ବିବାହ ବନ୍ଧନରେ ବାନ୍ଧିହେବା ପରେ ଦେଖନ୍ତୁ ରିୟାଙ୍କର ଶାଶୂ ଘରେ ପ୍ରଥମ ଦିନ ସେ କେମିତି କଟିଲେ ? ଦେଖନ୍ତୁ Full wedding ଭିଡିଓ

ତେବେ ସୋସିଆଲ ମିଡ଼ିଆରେ ବେଶ କିଛି ଦିନ ହେବ ବେଶ ଚର୍ଚ୍ଚା ରେ ଥିବା ଓଲିଉଡ଼ ର ଜଣେ ଚୁଳ ବୁଲି ନାୟିକା ରିୟା ଡେ ଙ୍କ ବିଷୟରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ତେବେ ଯାହା କୁହାଯାଉଛି କି ଅଲିଉଡ ସୁନ୍ଦରୀ ରିୟା ବର୍ତ୍ତମାନ ହାତ ରୁ ଦୁଇ ହାତ ହୋଇ ଯାଇଛନ୍ତି ବୋଲି କୁହାଯାଉଛି | ଆଉ ଯାହା ଦେଖିବାକୁ ମିଳିଛି ବୌଦିକ ରୀତି ନୀତି ରେ ସାତ ଜନ୍ମ ର ସାଥି କୁ ବାଛି ନେଇଛନ୍ତି ସୁନ୍ଦରୀ ରିୟା | ଆଉ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଛନ୍ତି ସେ ବୋଲି ଦେଖିବାକୁ ମିଳୁଛି | ବର୍ତ୍ତମାନ ରିୟା ଙ୍କର ବିବାହ ପରର ଭିଡ଼ିଓ ଗୁଡିକ ଭାଇରାଲ ହେବାରେ ଲାଗିଛି, ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡ଼ିଓ ଉପରେ ନଜର ପକାଇବା |

ଆମେ ଜାଣିଛୁ କି ବାଲେଶ୍ୱର ରେ ରିୟା ଙ୍କର ଘର ଆଉ ତାହା ଅଲିଉଡ ରେ ରିୟା ଅନେକ ଫ୍ଲିମ କରିଛନ୍ତି ଆଉ ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି ସବୁବେଳେ | ଆଉ ତାହା ସହିତ ରିୟା ଙ୍କର ଅଭିନୟ ର ଝଲକ ସହିତ ଡାନ୍ସ ର କମାଲ ସମସ୍ତଙ୍କୁ କରିଛି ଦିୱାନା | ଓଡିଶା ର ସମସ୍ତଙ୍କର ହୃଦୟରେ ଘର କରିଥିବା ରିୟା ବର୍ତ୍ତମାନ ନିଜର ଘର ବସେଇ ବାକୁ ଯାଉଛନ୍ତି | ଆଉ ବିବାହ ବନ୍ଧନରେ ବାନ୍ଧି ହୋଇ ଶାଶୂ ଘରକୁ ଯାଇଛନ୍ତି ରିୟା ବୋଲି କୁହାଯାଉଛି |

ଆଉ ଯାହା ଦେଖିବାକୁ ମିଳିଥିଲା କି ରିୟା ଙ୍କର ପ୍ରେମ ବିବାହ ହୋଇଥିଲା | ତେବେ ସେ ସୁନୀଲ ଙ୍କୁ ବିବାହ କରିଥିଲେ ଆଉ ଯିଏ କି ଜଣେ ବିଜନେଶ ମେନ ଅଟନ୍ତି ବୋଲି କୁହାଯାଉଛି | ଆଉ ତାହା ସହିତ ଦୁଇ ଜଣ ବିବାହ କରିକି ବେଶ ଖୁସି ଥିବାର ନଜର ଆସିଛନ୍ତି ବୋଲି କୁହାଯାଉଛି | ତାହା ସହିତ ଦୁଇ ଜଣଙ୍କର ଯୋଡ଼ି କୁ ମଧ୍ୟ ସମସ୍ତେ ବେଶ ଭଲ ପାଇବା ଦେଉଥିବାର ଦେଖିବାକୁ ମିଳିଛି | ତେବେ ଭାଇରାଲ ହେଉଥିବା ଭିଡ଼ିଓ ରେ ରିୟା ତାଙ୍କର ଶାଶୂ ଘରେ ଥିବାର ଦେଖିବାକୁ ମିଳିଛି | ଆଉ ଓଡ଼ିଆ ଘରର ରୀତି ନୀତି କୁ ମାନି ଶାଢ଼ୀ ଚୁଡ଼ି କୁ ପିନ୍ଧି ଠିକ ସାଧବ ବୋହୂ ଭଳି ଦେଖା ଯାଉଛନ୍ତି ରିୟା |

ତେବେ ନାଲି ରଙ୍ଗର ଶାଢ଼ୀ ସାଙ୍ଗକୁ ମଥାରେ ସିନ୍ଦୁର ନାଇଛନ୍ତି ସୁନ୍ଦରୀ ରିୟା | ତେବେ ଅଭିନୟ କରୁଥିବା ବେଳେ ଏହି ଭଳି କିଛି ଗେଟ ଅଫ ଆପଣ ମାନେ ଦେଖୁଥିବେ | ତେବେ ବର୍ତ୍ତମାନ ଆଉ ଅଭିନୟ ରେ ନୁହଁ ରିଏଲ ରେ ରିୟା ପିନ୍ଧିଛନ୍ତି ଆଉ ଶାଶୂ ଘରେ ନଜର ଆସିଛନ୍ତି ରିୟା | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ବେଶ ଚର୍ଚ୍ଚା ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment