ଦେଖନ୍ତୁ VIRAL ଭିଡିଓ – ଭାବି ସ୍ୱାମୀ ଙ୍କ ସହ ପୁରୀ ବେଳାଭୂମିରେ ହିରୋଇନ୍ ଲିପ୍ସା ମିଶ୍ର କେମିତି କରୁଛନ୍ତି ରୋମାନ୍ସ ଦେଖନ୍ତୁ VIDEO …

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ହିରୋ ଓ ହିରୋଇନ ମାନଙ୍କୁ ନେଇକି ଏନେକ ପ୍ରକାରର ନୂଆ ନୂଆ ଖବର ମାନ ପ୍ରତେକ ଦିନ ଆସିଥାଏ | ତେବେ ସେହି ଭଳି କିଛି ଭିଡ଼ିଓ ବର୍ତ୍ତମାନ ଦେଖିବାକୁ ମିଳିଛି | ଆଉ ଯେଉଁଥିରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ଙ୍କର ମନକୁ କିଣି ପାରି ଥିବା ଚୁଳ ବୁଲି ଓ ସୁନ୍ଦରୀ ନାୟିକା ଭାବରେ ଯିଏ ଓଡିଶା ର ଘରେ ଘରେ ବେଶ ପରିଚିତ ସେହି ସୁନ୍ଦରୀ ହିରୋଇନ ଲିପ୍ସା ମିଶ୍ର ଙ୍କର ଭିଡ଼ିଓ ଦେଖିବାକୁ ମିଳିଛି | ଆଉ ଯେଉଁ ଭିଡ଼ିଓ ରେ ଲିପ୍ସା ତାଙ୍କର ସ୍ୱାମୀ ଙ୍କ ସହିତ ଛୁଟି ମନାଉଥିବା କଥା କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |


ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଲିପ୍ସା ଖୁସି ମନାଉଛନ୍ତି ଆଉ ତାହା ପୁଣି ତାଙ୍କର ସ୍ୱାମୀ ଙ୍କ ସହିତ | ଏକାଠି ମିଶି ଛୁଟ ଦିନ ରେ ସେମାନେ ଦୁହେଁ ବୁଲିବାକୁ ଯାଇଛନ୍ତି ପୁରୀ ଜଗନ୍ନାଥ ଙ୍କର ଧାମ କୁ | ଆଉ ଯାହା କୁହାଯାଉଛି କି ସେଠାରେ ଜଗନ୍ନାଥ ଙ୍କର ଦର୍ଶକ କରିବା ସହିତ ପୁରୀ ସମୁଦ୍ର କୂଳ ରେ ମଧ୍ୟ ବୁଲୁଥିବାର ଦେଖିବାକୁ ମିଳିଛି ଲିପ୍ସା ଆଉ ତାଙ୍କର ସ୍ୱାମୀ ଙ୍କୁ

ତେବେ ସମୁଦ୍ର କୂଳରେ ଦୁହେଁ ସମୁଦ୍ର ର ଢେଉ ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ର ଭରପୁର ମଜା ମଧ୍ୟ ନେଇଥିବା କଥା କୁହାଯାଉଛି | ଏହା ସହିତ ସେମାନେ ମିଶିକି ଚାହା ମଧ୍ୟ ପିଉ ଥିବାର ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଲିପ୍ସା ମିଶ୍ର ଙ୍କର ଭିଡ଼ିଓ ରେ | ତେବେ ଏହା ସହିତ ଦେଖିବାକୁ ମିଳିଥିଲା କି ଲିପ୍ସା ଜଳଖିଆ ଦୋକାନକୁ ମଧ୍ୟ ଯାଇଛନ୍ତି ଓ ଓଡ଼ିଆ ମାନଙ୍କର ଦେଶୀ ଖାଇବା ବରା, ଇଟଲି ଖାଇଛନ୍ତି | ଏହା ସହିତ ନିଜର ସ୍ୱାମୀ ଙ୍କ ସହିତ ଚୁଟି ଦିନରେ ଘରୁ ବାହାରକୁ ଯାଇ ବୁଲିବା ସହିତ ଭରପୁର ମଜା ଉଠାଇଥିବା କଥା ମଧ୍ୟ କୁହାଯାଇଛି |

ଏହା ସହିତ ସେମାନେ ସାଙ୍ଗ ହୋଇ ମିଶିକି ଫୋଟ ଉଠାଇବା ସହିତ ପୁରୀ ବେଳାଭୂମି ରେ ଭିଡ଼ିଓ ଓ ଫୋଟ ଉଠାଇଛନ୍ତି ଓ ସେ ସବୁ କୁ ସୋସିଆଲ ମିଡ଼ିଆରେ ସେୟାର ମଧ୍ୟ କରିଥିବାର କଥା କୁହାଯାଉଛି | ଆଉ ଲିପ୍ସା ଓ ତାଙ୍କର ସ୍ୱାମୀ ଙ୍କର ଭିଡ଼ିଓ ଦେଖିବା ପରେ ତାଙ୍କର ଫ୍ରେଡ୍ସ ମାନେ ମଧ୍ୟ ବେଶ ଖୁସି ହୋଇଛନୀ ଓ ଭଲ ଭଲ କମେଣ୍ଟ ମଧ୍ୟ ଦେଉଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଓ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment