Viral VIDEO -ପୁଅ ଗୁଆନଙ୍କ ସହ ଘରେ କେମିତି ସମୟ କାଟୁଛନ୍ତି ହିରୋ ବାବୁସାନ (Babusaan) …ଦେଖନ୍ତୁ ଭିଡିଓ

ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଆଉ ଫୋଟ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଅଲିଉଡ ହିରୋ ସୁପୋରଷ୍ଟାର ବାବୁସାନ ଙ୍କର ଫୋଟ ଆଉ ଭିଡିଓ | ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ବାବୁସାନ ମହାନ୍ତି ତାଙ୍କର ପୁଅ ସହିତ ହସ ମୋଜା କରିବାକୁ ଲାଗିଛନ୍ତି ଓ ତାଙ୍କର ପୁଅ ଗୁଆନ ସହିତ ଖେଳିବାକୁ ଲାଗିଛନ୍ତି | ଆଉ ଏହି ହସ ମୋଜା କରୁଥିବାର ଭିଡ଼ିଓ ମାନ ଭାଇରାଲ ହେବାରେ ଲାଗିଛି | ଆଉ ଯାହା କୁ ଦେଖିବା ପରେ ଦର୍ଶକ ମାନେ ମଧ୍ୟ ବେଶ ଖୁସି ହୋଇଛନ୍ତି | ତାହେଲେ ଆସନ୍ତି ଭାଇରାଲ ହେଉଥିବା ଭିଡ଼ିଓ ଟି ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ଅଲିଉଡ ରେ ରାଜ କରୁଥିବା ସୁପର ହିରୋ ତଥା ସମସ୍ତଙ୍କର ପ୍ରିୟ ଏକ୍ଟର ଓଡିଶା ର ଘରେ ଘରେ ପରିଚିତ ବାବୁସାନ ମହାନ୍ତି ଙ୍କୁ ତ ବେଶ ଭଲ ଭାବରେ ଜାଣିଥିଲେ | ଅଲିଉଡ ର ଚକଲେଟ ହିରୋ ଭାବରେ ସେ ଓଡ଼ିଆ ଦର୍ଶକ ମାନଙ୍କର ହୃଦୟରେ ବେଶ ପ୍ରସଂଶା ଅର୍ଜନ କରିଛନ୍ତି ବୋଲି କୁହାଯାଏ | ତେବେ ଆପଣ ମାନେ ଜାଣିଥିବେ କି ବାବୁସାନ ମହାନ୍ତି ବିବାହ କରିଥିଲେ ତୃପ୍ତି ଶତପଥୀ ଙ୍କୁ | ଆଉ ବିବାହ କରିବା ପରେ ତାଙ୍କର ଗୋଟିଏ କୁନି ପୁଅ ଟେ ମଧ୍ୟ ହୋଇଛି ଆଉ ଯାହାକୁ ଆମେ ମାନେ ଗୁଆନ ନାଁ ରେ ଜାଣିଛୁ |

ଆଉ ଏଠାରେ ଦେଖୁବାକୁ ମିଳିଛି କି ବାବୁସାନ ମଧ୍ୟ ତାଙ୍କର ପୁଅ ଗୁଆନ ଙ୍କ ସହିତ ମିଶିକି ଛୋଟ ଛୁଆଁ ହୋଇ ଯାଇଛନ୍ତି | ଆଉ କୁନି ପୁଅ ସହିତ ମିଶିକି ଖେଳିବା ପାଇଁ ଲାଗିଛନ୍ତି | ତେବେ ବାପା ଆଉ ପୁଅ ଙ୍କ ର ବେଶ ମୋଜା ମସ୍ତି ମଧ୍ୟ ଚାଲିଛି ବୋଲି କୁହାଯାଉଛି | ବାବୁସାନ ତାଙ୍କର ପୁଅ ଙ୍କୁ ବହୁତ ଭଲ ପାଇଥାନ୍ତି ଆଉ ପୁଅ ସହିତ ସମୟ ବିତାଇବା ପାଇଁ ସବୁବେଳେ ଚାହିଁଥାନ୍ତି ତେବେ କାମ ଯୋଗୁ ସେ ବ୍ୟସ୍ତ ରହିଥାନ୍ତି ଆଉ ସମୟ ଦେଇ ପାରନ୍ତିନି | ଆଉ ଏଠାରେ ବାବୁସାନ ତାଙ୍କ ଘରେ ପୁଅ ସହିତ ଖେଳୁଥିବାର ନଜର ଆସିଛନ୍ତି |

ବାବା ଆଉ ପୁଅ ର ଏହିଭଳି ମୋଜା ମସ୍ତି ର ଭିଡ଼ିଓ ଗୁଡିକ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ପୁଅ ଗୁଆନ ସହିତ ଖେଳି ସମୟ ବିତାଇବା ପାଇଁ ପରେ ବାବୁସାନ ବେଶ ଖୁସି ମଧ୍ୟ ଥିବାର ନଜର ଆସିଛନ୍ତି ବୋଲି କୁହାଯାଉଛି | ଆଉ ଏହି ଭଳି ଏକ ମନ ପସନ୍ଦିଆ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇଆଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ ଓ ଲୋକ ମାନେ ମଧ୍ୟ ପସନ୍ଦ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment