ଓଃ କି ଡ୍ୟାନ୍ସ ! ollywod ହିରୋଇନ ଶିବାନୀଙ୍କ ର viral ହେଲା hot ବୋବାଲ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି

ଆଜିର ଦିନରେ ସୋସିଆଲ ମିଡ଼ିଆ ମନୋରଞ୍ଜନର ସବୁଠାରୁ ବଡ ମାଧ୍ୟମ ପାଲଟିଛି। ଏହି ଇଣ୍ଟରନେଟ ଯୁଗରେ ସୋସିଆଲ ମିଡିଆ ମାଧ୍ୟମରେ ଦେଶ ବିଦେଶରେ ଚାଲିଥିବା ଟିଖିନିଖି ତଥ୍ୟ କିଛି ସେକେଣ୍ଡ ମଧ୍ୟରେ ଆମେ ପାଇ ପାରୁଛୁ। ପ୍ରତିଦିନ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଶେଷ କରି ଅଭିନେତା ଅଭିନେତ୍ରୀ ମାନଙ୍କୁ ନେଇ ପ୍ରତିଦିନ କିଛ ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଆଉ ଯେଉଁ ସବୁ ଭିଡ଼ିଓ କୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବାବଦରେ।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ ଯିଏକି ନିଜର ଦମଦାର ଅଭିନୟ ପାଇଁ ଦର୍ଶକ ମାନଙ୍କୁ କିମିଆ କରି ରଖିଛନ୍ତି। ଖୁବ୍ ଅଳ୍ପ ଦିନ ମଧ୍ୟରେ ସେ ଦର୍ଶକ ମାନଙ୍କ ହୃଦୟ ଜିତି ପାରିଛନ୍ତି।ସେମିତି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅଭିନେତ୍ରୀ ଶିବାନୀ ସଂଗୀତା। ଅଭିନେତ୍ରୀ ଶିବାନୀଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ।

୨୦୧୭ ମସିହାରେ ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣରେ ଅଭିନେତ୍ରୀ ଶିବାନୀ ଅଭିନେତା ବାବୁଶାନଙ୍କ ସ‌ହ ସିଷ୍ଟର ଶ୍ରୀଦେବୀ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭାବରେ ପ୍ରଥମ ଥର ପାଇଁ ଅଭିନୟ ଆରମ୍ଭ କରିଥିଲେ। ଏହା ପୂର୍ବରୁ ଅଭିନେତ୍ରୀ ଶିବାନୀ ଶିଶୁ କଳାକାର ଭାବେ ଓଡିଆ ସିନେମା ଏବଂ ଟେଲି ଇଣ୍ଡଷ୍ଟ୍ରିରେ ଅଭିନୟ କରିବା ଆରମ୍ଭ କରିଥିଲେ।ଶିଶୁ କଳାକାର ଭାବେ ପିଲାଦିନରୁ ହିଁ ଶିବାନୀ ଦର୍ଶକ ମାନଙ୍କୁ ହୃଦୟ ରେ ରାଜ କରି ଆସୁଛନ୍ତି।ଶିଶୁ କଳାକାର ଭାବେ ଏକାଧିକ ମେଗା ଧାରାବାହିକ ଏବଂ କଥାଚିତ୍ରରେ ଅଭିନୟ କରିଛନ୍ତି ଶିବାନୀ। ଆଉ ବର୍ତ୍ତମାନ ସମୟରେ ଏକାଧିକ ସିନେମାରେ ଭିନ୍ନ ଭିନ୍ନ ନାୟକଙ୍କ ନାୟିକା ସାଜି ସାରିଛନ୍ତି ଅଭିନେତ୍ରୀ ଶିବାନୀ ଯାହାକି ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଛି।

ତେବେ ବର୍ତ୍ତମାନ ସମୟରେ ଶିବାନୀଙ୍କର୍ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶିବାନୀଙ୍କୁ ଜବରଦସ୍ତ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି।ଏହା ସହିତ ସେ ଫ୍ୟାନସ୍ ମାନଙ୍କ ସହ ଖୁବ୍ ମସ୍ତି ମଧ୍ୟ କରୁଛନ୍ତି। ତେବେ ଏହି ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଫ୍ୟାନସ୍ ମାନେ ଶିବାନୀଙ୍କ ଏହି ଜବରଦସ୍ତ ଡାନ୍ସକୁ ଖୁବ୍ ପସନ୍ଦ କରିବା ସହ ଖୁବ୍ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି। ତେବେ ଭିଡିଓ ଦେଖିଲେ ଜଣା ପଡୁଛି କି ଶିବାନୀ କୌଣସି ଏକ ଷ୍ଟେଜ ପ୍ରୋଗ୍ରାମ ପାଇଁ ପ୍ରସ୍ତୁତି କରୁଛନ୍ତି। ତେବେ ଏହି ଭିଡିଓଟି ଭାଇରାଲ ହେବା ପରେ ଏହା ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment