱର କରିଥିଲେ | ଆଉ 51 ବଲ ରେ 111 ରନ କରି ଅପରାଜିତା ରହିଥିଲେ ସୂର୍ଯ୍ୟକୁମାର | ଆଉ ତାଙ୍କର ଏହି ବିସ୍ପରକ ସତକ ରେ ରହିଥିଲା 11 ରି ଚୌକା ଓ 7 ଟି ଛକ୍କା |
ଆଉ ଅନ୍ୟ ମାନଙ୍କ ମଧ୍ୟରେ ଇସାନ କିସାନ 36,ଶ୍ରେୟସ ଓ ହାର୍ତ୍ତିକ ପାଣ୍ଡିଆ 13 ରନ ଲେଖାଏ କରିଥିଲେ ଓ ତାହା ସହିତ ବୋଲିଂ ରେ ମଧ୍ୟ ଟିମ ଇଣ୍ଡିଆ ତାହାର ଦମଦାର ଝଲକ ଦେଖାଇଥିଲା | ତେବେ ବିପକ୍ଷ ଦଳ ମଧ୍ୟରେ 3 ଜଣ ଖାତା ଖୋଲି ପାରି ନ ଥିବା ବେଳେ 4 ଜଣ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ବୋଲି କୁହାଯାଉଛି | ଆଉ ସୂର୍ଯ୍ୟାକୁମାର ଙ୍କର ଏହି ଦମଦାର ବ୍ୟାଟିଂ ର ପ୍ରସଂଶା ମଧ୍ୟ ଚାରିଆଡେ ଚାଲିଛି | ଯାହା ବର୍ତ୍ତମାନ ଭାଇରାଲ ହେବା ରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment